md

ଶରୀର ପାଇଁ ଘାତକ ସାଜିପାରେ ଗର୍ଭନିରୋଧକ ବଟିକା ସତର୍କ ହେଇ ଯାନ୍ତୁ ।

NEWS

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଖୁବ୍ କମ୍ ଲୋକ ହିଁ ଜାଣିଛନ୍ତି କି ଦୁନିଆର ୧୦ କୋଟିରୁ ଅଧିକ ଯୁବତୀ ଗର୍ଭନିରୋଧକ ବଟିକାର ବ୍ୟବହାର କରନ୍ତି ଯେଉଁଥିରୁ ୧ କୋଟି ଭାରତର ଗର୍ଭ ନିରୋଧକ ବଟିକାକୁ ନେଇ ଅନେକଙ୍କ ମନରେ ଅନେକ ପ୍ରଶ୍ନ ଉଠେ ଅଧିକ ଲୋକ ଏହା ବି ଜାଣିନଥାନ୍ତି କି ଏହି ବଟିକା ଦେହ ପାଇଁ ଲାଭ ଦାୟକ ହୋଇଥାଏ ନା ହାନିକାରକ । ତେବେ ଆପଣ ଯଦି ଭାବୁଛନ୍ତି ଯେ ଏହି ବଟିକା ଖାଇଲେ କିଛି ଅସୁବିଧା ହୋଇନଥାଏ ତେବେ ଏହା ଆପଣଙ୍କ ଭୁଲଧାରଣା ଆଜି ଆମେ ଆପଣଙ୍କୁ ଏଭଳି ୪ ଟି କଥା କହିବାକୁ ଯାଉଛୁ ଯାହା ଏହି ବଟିକା ଖାଇବା ଦ୍ୱାରା ଶରୀର ଭୋଗିଥାଏ।

ବନ୍ଧୁଗଣ ଓଜନ ପାଇଁ ଯେଉଁ ଯୁବତୀମାନେ ଲଗାତାର ଗର୍ଭନିରୋଧକ ବଟିକାର ସେବନ କରିଥାନ୍ତି ସେମାନଙ୍କ ଓଜନ ସାଧାରଣ ଠାରୁ ଅଧିକ ବଢିଯାଏ । ବେଳେବେଳେ ଓଜନ ଏତେ ଅଧିକ ବଢିଯାଏ ଯେ ଯୁବତୀଙ୍କୁ ଅନେକ ରୋଗର ଶିକାର ହେବାକୁ ପଡେ ତେଣୁ ଡାକ୍ତରଙ୍କ ଅନୁମତି ବିନା ଏହି ବଟିକାକୁ ଖାଇବାର ଭୁଲ୍ କରନ୍ତୁ ନାହିଁ ।ରକ୍ତର ଅଶୁଦ୍ଧତା ପାଇଁ ଗର୍ଭନିରୋଧକ ବଟିକାର ଲଗାତାର ସେବନ ରକ୍ତର ଅଶୁଦ୍ଧତାର ବି ଏକ ବଡ କାରଣ ହୋଇଥାଏ । ଯଦି କୌଣସି ଯୁବତୀଙ୍କ ରକ୍ତରେ ଅଶୁଦ୍ଧତା ଦେଖାଦିଏ ତେବେ ଅଳ୍ପ କ୍ଷତ ହେବା କ୍ଷଣି ଅଧିକ ରକ୍ତ ବୋହିବା ଭଳି ଅସୁବିଧା ଦେଖାଦିଏ ।

ରୋଗପ୍ରତିରୋଧକ କ୍ଷମତା ଗର୍ଭନିରୋଧକ ବଟିକାର ଆଉ ଏକ ଖରାପ ଗୁଣ ହେଉଛି ଏହାକୁ ଯେତେ ଅଧିକ ବ୍ୟବହାର କରିବେ ଶରୀରରେ ରୋଗପ୍ରତିରୋଧକ ଶକ୍ତି କମିଯାଏ ଇମ୍ୟୁନିଟି ସିଷ୍ଟମ କମିଯିବା ପରେ ମହିଳାଙ୍କୁ ଅଧିକ ରୋଗ ମଧ୍ୟ ହୋଇଥାଏ ଏବଂ ଏହି ରୋଗ ଶୀଘ୍ର ମଧ୍ୟ ଠିକ୍ ହୋଇନଥାଏ। ତାପରେ ଛୁଆ ଜନ୍ମ କରିବା କ୍ଷମତା କମିଯିବା ଗର୍ଭନିରୋଧକ ବଟିକାର ଅଧିକ ସେବନ କରିବାଦ୍ୱାରା ମୁଣ୍ଡବ୍ୟଥା ଏବଂ ଥକ୍କାପଣ ଭଳି ସମସ୍ୟା ଦେଖାଯାଏ ବେଳେବେଳେ ସମସ୍ୟା ଏତେ ବଢିଯାଏ ଯେ ବନ୍ଧ୍ୟାପଣରେ ମଧ୍ୟ ଆକ୍ରାନ୍ତ ହେବାକୁ ପଡେ। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *