godd

ସ୍ୱପ୍ନରେ ଭଗବାନଙ୍କୁ ଦେଖିବାର ଅର୍ଥ ଜାଣନ୍ତୁ କିଛି ଖାସ୍ କଥା।

FACT

ବନ୍ଧୁଗଣ ଆପଣମାନେ ସମସ୍ତେ ପ୍ରାୟତଃ ସ୍ବପ୍ନ ଦେଖିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ଦେଖିଥିବା ସ୍ୱପ୍ନର ବିଭିନ୍ନ ପ୍ରକାରର ଅର୍ଥ ଥାଏ । ଆମେ ଦେଖିଥିବା ସ୍ବପ୍ନ ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ । ଆମେ ସାଧାରଣତଃ ରାତିରେ ଶୋଇଲା ବେଳେ ଯେଉଁ ସ୍ବପ୍ନ ଦେଖିଥାଉ । ସକାଳୁ ଉଠି ସେହି ସ୍ବପ୍ନ ବିଷୟରେ ପରିବାର ଲୋକଙ୍କ ସହିତ ବା ବନ୍ଧୁ ମାନଙ୍କ ସହିତ ସେୟାର କରିଥାଉ ।କିନ୍ତୁ କିଛି ଏମିତି ସ୍ବପ୍ନ ଆଜି ଯାହାକୁ ଆମକୁ କାହାକୁ ମଧ୍ୟ କହିବା ଉଚିତ ନୁହେଁ । ଏମିତି କରିବା ଦ୍ୱାରା ଆମେ ବହୁତ ସମସ୍ୟା କୁ ସାମ୍ନା କରିଥାଉ । ଯଦି ଆପଣ ସ୍ୱପ୍ନରେ ଭଗବାନ ଙ୍କୁ ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ଏହା ବହୁତ ଶୁଭ ଅଟେ । ଏହାର ଅର୍ଥ ଭଗବାନ ଆପଣଙ୍କ ସହିତ ସବୁବେଳେ ରହୁଛନ୍ତି । ଆଊ କିଛି ସଙ୍କେତ ମଧ୍ୟ ଦେଇଥାନ୍ତି । ଏମିତି ସ୍ବପ୍ନ ବିଷୟରେ କାହାକୁ କହିବା ଦ୍ଵାରା ଏହାର ଶୁଭ ଫଳ ନଷ୍ଟ ହୋଇଯାଇଥାଏ ଏବଂ ଭଗବାନଙ୍କ କୃପାରୁ ଆପଣ ବଞ୍ଚିତ ହୋଇଥାନ୍ତି ।

dream

ତେଣୁ ଆପଣ ଯଦି ଭଗବାନଙ୍କୁ ସ୍ୱପ୍ନରେ ଦେଖୁଛନ୍ତି ତେବେ ଏହାକୁ ଯାହା ଆଗରେ ମଧ୍ୟ କୁହନ୍ତୁ ନାହିଁ । ଆଜି ଆମେ ଜାଣିବା ସ୍ୱପ୍ନରେ କେଉଁ ଭଗବାନଙ୍କୁ ଦେଖିବାର କଣ ଅର୍ଥ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ।ମାତା ଲକ୍ଷ୍ମୀ ମାତା ଲକ୍ଷ୍ମୀ ସେହି ମାନଙ୍କୁ ସ୍ୱପ୍ନରେ ଦେଖା ଦେଇଥାନ୍ତି ଯେଉଁ ମାନଙ୍କୁ ବହୁତ ପରିମାଣର ଅର୍ଥ ଲାଭ ହେବାକୁ ଯାଉଥାଏ ।ଶ୍ରୀ ଗଣେଶ ଯଦି ଆପଣଙ୍କ ସ୍ୱପ୍ନରେ ଶ୍ରୀ ଗଣେଶ ଆସୁଛନ୍ତି ତେବେ ଏହା ଜାଣିନିଅନ୍ତୁ କି ଆପଣଙ୍କ ଜୀବନ ଖୁବ ଶୀଘ୍ର ବଦଳିବାକୁ ଯାଉଛି । ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଛି ।

dreamm

ଭଗବାନ ଶିବ ଯଦି ଆପଣଙ୍କ ସ୍ୱପ୍ନରେ ଭଗବାନ ଶିବ ଦେଖାଯାଆନ୍ତି ତେବେ ଆପଣ ଏହା ନିଶ୍ଚିନ୍ତ ହୋଇଯାନ୍ତୁ କି ଆପଣଙ୍କ ଜୀବନରେ କେହି ଖାସ ଲୋକ ଆସିବାକୁ ଯାଉଛନ୍ତି । ଯିଏ ଆପଣଙ୍କ ଜୀବନରେ ଖୁସି ନେଇକି ଆସିବ ।ଭଗବାନ ହନୁମାନ ଯଦି ସ୍ୱପ୍ନରେ ଭଗବାନ ହନୁମାନ ଙ୍କୁ ଦେଖୁଛନ୍ତି ତେବେ ଯାଣିନିଅନ୍ତୁ କି ଭଗବାନ ଆପଣଙ୍କୁ ଆପଣଙ୍କ ଶତ୍ରୁ ଠାରୁ ସତର୍କ କରିବାକୁ ଚାହୁଁଛନ୍ତି ।ଭଗବାନ ଶନି ଦେବ ଯଦି ଆପଣଙ୍କ ସ୍ୱପ୍ନରେ ଶନିଦେବ ଦେଖା ଦେଉଛନ୍ତି ତେବେ ଏହା ନିଶ୍ଚିନ୍ତ ହୋଇଯାଆନ୍ତୁ କି ଆପଣଙ୍କ ଉପରେ କୌଣସି ବଡ଼ ସଙ୍କଟ ମାଡି ଆସୁଛି । ତେଣୁ ଏଥି ପ୍ରତି ସତର୍କ ରହିବେ ।

Leave a Reply

Your email address will not be published. Required fields are marked *