ହେଲୋ ହାଏ , ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ଆଲକୋହଲ ର ସେବନ ଦ୍ୱାରା ହାନୀକାରିକ ପ୍ରମାଣ ହେଉଛି।କିନ୍ତୁ କେହି ଜାଣିନାହାନ୍ତି କିପରି ଆଲକୋହଲ ଆପଣଙ୍କର କ୍ଷତି କରୁଛି।ଏଥିରେ ଯକୃତ ସହ ଶରୀର ର ବାକି ସବୁ ଅଙ୍ଗ ର ମଧ୍ୟ ସାମିଲ ଅଛନ୍ତି ଯାହା ଉପରେ ଏହାର ଖରାପ ପ୍ରଭାବ ପଡିଥାଏ। ଆଜି ଆମେ ଆପଣଙ୍କୁ କହିବୁ କି କିପରି ଏହା ଶରୀର ର ଅନ୍ୟ ଅଂଶ ଉପରେ ପ୍ରଭାବ ପଡେ ଏବଂ କେଉଁ ରୋଗ ଦେଇପାରେ।
ପାଚନ ତନ୍ତ୍ର ଉପରେ ପ୍ରଭାବ :- ଆଲକୋହଲ ପିଇବା ଦ୍ୱାରା ପାଚନ ତନ୍ତ୍ର ପୁରା ଖରାପ ହୋଇଯାଏ।ଏହାକୁ ପିଇବା ଦ୍ୱାରା ଆପଣ ଙ୍କ ପାନକ୍ରିଆଜ ଉପରେ ମଧ୍ୟ ବହୁତ ପ୍ରଭାବ ପଡେ।ଯକୃତ ବା ପାନକ୍ରିଆଜ ଦ୍ୱାରା ପାଚନ କରୁଥିବା ଏଞ୍ଜାଇମ ଗୁଡିକୁ ଆଲକୋହଲ ମାରି ଦିଏ।
ଡାଇରିଆ ଓ ଛାତି ପୋଡିବା :-ଏହାକୁ ପିଇବା ଦ୍ୱାରା ପାଚନ କ୍ରିୟା ରେ ମଧ୍ୟ ପ୍ରଭାବ ପଡେ।ଏହାକୁ ଚଡି ଈଂଟୱେଷ୍ଟଇନ କୋଲନ ରେ ମଧ୍ୟ କ୍ଷତି ହୁଏ। ଆଲକୋହଲ ଅନ୍ତ ଓ କୋଲନ ଠୁ ହୋଇ ଯାଉଥିବା ଖାଦ୍ୟ ଉପରେ ମଧ୍ୟ ପ୍ରଭାବ ପକାଏ ।
ଯକୃତ ର କ୍ଷତି :- ଯକୃତ ଏକ ଏମିତି ଅଙ୍ଗ ଯାହା ବର୍ଜ୍ୟ ବସ୍ତୁ କୁ ବାହାର କରିଥାଏ। ଆଲକୋହଲ ପିଇବା ଦ୍ୱାରା ସେଥିରେ ଅସୁବିଧା ହୁଏ।ଅଧିକ ଆଲକୋହଲ ଦ୍ୱାରା ଯକୃତ ଫୁଲି ଯାଏ। ଏଥିପାଇ ଯକୃତ ଠିକ ଭାବେ କାମ କରିବା ବାଣ୍ଡ କରିଦିଏ।ଯେବେ ଶରୀର ରୁ କୌଣସି ପ୍ରକାର ର ବର୍ଜ୍ୟ ବସ୍ତୁ ବାହାରି ନଥାଏ ତେବେ ଆପଣ ଙ୍କୁ ସମସ୍ୟା ହୋଇଥାଏ।
ମସ୍ତିସ୍କ ଉପରେ ପ୍ରଭାବ :- ଆଲକୋହଲ କୁ ଗୋଟେ ଢ଼ୋକ ପିଇବା ଦ୍ୱାରା ତାହା ୩୦ ସେକେଣ୍ଡ ମଧ୍ୟରେ ଆପଣାଙ୍କ ମୁଣ୍ଡ କୁ ଚାଲିଯାଏ।ମୁଣ୍ଡ କୁ ଗଲା ପାରିବ ସେହି କୋଷିକା ମାନଙ୍କୁ ପ୍ରଭାବ ପକାଏ ଯାହା ଖବର ନେବା ଆଣିବାରେ ସାହାଯ୍ୟ କରେ। ଏହା ସହ ମାନସିକ ପରିସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଏ। ଭାବିବା ଶକ୍ତି ମଧ୍ୟ କମି ଯାଏ।
ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।