hanuman

ଏହି ୫ଟି ରାଶି ଉପରେ ଖୁସି ହେଲେ ହନୁମାନ,ଆଜିଠାରୁ କୋଟିପତି ହେବେ ଏହି ରାଶି |

RASIPHALA

ପ୍ରଭୁ ହନୁମାନ ଙ୍କ ଭକ୍ତମାନଙ୍କ ଉପରେ କଦାପି ସଙ୍କଟ ଆସିନଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏହି ୫ଟି ରାଶିରେ ପ୍ରଭୁ ହନୁମାନ ଙ୍କ କୃପା ଦୃଷ୍ଟି ରହିବ। ଆଧ୍ୟତ୍ମକ ଦିଗରେ ମନ ଲାଗିରହିବ । ରବିଙ୍କ ପ୍ରଭାବରେ କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମାସନ୍ତୋଷ ଲାଭ କରିବେ । କାମରେ ଅଧିକ ସମୟ ଯିବ । ବ୍ୟବସାୟରେ କଥାବାର୍ତ୍ତା ସଂଯୋମତା ରଖନ୍ତୁ; ଲାଭ ହେବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ବାଦବିବାଦ ଓ ମାଲିମକଦ୍ଦମାରେ ରାୟ ଆପଣଙ୍କ ସପକ୍ଷରେ ରହିବ । ମହିଳାମାନେ ନିଜର ଧୈର୍ଯ୍ୟ ଓ ସହନଶୀଳତା ଯୋଗୁଁ ପ୍ରଶଂସିତ ହେବେ । ପ୍ରେମ ପ୍ରସଙ୍ଗ ବେଶ ମଧୁର ରହିବ ।

hanuman

ବିଶେଷ କାର୍ଯ୍ୟ ପୂରା କରିବାରେ ଟିକେ ବିଳମ୍ବ ହୋଇପାରେ । ରାଶିରେ ରାହୁ ଓ ସପ୍ତମସ୍ଥ ଏକାଧିକ ଗ୍ରହ ହେତୁ ବିବାଦୀୟ ଘଟଣାର ସମାଧାନ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅମୀମାଂସିତ ରହିବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଅଫିସରେ ଗୁରୁତ୍ଵପୂର୍ଣ୍ଣ ଫଇସଲା ନେଇ ପାରନ୍ତି । କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଆଦେଶାନୁସାରେ ହଠାତ୍‌ ଦୂରକୁ ଯିବାକୁ ପଡ଼ିପାରେ । ଘରୋଇ ଜିନିଷ କିଣିବାରେ ପଇସା ଅଧିକ ଖର୍ଚ୍ଚ ହେବ । ବିବାହିତାଙ୍କୁ ପାରିବାରିକ ଖୁସି ମିଳିବ । ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ମହିଳାମାନେ ବ୍ୟବସାୟରେ ପ୍ରଚୁର ଲାଭ କରିବେ ଓ ରାଜନୀତିରେ କୃତକାର୍ଯ୍ୟ ହେବେ ।

ନୂଆ କାମଧନ୍ଦା ସମ୍ବନ୍ଧରେ ବିଚାର କରିବା ଲାଗି ଦିନଟି ଭଲ । ରବିଙ୍କ ଶୁଭ ସଂସ୍ଥିତିରୁ କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରି କେତେକାଂଶରେ ଆଶ୍ୱସ୍ତି ଅନୁଭବ କରିବେ । ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ । ଆଜି ଅଫିସିରେ କୌଣସି ସହକର୍ମୀମାନଙ୍କ ସହ ଉଚ୍ଚବାଚ ଘଟିପାରେ । ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି ହେବ । ବୈବାହିକ ଜୀବନରେ ମଧୁରତା ଆସିବ ।ତେବେ ଏହି ଭାଗ୍ୟଶାଳୀ ୫ଟି ରାଶି ହେଉଛନ୍ତି ମକର ରାଶି,ସିଂହ ରାଶି,ମିଥୁନ ରାଶି,କୁମ୍ଭ ରାଶି,ତୁଳାରାଶି। ବଜରଙ୍ଗ ବଳୀ ଙ୍କୁ ପ୍ରତିଦିନ ସ୍ମରଣ କରି ନିଜ କାର୍ଯ୍ୟ ଆରମ୍ଭ କରନ୍ତୁ।ଜୟ ହନୁମାନ।

hanumann2

ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *