echa

ବୟସ୍କ ମହିଳାଙ୍କର କେଉଁ କାରଣ ପାଇଁ ଅଧିକ ଇଛା ହୋଇଥାଏ।

HEALTH

ଆମେ ମାନେ ସାଧାରଣତଃ ପୁରୁଷ ମାନଙ୍କର ଯୌନ ଇଛା ସମ୍ପର୍କରେ ଜାଣିଛୁ।କିନ୍ତୁ ଏହି ବୟସ୍କ ମହିଳା ମାନଙ୍କର ମଧ୍ୟ ଯୋୖନ ଇଛା ବହୁତ ପରିମାଣରେ ଥାଏ।କିନ୍ତୁ ସେମାନେ ନିଜର ଇଚ୍ଛାକୁ ନିଜର ପାଟନରଙ୍କୁ ପ୍ରକାଶ କରିନଥାନ୍ତି।କାରଣ ସେମାନଙ୍କର ମନରେ ସବୁବେଳେ ଭୟ ରହିଥାଏ।କାରଣ ସହବାସ କରିବାର ଯେଉଁ ସମୟ ଅର୍ଥାତ ବିବାହର ବର୍ଷେ ଦୁଇବର୍ଷ ପର୍ଯ୍ୟନ୍ତ ସାଧାରଣତଃ ଉଭୟ ମହିଳା ଏବଂ ପୁରୁଷ ଯେକୌଣସି ସମୟରେ ସହବାସ କରିଥାନ୍ତି।କିନ୍ତୁ ଟିକେ ବୟସ୍କ ହେବା ପରେ ସେମାନେ ଭାବୁଛନ୍ତି ଯେ କାଳେ ସହବାସ କଲେ କିଛି ଅସୁବିଧା ହେବ।ଆସନ୍ତୁ ଏହି ସମ୍ପର୍କରେ ଆଲୋଚନା କରିବା।ଦେଖନ୍ତୁ ଆମର ଯେତେବି ବ୍ୟାୟାମ ଅଛି ସହବାସ ହେଉଛି ସବୁଠାରୁ ଭଲ ବ୍ୟାୟାମ।ଏବଂ ଏହି ସଂଭୋଗ ସୁଖ ମଧ୍ୟ ଦୁନିଆର ଶ୍ରେଷ୍ଠ ସୁଖ।

girll

କୁହାଯାଇଛିଯେ ଯଦି କେହି ସଂଭୋଗ ସୁଖ ପାଇନାହିଁ ସେ ତାର ଜୀବନରେ ଆଉ ଭଲ ସୁଖ କିଛି ପାଇବ ନାହିଁ।ଏହି ବୟସ୍କ ମହିଳା ମାନଙ୍କର କଣ ପାଇଁ ଯୌନ ଇଛା କେତେକ ପରିମାଣରେ ବଢୁଥିବା ବେଳେ କିଛି କ୍ଷେତ୍ରରେ ମଧ୍ୟ ଅନେକ ମହିଳାଙ୍କର ସଂଭୋଗ କରିବାର ଇଛା କମିଯାଇଥାଏ।ତେବେ ମହିଳା ମାନଙ୍କର ଯୌନ ଇଛା କମିଥାଏ ।କାରଣ ସେମାନଙ୍କର କେତେବେଳେ ଶାରୀରିକ ସମସ୍ୟା ଦେଖା ଯିବା ବେଳେ କେତେବେଳେ ମାନସିକ ସମସ୍ୟା ମଧ୍ୟ ଦେଖା ଯାଇଥାଏ।ଯାହା ଫଳରେ ସେମାନେ ନିଜର ପାଟନରଙ୍କୁ ଖୁସି କରିପାରି ନଥାନ୍ତି।ସାଧାରଣତଃ ମହିଳା ମାନଙ୍କର ୪୫ ବର୍ଷରୁ ମେନୁପଜ ଆରମ୍ଭ ହୋଇଥାଏ।

ଏହି ମେନୁପଜ ୪୫-୫୫ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ।ଏହି ସମୟରେ ମହିଳା ମାନଙ୍କର ଅନେକ ପରିମାଣରେ ଅସୁବିଧା ଆସିଥାଏ।ସେମାନଙ୍କୁ ବହୁତ ଥକା ଲାଗିଥାଏ।ମୁଣ୍ଡରୁ ଝାଳ ଅଧିକ ବାହାରେ ଏହି ଭଳି ବିଭିନ୍ନ ପ୍ରକାରର ଅସୁବିଧା ଦେଖା ଦେଇଥାଏ।ଏହି ସବୁ ସମସ୍ୟାର ସମାଧାନ ପାଇଁ ଆୟୁର୍ବେଦର ସୁନ୍ଦର ଔଷଧ ରହିଛି।ମେନୁପଜ ସମୟରେ ଆମେ ଡାକ୍ତରଙ୍କର ପରାମର୍ଶ ନେବା।ଆୟୁର୍ବେଦିକ ଔଷଧର ସାହାୟକ ନେବା।ଆପଣଙ୍କୁ ଏହି ସମୟରେ ମାଛ ମାଂସ ପରି ପ୍ରୋଟିନ ଜାତୀୟ ଖାଦ୍ୟ ଖାଇବାର ଆବଶ୍ୟକ ଅଛି।ଏହି ପରିସ୍ଥିତିରେ ଆପଣ ମାସକୁ ଥରେ ନିଜର ବିପି ଟେଷ୍ଟ କରାନ୍ତୁ।ସୁଗାର ମଧ୍ୟ ଟେଷ୍ଟ କରାନ୍ତୁ।ଏପରି ଭାବରେ ଯଦି ଆପଣ ଅବହେଳା ନକରି ନିଜର ଠିକ ଭାବରେ ଯତ୍ନ ନେବେ ତେବେ ଆପଣ ଯଥା ଶୀଘ୍ର ଭଲ ହେଇଯିବେ।

girl1

ଯଦି ମନରେ କିଛି ସମସ୍ୟା ରହିବ ନାହିଁ ତେବେ ଆପଣ ଶାରୀରିକ ସ୍ତରରେ ଅସୁସ୍ଥ ଥିଲେ ମଧ୍ୟ ଆପଣ ମାନସିକ ସ୍ତରରେ ଠିକ ରହିବେ।ଆୟୁର୍ବେଦିକ ଔଷଧର ଏକ ସୁବିଧା ହେଉଛି କି ଏହି ରୋଗ ଆପଣଙ୍କର ରୋଗ ଠିକ କରିବା ସହିତ ଆପଣ ମାନଙ୍କର ଆଗ୍ରହକୁ ବଢ଼ାଇ ଥାଏ।ମନେକର ଯେପରି ମହିଳା ମାନେ କୌଣସି ଉତ୍ସବ ଦେଖିବାକୁ ଯାଉଛନ୍ତିତ ସେମାନେ କିପରି ଭଲ ଶାଢ଼ୀ ପିନ୍ଧିବେ ଭଲ ଅଳଙ୍କାର ଲଗେଇବେ ଇତ୍ୟାଦି।ଯଦି ମନ ଭଲ ରହିବ ସବୁ କିଛି ଭଲ ରହିବ।ଯାହାକି ପରବର୍ତ୍ତୀ ସମୟରେ ନିଜର ପାଟନରଙ୍କ ଇଛା ପୁରଣ କରିବାରେ ସାହାଯ୍ୟ କରିଥାନ୍ତି।

ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *