dibates

ମଧୁମେହ,ରକ୍ତଚାପ,ହୃଦୟ ଜନିତ ରୋଗ,ଆଦି ସବୁ ମାତ୍ର ୩ ଦିନରେ ଭଲ ହୋଇଯିବ ।

HEALTH

ଆପଣ ୩ ଦିନ ଏହାକୁ ଅଧା ଚାମୁଚ ଗରମ ପାଣି ସହିତ ସେବନ କରିବା ଦ୍ୱାରା ଆପଣ ମାନଙ୍କୁ ସମ୍ପୂର୍ଣ୍ଣ ଜୀବନ ମଧୁମେହ,ଉଚ୍ଚରକ୍ତଚାପ, କୋଲେଷ୍ଟ୍ରୋଲ,ପେଟରୋଗ ଏବଂ ହୃଦୟ ଜନିତ ରୋଗ ହେବ ନାହିଁ।ଆଜି ଆମେ ଏଠି ଏକ ଏମିତି ଚମତ୍କାରି ଔଷଧ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ଏହି ଉପକାର ଏମିତି ଚମତ୍କାରି ଅଟେ ଆପଣ ସବୁ ପ୍ରକାରର ରୋଗକୁ ନିଜ ଶରୀରରୁ ଦୁର କରି ପାରିବେ ଓ ଆପଣ ବହୁତ ସହଜରେ ଏହାକୁ ବ୍ୟବହାର କରି ପାରିବେ।

dib

ଏହି ଔଷଧୀର ସେବନ ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧର ଶକ୍ତି ଏତେ ମାତ୍ରା ବଢିଯାଇଥାଏ।ଯାହାଫଳରେ ଆପଣଙ୍କ ଶରୀରକୁ କୌଣସି ରୋଗ ପ୍ରବେଶ କରିବା ଅସମ୍ଭବ ହୋଇଯିବ।ସାଙ୍ଗମାନେ ଏହି ଉପଚାର ହୃଦୟଜନିତ ରୋଗ,ଉଚ୍ଚ ରକ୍ତଚାପ,ମଧୁମେହ,ଆସ୍ଥାମା,କାଶ,
ଆଣ୍ଠୁ ଗଣ୍ଠି ସମସ୍ୟା ଶରୀରରେ କଷ୍ଟ କ୍ୟାନ୍ସର,କିଡ୍ନୀରେ ପଥର,ଶ୍ୱାସ ଜନିତ ସମସ୍ୟା ମୋଟାପଣ,ସ୍ମରଣ ଶକ୍ତି ବଢ଼େଇବା,ବ୍ରଣ,ଚେହେରାକୁ ସୁନ୍ଦର କରିବା,ଅର୍ସ ଓ ମଳକଣ୍ଠକ ଭଳି ଗମ୍ବିର ସମସ୍ୟା ଭଲ କରିଥାଏ।

ଏହି ସବୁ ରୋଗ ମାନଙ୍କୁ ଭଲ କରିବା ପାଇଁ ଏହା ଏକ ରାମ ବାଣ ଉପାୟ ଅଟେ।ଏହା ଆମ ଶରୀରକୁ ଯେକୌଣସି ରୋଗରୁ ମଧ୍ୟ ରକ୍ଷା କରିଥାଏ।ଆଜି ଏଠି ଏହି ମୁଖ୍ୟ ସାମଗ୍ରୀର ନାମ ଅଟେ କଳା ଜିରାର ତେଲ।ଏହି କଳା ଜିରା ଆପଣଙ୍କୁ ବଜାରରେ ବହୁତ ଶିଘ୍ର ମିଳିଯିବ କିନ୍ତୁ ଏହାର ତେଲ ମିଳିବା କଷ୍ଟ ସାଧ୍ୟ ହୋଇଥାଏ।ଏହାକୁ ଇଂରାଜିରେ ବ୍ଲାକ ସିଡ଼ ଅଏଲ କୁହାଯାଏ।ଏହାକୁ ଆପଣ ଥରେ କିଣିଲେ ଏହାକୁ ଆପଣ ୬ ମାସ ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ।

କଳା ଜିରା ତେଲରେ ଉପସ୍ଥିତ ବହୁତ ମହଜୁଦ କାରୀ ତତ୍ୱ ଯାହା ହେଉଛି ଥାଇମୋ କ୍ୟୁନୋନ ଓ ଥାଇମୋ ହାଇଡ୍ରୋ କ୍ୟୁନୋନ ବିଶେଶ ରୋଗ ପ୍ରତି ରୋଧ କାରୀ ଶକ୍ତି ଅଧିକ ଥାଏ।ଏହି ଦୁଇଟି ତତ୍ୱ ମିଶି ଆପଣଙ୍କୁ ସବୁ ପ୍ରକାରର ରୋଗ ସହିତ ଲଢ଼ିବାର ସାହାଯ୍ୟ କରେ।କାର୍ଡିଓ ଭାସ୍କୁଲାର ରୋଗ,ଆଜ୍ମା,ରକ୍ତ କର୍କଟ,ସ୍ତନ କର୍କଟ ଓ ଚର୍ମ କର୍କଟ ଭଳି ରୋଗ ଦେଖାଯାଇଥାଏ।ଏହା କୌଣସି ନୂଆ ଔଷଧ ନୁହେଁ।

kalajiraa

ଏହା ଉପରେ ବହୁତ ପ୍ରକାରର ବୈଜ୍ଞାନିକ ପରୀକ୍ଷା ପରେ ଜଣା ପଡିଛିକି ଏଥିରେ ବହୁତ ଭଲ ଔଷଧିୟ ଗୁଣ ରହି ଅଛି।୨୦୧୨ ଭିତରେ ହୋଇଥିବା ବୈଜ୍ଞାନିକ ପରୀକ୍ଷା ଅନୁସାରେ ଜଣାପଡିଛିକି ଏହି କଳାଜିରା ଆମ ଶରୀର ପାଇଁ ବହୁତ ଲାଭ ଦାୟୀ ହୋଇଥାଏ।ଏବେ ଆସନ୍ତୁ ଜାଣିବା ଏହାକୁ ବ୍ୟବହାର କରିବାର ଉପାଉ:-ଗୋଟେ ଗିଲାସ ହାଲ୍କା ଉଷୁମ ପାଣିରେ ଏହି ତେଲକୁ ନିଅନ୍ତୁ।ଏବେ ଆପଣ ଏହାକୁ ପାଣି ସହିତ ଭଲ ଭବାରେ ଗୋଳେଇ ପ୍ରତିଦିନ ସକାଳୁ ଏହାକୁ ଖାଲି ପେଟରେ ସେବନ କରନ୍ତୁ।ମାତ୍ର ୩ ଦିନ ପରେ ଆପଣଙ୍କ ଶରୀର ସମ୍ପୂର୍ଣ୍ଣ ଭବାରେ ନିରୋଗୀ ହୋଇଯିବ।

Leave a Reply

Your email address will not be published. Required fields are marked *