ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଆମ ଓଲିଉଡ ଇଣ୍ଡଷ୍ଟ୍ରିର ଅଭିନେତା କୁନା ତ୍ରିପାଠୀ ଜଣେ ନିର୍ଦ୍ଦେଶକ ଲେଖକ ଉପସ୍ଥାପକ ଏହା ଛଡା ତାଙ୍କୁ ଏକ କମେଡିଆନ କହିଲେ ଭୁଲ ହେବ ନାହିଁ। ତାଙ୍କର ପ୍ରକୃତ ନାମ ସତ୍ୟ ବ୍ରତ ତ୍ରିପାଠୀ ୧୯୬୮ ମସିହାରେ ସେ କଟକରେ ଜନ୍ମ ଲାଭ କରିଥିଲେ ବର୍ତ୍ତମାନ ସମୟରେ ସେ କଟକରେ ହିଁ ରହୁଛନ୍ତି।
କୁନା ତ୍ରିପାଠୀଙ୍କ ବାପାଙ୍କ ନାମ ପରମାନନ୍ଦ ତ୍ରିପାଠୀ ଏବଂ ସେ ମଧ୍ୟ ସରକାରୀ ଚାକିରୀ କରିଥିଲେ ତାଙ୍କର ସ୍ତ୍ରୀଙ୍କ ନାମ ସଙ୍ଗୀତାନାଥ ତ୍ରିପାଠୀ ଏହା ଛଡା କୁନା ତ୍ରିପାଠୀଙ୍କର ଦୁଇଟା ଝିଅ ମଧ୍ୟ ଅଛନ୍ତି। ବନ୍ଧୁଗଣ ପିଲାଦିନରୁ କୁନା ତ୍ରିପାଠୀ ଅଭିନୟ ପ୍ରତି ରୁଚି ରଖିଥିଲେ ସେ ଡ୍ରାମା ଓ ନାଟକରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସେ ଶହେ ଭଳିଆ ନାଟକ ମଧ୍ୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଆକାଶ ବାଣୀରେ କାମ କରିଲେ ପ୍ରଥମେ ତାଙ୍କୁ ଅଭିନୟରେ ଖଳ ନାୟକ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ପଡିଲା
୧୯୯୫ ମସିହାରେ ସେ ପ୍ରଥମ ଥର ପାଇଁ ଡିଡି ଓଡ଼ିଆରେ କାମ କରିଥିଲେ ଏବଂ ସେ ଧାରାବାହିକ ତିନି ହଜାର ଏପିଷୋଡ଼ ମଧ୍ୟ ରହିଥିଲା ସେ ଅନେକ ମେଗା ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ଏହା ଛଡା ସେ ମଧ୍ୟ ଓଟିଭିରେ ପ୍ରସାରିତ ନିଉଜ ଫିୱଜରେ ମଧ୍ୟ ସେ କାମ କରିସାରିଛନ୍ତି ଏମିତିକି ସେ ଅନେକ ରିୟାଲିଟି ସୋରେ ଜର୍ଜ ଭାବରେ ରହିଛନ୍ତି ଏହା ସହିତ ବର୍ତ୍ତମାନ ସମୟରେ ଯଦି ଦେଖିବେ କୁନା ତ୍ରିପାଠୀ ମଞ୍ଜରୀରେ ପ୍ରସାରିତ ହେଉଥିବା ଖାଁଡେଙ୍ଗା ସୋରେ ମଧ୍ୟ ନଜର ଆସୁଛନ୍ତି। ଆସନ୍ତୁ ଜାଣିବା
କୁନା ତ୍ରିପାଠୀଙ୍କର ସମ୍ଫତ୍ତି କେତେ କୁନା ତ୍ରିପାଠୀ ଗୋଟେ ଚଳଚ୍ଚିତ୍ରରେ କାମ କରିବା ପାଇଁ ପାଖାପାଖି ତିନିରୁ ପାଞ୍ଚ ଲକ୍ଷ ଟଙ୍କା ନେଇଥାନ୍ତି ଏହାଛଡା ସେ ଗୋଟେ ରିୟାଲିଟି ସୋରେ ଜର୍ଜ ଭାବରେ ରହିଲେ ୪୦ ହଜାର ରୁ ପଚାଶ ହଜାର ପଯ୍ୟନ୍ତ ଟଙ୍କା ମଧ୍ୟ ନିଅନ୍ତି। ଏହାଛଡା ତାଙ୍କ ପାଖରେ ଦୁଇ ତିନୋଟି କାର ରହିଛି ବନ୍ଧୁଗଣ ଏହାଥିଲା କୁନା ତ୍ରିପାଠୀଙ୍କ ବିଷୟରେ ସଂକ୍ଷିପ୍ତ ବିବରଣୀମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।