plant

ମରିଗଲେବି ଏହି ତିନୋଟି ଗଛ ଘରେ ଲଗାନ୍ତୁନି ବରବାଦ ହୋଇଜିବେ ।

ODISHA

ବନ୍ଧୁଗଣ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ କହିତ କିଛି ଗଛ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କଥା ହେବା ପାଇଁ ଆସିଛୁ ଜାହାକୁ ଆପଣ ମାନେ କେବେ ବି ନିଜର ଘର ର ପାର୍ଶ୍ୱରେ ଲଗାନ୍ତୁ ନାହିଁ । ନଚେତ୍ ହୋଇ ଥାଏ ଅଶୁଭ ।ଏବଂ ଆପଣ ମାନଙ୍କ ଘରେ ଦାରିଦ୍ରତା ଦେଖା ଦେଇ ଥାଏ । ତେବେ ଆସନ୍ତି ସେହି ଗଛ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ସାଧାରଣ ଭାବେ ଅନେକ ଲୋକ ମାନେ ଗଛ ଲଗାଇବା ପାଇଁ ବହୁତ ଭଲ ପାଇ ଥାନ୍ତି । ତେବେ ଏହା ଆମକୁ ଅକ୍ସିଜେନ୍ ଏବଂ ବାତାବରଣ ସଠିକ୍ ରଖିବାରେ ସହାୟକ ହୋଇ ଥାଏ । ଘର ପାଖରେ ଗଛ ଲଗାଇବା ଭୁଲ ନୁହେଁ । ହେଲେ ଗଛ ଏପରି ଲଗାନ୍ତୁ ଜାହା ଆପଣ ଙ୍କ ହାନୀ କରିବ ନାହିଁ । ହେଲେ ଏମିତି କିଛି ଗଛ ରହିଛି ଜାହା ଆପଣ ମାନଙ୍କ ଘରେ ରହିଲେ ଆପଣ ମାନଙ୍କ ହାନୀ କେରେ ତେବେ ପ୍ରଥମେ ହେଲା ଖଜୁରୀ ଗଛ ।

deeats

ଏହି ଗଛ କିଛି ରାଶିର ଲୋକ ମାନଙ୍କ ପାଇଁ ଭଲ ହୋଇ ନ ଥାଏ । ଏହି ଗଛ କୁ ଘରେ ଲଗାଇଲେ ଆପଣଙ୍କ ଆପର୍ଥିକ ସମସ୍ୟା ଉପୁଜି ପାରେ । ଦ୍ୱତୀୟ ରେ ରହିଛି ବାଉଁଶ ଗଛ । ତେବେ ଏହି ବାଉଁଶ ଗଛ କୁ ଆପଣ ମାନେ ଯଦି ଘରେ ଲଗାନ୍ତି ତେବେ ଆପଣ ମାନଙ୍କର ଆର୍ଥିକ ହାନୀ ହୋଇ ଥାଏ । ଆପଣ ମାନଙ୍କ ଘରେ ନାନା ସମସ୍ୟା ଲାଗି ରହେ । ସେହି ପରି ଭାବେ ତୃତୀୟ ରେ ରହିଛି ଓଉ ଗଛ ।

detss

ଆପଣ ମାନେ ବହୁତ ସମୟରେ ଗ୍ରାମ ରେ ଏହି ଗଛ କୁ ଦେଖି ଥିବେ ତେବେ ସେମିତି ରେ ଆପଣ ମାନଙ୍କୁ କହିବୁ କି କେବେ ବି ଆପଣ ମାନେ ଏହି ଗଛ କୁ ନିଜର ଘରେ ଲଗାନ୍ତତୁ ନାହିଁ ।କାରଣ ଏହି ଗଛ ରେ ଭୂତ ପ୍ରେତ ବାସ କରିବା ସହିତ ଆପଣ ମାନଙ୍କ ଘର ଉପରେ ବହୁତ ପ୍ରଭାବ ପକେଇ ଥୀାଏ । ତେବେ ଆପଣ ମାନେ କେବେ ଘରେ ଖଟା ଫଳ ହେଉ ଥିବାର ଗଛକୁ ଲଗାନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *