facee

ଏହି ଜିନିଷ ଲଗାନ୍ତୁ ୫ ମିନିଟରେ ସବୁ ଦାଗ ଦୂର ହୋଇଯିବ ।

HEALTH

ଝିଅ ମାନେ ନିଜକୁ ଅନ୍ୟ ମାନଙ୍କ ଠାରୁ ସୁନ୍ଦର ଦେଖାଯିବା ପାଇଁ ଅନେକ କିଛି ଆପଣାଇ ଥାଆନ୍ତି।ଆଜିକାଲି ଝିଅ ମାନେ ସୁନ୍ଦର ଦେଖାଯିବା ପାଇଁ ବଜାରରେ ମିଳୁଥିବା ଅନେକ ବିୟୁଟି କ୍ରିମକୁ ବ୍ୟବହାର କରିଥାନ୍ତି।କିନ୍ତୁ ଏମାନେ ବଜାରରୁ ବିଭିନ୍ନ ପ୍ରକାରର କ୍ରିମ ଲଗାଇ ନିଜର ସୁନ୍ଦର ମୁହଁକୁ ଖରାପ କରିଦେଇଥାନ୍ତି।ଆଜିକାଲି ସମାଜର ପିଲା ମାନେ ନିଜର ଭବିଷ୍ୟତକୁ ନେଇ ଯେତିକି ଚିନ୍ତା କରନ୍ତି ନାହିଁ ।ତା ତୁଳନାରେ ନିଜର ଚେହେରାକୁ ଚମକେଇବାକୁ ବହୁତ ଚେଷ୍ଟା କରନ୍ତି ନିଜର ମୁହଁ ପାଇଁ ସମସ୍ତେ ଚିନ୍ତା କରିଥାନ୍ତି।ଏପରିକି ଏମାନେ ନିଜର ମୁହଁକୁ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର ଔଷଧ ମଧ୍ୟ ଲଗାଇଥାନ୍ତି।ତେବେ ଆମେ ମାନେ ନିଜର ମୁହଁକୁ କିପରି ଗୋରା କରିବା ପାଇଁ ବହୁତ ପ୍ରକାରର ଔଷଧ ବ୍ୟବହାର କରିବା ସହିତ କିଛି ନା କିଛି କରିଥାଉ।

facee

ନିଜର ସୁନ୍ଦର ମୁହଁ ପାଇଁ ବଜାରରେ ମିଳୁଥିବା ଦାମିକିଆ କ୍ରିମ ବ୍ୟବହାର କରିଥାଉ।ଏହା ଦ୍ୱାରା ଆପଣଙ୍କ ତ୍ୱଚା ଅଧିକ ଖରାପ ହୋଇଥାଏ ।ଆସନ୍ତୁ ଏକ ଉପାୟ ସମ୍ପର୍କରେ ଜାଣିବା ଯାହା ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହେବେ।ଏହି ଉପାୟ ଦ୍ୱାରା ଆପଣଙ୍କ ମୁହଁରୁ ସବୁ ଦାଗ ଦୂର ହୋଇଯିବ।ଏହି ଉପାୟକୁ ଆପଣ ନିଜର ଘରେ ପ୍ରସ୍ତୁତ କରିପାରିବେ।ଏହି ଉପାୟ ହେଉଛି ବହୁତ ସହଜ।ଏହି ଉପାୟ କରିବା ପାଇଁ ହେଲେ ଆପଣଙ୍କୁ କେତୋଟି ସାମଗ୍ରୀକୁ ଯୋଗାଡ଼ କରିବାକୁ ପଡିବ।ଏହି ପ୍ରଣାଳୀ ପାଇଁ ଆମକୁ ପ୍ରଥମେ ଗୋଟିଏ ବେବି ଅଏଲ ,କିଛି ଆଲୋଭରା ଏବଂ କିଛି ଗ୍ଲସରିନର ଆବଶକତା ରହିଛି।ଆପଣଙ୍କୁ ଏହି ଜିନିଷ ସବୁ ନିଜ ଘରେ ମିଳିପାରେ ଅଥବା ଆପଣ ଏହାକୁ ବଜାରରୁ କିଣି ଆଣନ୍ତୁ।

ଏହି ଜିନିଷ ସବୁ ଆପଣଙ୍କୁ ବହୁତ ଶସ୍ତାରେ ମିଳିଯିବ।ଏଠାରେ ଆମେ ବେବି ଅଏଲ ନେବାର କାରଣ ଏହି ତେଲରେ କୌଣସିବି କେମିକାଲ ମିଶିନଥାଏ।ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ।ଆଲୋଭରା ଆପଣଙ୍କୁ ନିଜର ଘରେ ମଧ୍ୟ ମିଳିବ।ପ୍ରଥମେ ଆମେ ଏକ ପାତ୍ର ନେବା।ଏହି ପାତ୍ରରେ ପ୍ରଥମେ ବେବି ଅଏଲ ୨ରୁ ୩ ଚାମଚ ପକାଇବା।ଆପଣଙ୍କ ଆବଶ୍ୟକ ଅନୁସାରେ ଆପଣ ପକାଇବେ।ଅଏଲ ପକାଇ ସାରିବା ପରେ ଏଥିରେ ଆଲୋଭରାକୁ ମିଶାଇବେ ଏହାକୁ ମିଶାଇବା ପରେ ଏଥିରେ ଗ୍ଲାସରିନକୁ ଦେବେ।ଏହାପରେ ମିଶ୍ରଣକୁ ଭଲ ଭାବରେ ୨ ରୁ ୩ ମିନିଟ ପାଇଁ ଭଲ ଭାବରେ ଗୋଳାଇ ଦେବେ।

face

ଏହାପରେ ଆପଣ ଏହି ମିଶ୍ରଣକୁ ନିଜର ମୁହଁରେ ଲଗାଇବେ।ଏବଂ ମିଶ୍ରଣକୁ କିଛି ସମୟ ନିଜର ମୁହଁରେ ରଖିବେ।ଏହାପରେ ମିଶ୍ରଣଟି ମୁହଁରେ ଶୁଖିଗଲା ପରେ ଏହାକୁ ଭଲ ଭାବରେ ଧୋଇଦେବେ।ଏହାକୁ କିଛି ଦିନ ମୁହଁରେ ଲଗାନ୍ତୁ ଦେଖିବେ ଆପଣଙ୍କର ମୁହଁରେ ଯେଉଁ ଦାଗ ଥିବ ସବୁ ଦୂର ହୋଇଯିବ। ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *