abhab

ଏହା କଲେ ଘରର ଅଭାବ ଦୂର ହେବ , ଥରୁଟିଏ ନିଶ୍ଚୟ ପଢି ଦିଅନ୍ତୁ |

FACT

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବହୁତ ଲୋକ ମାନେ ଏମିତି ରହିଛନ୍ତି । ଯେଉଁ ମାନଙ୍କୁ ଆପଣ ମାନେ ଦେଖି ଥିବେ କି ସେମାନଙ୍କୁ କିଛିବି ଅଣ୍ଟେ ନାହିଁ କି ସେମାନଙ୍କ ପାଖରେ ସେମାନେ ଧନକୁ ରଖି ପାରନ୍ତି ନାହିଁ । ସେହି ପରି ଭାବେ ଆପଣ ମାନେ ଦେଖି ଥିବେ ବହୁତ ଲୋକ ମାନେ ଏପରି କହିଥାନ୍ତି କି ସେମାନେ ବହୁତ ପରିମାଣ ରେ ଆୟ କରି ଥାନ୍ତି । ହେଲେ ସେମାନଙ୍କ ପାଖରେ ଟଙ୍କା ଟିଏ ବି ରହୁ ନାହିଁ । ତେବେ ଏହି ପରି କ୍ଷେତ୍ରରେ ଆମେ ଆପଣ ମାନଙ୍କ ପାଖରେ ଏହି ସବୁର ସଂମ୍ପର୍ଣ୍ଣ ଭାବେ ସମାଧାନ ନେଇ କରି ଆସିଛୁ । ଯାହାକୁ ଆପଣ ମାନେ ଜାଣିବା ପରେ ନିଶ୍ଚିତ ଭାବେ ଆପଣ ମାନଙ୍କ ଏହି ସବୁ ଚିନ୍ତା ଦୂର ହେବ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

 

ପ୍ରଥମେ ଆପଣ ମାନେ ଗୋଟିଏ କୁନି ଛୋଟ ପିତଳ ଢାଳକୁ ଆଣନ୍ତୁ । ପରେ ସେହି ଥିରେ କୟନ୍ ଗୁଡିଏ ଫୁଲ୍ କରି ଦେବେ ଆପଣ ମାନେ ଏହି ପାଇଁ ବିଭିନ୍ନ ପ୍ରକାରର କୟନ୍ ର ବ୍ୟବହାର କରି ପାରିବେ । ତେବେ ଏହି ପାତ୍ରକୁ କୟନ୍ ରେ ସଂମ୍ପର୍ଣ୍ଣ ଭାବେ ଫୁଲ କରିବା ପରେ ଆପଣ ମାନେ ସେହି ପାତ୍ର କୁ ଘରର ପଶ୍ଚିମ ପାଖରେ ଥିବା ଘର ନିକଟ ଏହାକୁ ରଖନ୍ତୁ । ଏବଂ ପ୍ରତି ଦିନ ଆପଣ ମାନେ ସେହି ଠାରେ ମୁଣ୍ଡିଆ ମାରନ୍ତୁ । ତେବେ ଆପଣ ମାନେ ଏହାକୁ କେବଳ ମାସେ ବା ଦୁଇ ମାସ ପରିକ୍ଷା କରନ୍ତୁ । ତେବେ ଦେଖିବେ ଆପଣ ମାନଙ୍କ ଭାଗ୍ୟ କେଉଁ ପରି ଭାବେ ବଦଳିବାରେ ଲାଗୁଛି ।

ଆପଣ ମାନେ ଦେଖିବେ ବିଭିନ୍ନ ଆଡୁ ଆପଣଙ୍କ ପାଖକୁ ଧନ ଆସିବାରେ ଲାଗିବ । ଏବଂ ଆପଣ ମାନଙ୍କୁ ବ୍ୟବସାୟରେ ବହୁତ ପରିମାଣ ରେ ଉନ୍ନତି ହେବ । ତେବେ ଏହି ଉପାୟ କୁ କରିବା ପରେ ଆପଣ ମାନଙ୍କ ଧନ ଆସିବାର ବାଟ ଫିଟି ଯିବ । ଏବଂ ଆପଣ ମାନେ ବହୁତ ଜଲ୍ଦି ଏହି କାର୍ଯ୍ୟ ସୁଫଳ ପାଇବେ । ତେବେ ମନେ ରଖନ୍ତୁ ଏହାକୁ କୈଣସି ଉଚ୍ଛ ସ୍ଥାନ ରେ ରଖନ୍ତୁ ନଚେତ୍ କୁକୁର ବା ଅନ୍ୟ ପଶୁ ମାନେ ମୁହଁ ମାରି ପାରନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *