plyers

ଅଷ୍ଟ୍ରେଲିଆରେ ଭାରତକୁ ଜିତାଇଥିବା ଖେଳାଳି ଙ୍କୁ ଦାମୀ ଉପହାର ଦେବେ ମହିନ୍ଦ୍ରା କମ୍ପାନୀ ମାଲିକ |

NEWS

ହେଲୋ ହାଏ , ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ଭାରତ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଛି।ଏହି ନୂଆ ଯୁବ ପ୍ଲେୟର ମାନେ ଭାରତ ପାଇଁ ବହୁତ କଷ୍ଟ କରିଥିଲେ। ଆକ୍ରମକ ବଲ ରେ ଆଘାତ ହୋଇ ମଧ୍ୟ ସେମାନେ ଲଢ଼ିଥିଲେ ଏବଂ ଫିଲଡ଼ ରେ ଛିଡା ହୋଇ ରହିଥିଲେ। ତାପରେ ଟିମ ଇଣ୍ଡିଆ କୁ ବିଜୟୀ କରାଇଥିଲେ। ଆପଣମାନେ ମହିନ୍ଦ୍ର କାର କମ୍ପାନୀ ମାଲିକ ଆନନ୍ଦ ମହିନ୍ଦ୍ର ଙ୍କୁ ତ ନିଶ୍ଚିତ ଜାଣିଥିବେ। ସେ ଏହି ନୂଆ ଖେଳାଳି ମାନଙ୍କ ଉପରେ ଖୁସି ହୋଇଯାଇଛନ୍ତି।

mehenddra

ଖେଳାଳିଙ୍କ ଏଭଳି ଶାନଦାର ପ୍ରଦର୍ଶନ ପରେ ଆନନ୍ଦ ମହିନ୍ଦ୍ରା ସେମାନଙ୍କ ଲାଗି ଉପହାର ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆ ବିରୋଧରେ ନିଜ ପଦାର୍ପଣ ମ୍ୟାଚ୍ ଖେଳିଥିବା ୬ ଜଣ ଖେଳାଳିଙ୍କୁ ମହିନ୍ଦ୍ରା ଥାର ଶୁଭ୍ ଭେଟିବେ ବୋଲ ଆନନ୍ଦ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହି ୬ଜଣ ଖେଳାଲି ହେଲେ ମହମ୍ମଦ ସିରାଜ, ଶର୍ଦୁଲ ଠାକୁର, ଟି. ନଟରାଜନ, ୱାଶିଂଟନ୍ ସୁନ୍ଦର, ଶୁଭମ ଗିଲ, ନବଦୀବ ସେନୀ।ସୂଚନାଯୋଗ୍ୟ, ଏହା ପ୍ରଥମଥର ନୁହେଁ ଯେତେବେଳେ ଆନନ୍ଦ ମହିନ୍ଦ୍ର ଖେଳାଳିଙ୍କୁ ଉପହାର ଦେଉଛନ୍ତି। ଏହାପୂର୍ବରୁ ମଧ୍ୟ ମନବୋଳ ବଢ଼ାଇବା ପାଇଁ ସେ ଅନେକ ଖେଳାଳିଙ୍କୁ ଉପହାର ଦେଇଛନ୍ତି।

mehendra

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ |

Leave a Reply

Your email address will not be published. Required fields are marked *