ବନ୍ଧୁଗଣ ଆଜିକାଳି ପ୍ରତ୍ୟକ ବ୍ୟକ୍ତି ନିଜର ଏକ ଅଲଗା ପରିଚ୍ୟ ବନେଇବାକୁ ଚେଷ୍ଟା କରିଥାନ୍ତି।ଏହି ପରିଚୟ ତାଙ୍କୁ ତାଙ୍କ ସ୍ୱଭାବରୁ ମିଳୁ କିମ୍ବା ନିଜ କାମରୁ।ଜ୍ୟୋତିଶ ଶାସ୍ତ୍ର ଅନୁସାରେ କିଛି ଖାସ ଅକ୍ଷରର ନାମର ଲୋକ ଭାବୁକ ଓ ସଫା ମନର ହୋଇଥାନ୍ତି।ସେମାମେ କେବେ କାହାର ଖରାପ ଚିନ୍ତା କରିନଥାନ୍ତି,ଆଉ ସେ ଭିତରୁ ଯେତେ ଦୁଖୀ ହୁଅନ୍ତୁ ନାନାହିଁ ବାହାରୁ ବହୁତ ଖୁସି ଦେଖାଯାନ୍ତି।ଆଜି ଆମେ ଏଠାରେ ୬ଟି ମହିଳା ମାନଙ୍କ ବିଷୟରେ କହିବୁ ଯେଉଁମାନେ ମନରୁ ବହୁତ ସଫା ହୋଇଥାନ୍ତି ଆଉ ସର୍ବଦା ହିଁ ଲୋକମାନଙ୍କୁ ସାହାଯ୍ୟ କରିବାରେ ପ୍ରସ୍ତୁତ ଥାଆନ୍ତି।
ଏ ନାମର ଝିଅମାନେ ମନରୁ ଅଧିକ ସଫା ହେବା ସହିତ ବହୁତ ଭାଵବିହ୍ୱଳ ହୋଇଥାନ୍ତି।ନିଜର ଭାବୁକ ସ୍ଵଭାଵ ପାଇଁ ସେ ନିଜର ଲୋକଙ୍କ ଠାରୁ ଅନେକ ସମୟ ବହୁତ ଲୋକଙ୍କ ଠାରୁ ଧୋକା ଖାଇ ଥାଆନ୍ତି।ଏମାନେ ବିଶ୍ୱାସ ପାତ୍ର ହୋଇଥାନ୍ତି ଓ କାହାକୁ ଦେଇଥିବା କଥା କେବେ କାହାକୁ ଭାଙ୍ଗି ନଥାଆନ୍ତି।
ଡି ନାମର ଝିଅ ମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ଥାଏ।ଏହି ନାମର ମହିଳା ଯେଉଁ ଘରକୁ ବାହା ହୋଇ ଯାଇଥାନ୍ତି ସେ ଘରେ କେବେ ଧନର ଅଭାବ ରହିନଥାଏ।ଏମାନେ ମନରୁ ବହୁତ ସଫା ହୋଇଥାନ୍ତି,ଏମାନଙ୍କ ପାଇଁ ଯିଏ ଯେତେ ଖରାପ ଚିନ୍ତା କଲେ ମଧ୍ୟ ଏମାନେ କାହା ପାଇଁ ଖରାପ ଚିନ୍ତା କରନ୍ତି ନାହିଁ।ଲୋକମାନଙ୍କୁ ସାହାଯ୍ୟବକରିବା ପାଇଁ ଏମାନେ ଆଗରେ ରହିଥାନ୍ତି।ଏଲ ନାମର ଝିଅ,ଯେଉଁ ଝିଅ ମାନଙ୍କର ନାମ ଏଲ ଅକ୍ଷରରୁ ଆରମ୍ଭ ହୋଇଥାଏ।ସେମାନେ ସ୍ୱଭାବରେ କୋମଳ ଓ ଲାଜକୁଳୀ ହୋଇଥାନ୍ତି।ନିଜ ଜୀବନକୁ ନେଇ ଏମାନଙ୍କ ଜୀବନ ସ୍ପଷ୍ଟ ହୋଇଥାଏ ଓ ଏମାନେ ଶାନ୍ତ ପ୍ରିୟ ହୋଇଥାନ୍ତି।ଏମାନଙ୍କ ହୃଦୟ ସବୁବେଳ ପ୍ରସନ୍ନ ଥାଏ ଅଳ୍ପ ଅଳ୍ପ କଥାରେ ଖୁସି ହୋଇଯାନ୍ତି।ଏସ ନାମକ ଝିଅ ମାନେ ଏମାନଙ୍କ ମନ ବହୁତ ସଫା ହୋଇଥାଏ।ଏମାନଙ୍କ ସ୍ଵଭାଵରୁ ବହୁତ ପରିଶ୍ରମି ହୋଇଥାନ୍ତି।ଏମାନେ ନିଜ କଥା ଅନ୍ୟ କାହା ଆଗରେ କେବେ ପରି ପ୍ରକାଶ କରିବାକୁ ଭଲ ପାଆନ୍ତି ନାହିଁ ।
ଏହି ନାମର ଝିଅମାନେ ଯଦି ନିଜ କଥା ଆପଣଙ୍କ ଆଗରେ ସେୟାର କରିବାକୁ ଯାଉଛନ୍ତି ତାହେଲେ ଆପଣ ଜାଣି ନିଅନ୍ତୁ ଏମାନେ ଆପଣଙ୍କୁ ନିଜ ହୃଦୟରେ ଏକ ବିଶେଷ ସ୍ଥାନ ଦେଇଥାଆନ୍ତି।ଏମ ନାମର ଝିଅ ମାନେ ମନରୁ ବହୁତ ସଫା ମନର ହୋଇଥାନ୍ତି।ଏମାନେ ନିଜ କାରଣରୁ ଅନ୍ୟକୁ କଷ୍ଟରେ ଦେଖିବାକୁ ପସନ୍ଦ କରନ୍ତି ନାହିଁ।ଏମାନେ ସବୁବେଳେ ଗଭୀର ଚିନ୍ତାରେ ବୁଡି ରୁହନ୍ତି।ଏହା ବ୍ୟତୀତ ଏମାନେ ପ୍ରତ୍ୟକ ଛୋଟ କଥାକୁ ମନରେ ଲଗେଇଥାନ୍ତି।ପି ନାମର ଝିଅ ମାନେ ସଫା ହୃଦୟର ଝିଅ ମାନଙ୍କ ଭିତରେ ପି ଅକ୍ଷର ସାମିଲ ଅଛନ୍ତି।ଏମାନେ ମନରେ ବହୁତ ସଫା ଓ ଭାବୁକ ହୋଇଥାନ୍ତି।ଏମାନଙ୍କୁ ପରିଶ୍ରମ କରିବା ପସନ୍ଦ ହୋଇଥାଏ ଏମାନଙ୍କୁ ରାଗ ଶିଘ୍ର ଆସିଥାଏ।