dalimba

ସୁନା ଠାରୁ ମଧ୍ୟ ମୂଲ୍ୟବାନ ଅଟେ ଡାଲିମ୍ବ ଚୋପା, ଏହାର ଉପକାର ଜାଣିଲେ ଆଶ୍ଚର୍ଯ୍ୟହେବେ ଆପଣ। |

HEALTH

ହେଲୋ ହାଏ , ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଆମେ ସାଧାରଣତଃ ଫଳ ଖାଇସାରିବା ପରେ ଏହାର ଚୋପା ଫିଙ୍ଗି ଦେଇଥାଉ। ମାତ୍ର ସେଥିରେ  ଔଷଧୀୟ ଗୁଣ ଭରି ରହିଥାଏ। ଏହି ଯେମିତି ଡାଳିମ୍ବ । ଡାଳିମ୍ବ ଚୋପା ଖାଇଲେ ଅର୍ଶ, ଅନିୟମିତ ଋତୁସ୍ରାବ ଏବଂ ପେଟ ଦରଜ ପରି ସମସ୍ୟା ଦୂର ହୋଇଥାଏ।

00000

ଅର୍ଶ : ଡାଳିମ୍ବ ଚୋପାକୁ ଶୁଖାଇ ଏହାକୁ ଗୁଣ୍ଡ କରି ଚାମୁଚେ ପାଣିରେ ମିଶାଇ ପିଇଲେ ଅର୍ଶରୋଗ ଭଲ ହୋଇଥାଏ। ୪ ଭାଗ ଡାଳିମ୍ବ ଚୋପା ଗୁଣ୍ଡରେ ୮ ଭାଗ ଗୁଡ଼ ମିଶାଇ ଗୁଳା କରନ୍ତୁ। ଏହି ଗୁଳାକୁ ନିୟମିତ ଭାବରେ କିଛିଦିନ ଖାଆନ୍ତୁ। ଅର୍ଶରୋଗରୁ ମୁକ୍ତି ପାଇବେ।

ଅନିୟମିତ ଋତୁସ୍ରାବ : ଯେଉଁ ମହିଳାଙ୍କର ଋତୁସ୍ରାବରେ ଅନିୟମିତତା ଦେଖାଦେଉଥିବ ସେମାନେ ଡାଳିମ୍ବ ଚୋପାକୁ ଶୁଖାଇ ଏହାର ଗୁଣ୍ଡକୁ ପାଣିରେ ମିଶାଇ ସେବନ କଲେ ଲାଭ ମିଳିଥାଏ। ଋତୁସ୍ରାବ ଜନିତ ହେଉଥିବା ପେଟ ଦରଜ ମଧ୍ୟ କମିଥାଏ। ଡାଳିମ୍ବ ଚୋପାର ଗୁଣ୍ଡକୁ ଦହି ସହ ମିଶାଇ ମୁଣ୍ଡରେ ଲଗାଇଲେ କେଶ ନରମ ହେବା ସହ ଚମକ ଆସିଥାଏ।

1111

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ |

Leave a Reply

Your email address will not be published. Required fields are marked *