armi

ଭାରତୀୟ ସେନାରେ ନିଯୁକ୍ତିପାଇବାର ବଡ଼ ସୁଯୋଗ, +୨ ପାସ ଶୀଘ୍ର କରନ୍ତୁ ଆବେଦନ |

NEWS

ହେଲୋ ହାଏ , ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,+2 ପାସ୍ କରିଛନ୍ତି କି ? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ସ୍ଥଳ ସେନାରେ ଅଫିସର ପଦବୀ ପାଇଁ ନିଯୁକ୍ତି ପତ୍ର ଜାରି ହୋଇଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ୧ ଫେବ୍ରୁଆରୀରୁ ଆପ୍ଲାଏ କରିପାରିବେ। ଅଧିକ ବିବରଣୀ joinindianarmy.nic.in କୁ ଯାଇ ନୋଟିଫିକେସନରୁ ଅଧିକ ବିବରଣୀ ଜାଣିପାରିବେ। ଖୁବଶୀଘ୍ର ଭର୍ତ୍ତି ପାଇଁ ପରୀକ୍ଷା ଏବଂ ନୋଟିଫଇକେସନ ଜାରି ହେବ।

armiii

ଟେକ୍ନିକାଲ ନିଯୁକ୍ତି ପାଇଁ ଯୁକ୍ତ ୨ ବିଜ୍ଞାନ ପାସ୍ କରିଥିବା ବେଳେ କେବଳ ଅବିବାହିତ ଯୁବକ ଆବେଦନ କରିପାରିବେ। ଏହାସହିତ ମାନ୍ଯତାପ୍ରାପ୍ତ ବୋର୍ଡ, ସ୍କୁଲରୁ ସର୍ବନିମ୍ନ ୭୦ ପ୍ରତିଶତ ଅଙ୍କ ସହିତ ଫିଜିକ୍ସ, କମେଷ୍ଟ୍ରି ଏବଂ ଗଣିତରେ ୧୨ଶ ପାସ୍ କରିଥିବା ଆବଶ୍ଯକ। ଇଣ୍ଟରମିଡିଏଟ ବିଜ୍ଞାନ ବିଷୟ ସହିତ ପାସ୍ ଏବଂ ଅବିବାହିତ ପ୍ରାର୍ଥୀ ନିଜର ଆବେଦନ ଅନଲାଇନ ମାଧ୍ୟମରେ ଆପ୍ଲାଏ କରିପାରିବେ।

ଚୟନ ପ୍ରାର୍ଥୀଙ୍କ ଟ୍ରେନିଂର ଅବଧି ୫ ବର୍ଷ ରହିବ। ଏହି ସମୟରେ ବର୍ଷେ ପାଇଁ ମିଲିଟାରୀ ଟ୍ରେନିଂ ଏବଂ ୪ ବର୍ଷ ପର୍ଯ୍ଯନ୍ତ ଟେକ୍ନିକାଲ ଟ୍ରେନିଂକୁ ସଫଳତା ପୂର୍ବକ ପାସ୍ କରିବାକୁ ହେବ। ବେସିକ ମିଲିଟାରୀ ଟ୍ରେନିଂ ଅଫିସର୍ସ ଟ୍ରେନିଂ ଏକାଡେମୀରେ ଦିଆଯିବ। ସେହିପରି ୪ ବର୍ଷ ଟେକ୍ନିକାଲ ଟ୍ରେନିଂ ଦୁଇଟି ପର୍ଯ୍ଯାୟରେ ହେବ। ପ୍ରଥମେ ବର୍ଷ ପ୍ରି କମିଶନ ଟ୍ରେନିଂ, ଯାହା ତିନି ବର୍ଷ ଯାଏଁ ଚାଲିବ, ତା’ରେ ପୋଷ୍ଟ କମିଶନ ଟ୍ରେନିଂ ଏକବର୍ଷ ପର୍ଯ୍ଯନ୍ତ ହେବ।

indiaa

ଶେଷ ପର୍ଯ୍ଯାୟ ପରୀକ୍ଷା ପାସ୍ କରିବା ପରେ ସେମାନଙ୍କୁ ଇଂଜିନିୟରିଂ ଡିଗ୍ରୀ ପ୍ରଦାନ କରାଯିବ। ଏହାଛଡା ଟ୍ରେନିଂର ଚାରି ବର୍ଷ ସଫଳତାପୂର୍ବକ ପୂର୍ଣ୍ଣ କରିବା ପରେ ସେନା ଲେଫିନାଣ୍ଟ ରାଙ୍କରେ ସ୍ଥାୟୀ କମିଶନ ମିଳିବ। ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *