ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଆଜିର ମୁଖ୍ୟ ଖବର ମୃତ ଦେହ ମିଳିଛି କିନ୍ତୁ ତାହାର ମୁଣ୍ଡ ନାହିଁ ସେହି ଶବକୁ ପନ୍ଦର ଖଣ୍ଡ କରିଦେଇଛି ଯିଏ ଏ କାମ କରିଛି ଆସନ୍ତୁ ଜାଣିବା ସେହି ବିଷୟରେ। ଉତର ପ୍ରଦେଶରୁ ଏକ ଚାଞ୍ଚଲ୍ୟକାର ଘଟଣା ସାମ୍ନାକୁ ଆସିଛି ମିରାଟ ସାଲି ଗେଟ ଅନ୍ତର୍ଗତ ସ୍ମଶାନ ଘାଟରେ ଏକ ବସ୍ଥାରୁ ମହିଳାଙ୍କର ରକ୍ତାତ ମୃତ ଦେହର ଟୁକୁଡ଼ା ଜବତ ହୋଇଛି।
ମହିଳାଙ୍କର ଟୁକୁରା ଶରୀର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ଫାଟିମା ଗାଡ଼ କଲୋନୀ ନିକଟସ୍ଥ ସ୍ମଶାନ ଘାଟ ନିକଟରେ ଶିଶୁ ଖେଳୁଥିଲେ ସେତେବେଳେ କିଛି କୁକୁର ଏକ ରକ୍ତ ଜୁଡୁବୁଡୁ ବସ୍ଥା ଟାଣୁଥିବାର ପିଲାମାନେ ଦେଖିଥିଲେ ଏହା ଦେଖି ପିଲାମାନେ ନିଜ ଘର ଲୋକଙ୍କୁ ଘଟଣା ବିଷୟରେ କହିଥିଲେ ଏହା ଜାଣିବା ପରେ ସହ ସହ ଲୋକ ଘଟଣା ସ୍ଥଳରେ ପହଞ୍ଚିଥିଲେ ଗ୍ରାମବାସୀ ମାନେ ପୋଲିସକୁ ସୂଚନା ଦେଇଥିଲେ ସୂଚନା ପାଇ ଏସ୍ପି ପୋଲିସ କର୍ମୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ଥିଲେ।
ପୋଲିସ ବସ୍ଥା ଖୋଲି ଯାହା ଦେଖିଲା ତାର ହୋସ ଉଡ଼ିଗଲା ବସ୍ଥାରେ ଜଣେ ମହିଳାଙ୍କର ଶବ ଦେଖିଲା ଯାହାକୁ ପନ୍ଦର ଖଣ୍ଡ କରାଯାଇଥିଲା ମହିଳାଙ୍କ ଶରୀରର ଆହୁରି ଅନେକ ଅଙ୍ଗ ଗାଏବ ଥିଲା ଏହା ଦୃଶ୍ୟ ଦେଖି ପୋଲିସ କର୍ମୀମାନେ ଆଶ୍ଚର୍ଯ୍ୟ ହୋଇଗଲେ ଶବ ଟୁକୁଡା ଜବତ କରି ବ୍ୟବଛେଦ ପାଇଁ ପଠାଇଦେଲା ଏସ୍ପିଙ୍କ କହିବା ଅନୁଯାଇ ମହିଳାଙ୍କର ବୟସ ପାଖାପାଖି ୩୫ ବର୍ଷ ହୋଇଥିବ କୌଣସି ନିକଟସ୍ଥ ସଂକଳ୍ପ ଘର ଭିତରେ ଏହି ହତ୍ୟା କରିଥିବ ବୋଲି ପୋଲିସ ସନ୍ଦେହ କରୁଛି।
ହତ୍ୟା ପରେ ଶବକୁ ଟୁକୁଡ଼ା ଟୁକୁଡ଼ା କରି ବସ୍ଥାରେ ଭର୍ତ୍ତି କରି ସ୍ମଶାନ ଘାଟ ନିକଟରେ ଫୋପାଡ଼ି ଥିବା ପୋଲିସ ସନ୍ଦେହ କରୁଛି ଶବରେ ବସ୍ତ୍ର ମର ଶରୀର ନଥିଲା ସେଥିପାଇଁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ପୋଲିସ ସେହି ଅଞ୍ଚଳରେ ସିସିଟିଭି ଫୁଟେଜ ଆଧାରରେ ପ୍ରମାଣ ପାଇବାକୁ ଚେଷ୍ଟା କରୁଛି। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।