ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଆପଣ ତ ଓଡ଼ିଆ ହିରୋ ଜ୍ୟୋତି ବିଷୟରେ ଜାଣିଥିବେ ତ ଓଲିଉଡ ଇଣ୍ଡଷ୍ଟ୍ରିର ହିରୋ ଜ୍ୟୋତି କୁଆଡେ ତେଲଗୁ ହିରୋଇନଙ୍କ ପ୍ରେମରେ ପଡିଯାଇଛନ୍ତି ଏମିତି ଅନେକ ଗୁଡିଏ ତଥ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ତେବେ ସେ ଝିଅ ଜଣକ କିଏ ଏବଂ କେବେ ଜ୍ୟୋତି ତାଙ୍କୁ ବିବାହ କରିବାକୁ ଯାଉଛନ୍ତି ଆଉ କଣ ରହିଛି ଏହି ସବୁ ଘଟଣା ପଛରେ ତଥ୍ୟ ଆସନ୍ତୁ ଜାଣିବା ସେହି ବିଷୟରେ।
ଏହି ଅଭିନେତା ନିଜର ଇଂଜିନିୟରିଂ କୋର୍ସ ମଧ୍ୟ ଶେଷ କରିଛନ୍ତି ତାଙ୍କର ବହୁତ ପାଠପଢ଼ାରେ ମନ ଥିଲା ଏହାଛଡା ଅଭିନୟ କରିବା ପାଇଁ ମଧ୍ୟ ବହୁତ ଇଛା ଥିଲା ଯେଉଁ କାରଣରୁ ସେ ନିଜର ଇଂଜିନିୟରିଂ ଛାଡିବା ପରେ ସେ ଓଡ଼ିଶାରେ ହିରୋ ହେଇଥିଲେ ଏବଂ ଫିଲ୍ମରେ କାମ କରୁଥିଲେ। ଚଳଚ୍ଚିତ୍ରରେ କାମ କରି ବର୍ତ୍ତମାନ ସମୟରେ ପୁରସ୍କାର ମଧ୍ୟ ପାଇଛନ୍ତି ଆଉ ସେ ଏହି ସ୍ଥାନରେ ପହଂଚିବା କ୍ଷେତ୍ରରେ ତାଙ୍କର ପରିବାରର ସଂଫୁର୍ଣ ସପୋର୍ଟ ରହିଛି ବୋଲି ଜ୍ୟୋତି ନିଜର ଇଣ୍ଟରଭିଉ ମାଧ୍ୟମରେ କହିଥିଲେ। ତାଙ୍କୁ ପଚରା ଯାଇଥିଲା କି ତାଙ୍କର ଇଞ୍ଜିନିୟରିଂ କ୍ୟାରିୟର ଭିତରେ କେହି ତାଙ୍କର ପ୍ରେମିକା ଥିଲେ ନା ନାହିଁ ଏହାର ଉତ୍ତର ଦେବାକୁ ଯାଇ ଜ୍ୟୋତି କହିଥିଲେ କି ସେ ସମୟରେ ତାଙ୍କର ସବୁ ସାଙ୍ଗ ଥିଲେ ସେ ସମୟରେ ଭଲ ପାଇ ନଥିଲେ ଆଉ ଏପରଯ୍ୟନ୍ତ ମଧ୍ୟ ସେମାନଙ୍କ ସହିତ ତାଙ୍କର ସମ୍ଫର୍କ ବହୁତ ଭଲ ରହିଛି।
ସେତେବେଳେ ତାଙ୍କୁ ବିବାହ ବାବଦରେ ବହୁ ପ୍ରଶ୍ନ ପଚରାଯାଇଥିଲା ଆଉ ଏହାର ଉତ୍ତରରେ ଜ୍ୟୋତି ପ୍ରକାଶ କରିଥିଲେ କି ସେ ନିଜର ବିବାହକୁ ନେଇ କୌଣସି ଚିନ୍ତା କରିନାହାନ୍ତି ଆଉ ସେ ବର୍ତ୍ତମାନ ସମୟରେ ନିଜର କ୍ୟାରିୟର ପଛରେ ଫୋକସ କରିଛନ୍ତି ଆଉ ଏହାପରେ ବର୍ତ୍ତମାନ ସମୟରେ ଯଦି ଆପଣମାନେ ସୋସିଆଲ ମିଡିଆରେ ଦେଖିବେ ତାହାଲେ ତାଙ୍କର ଭଲ ପାଇବା ଜୀବନକୁ ନେଇ ବେଶ ଚର୍ଚ୍ଚାର ବିଷୟ ଲାଗିଛି ଏମିତି କଥା ଉଠିବାର ଲାଗିଛି କି ସେ ଏବେ ଜଣେ ତେଲୁଗୁ ଝିଅର ପ୍ରେମରେ ପଡି ଯାଇଛନ୍ତି ଏମିତି ଚର୍ଚ୍ଚା ସୋସିଆଲ ମିଡିଆରେ ଟ୍ରେଣ୍ଡ ହେବାରେ ଲାଗିଛି। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।