jaala

କେଉଁ କାରଣରୁ ବା କେଉଁ ଭୁଲରୁ ଜାଆଁଳା ସନ୍ତାନ ଜନ୍ମ ହୋଇଥାନ୍ତି।

HEALTH

ନମସ୍କାର,ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ।ଆଜି ଆମେ ଏକ ଗୁରୁତ୍ୱ ପୁର୍ଣ୍ଣ ତଥ୍ୟ ବିଷୟରେ ଜାଣିବା,ଏପରି କିଛି ଭୁଲ ପାଇଁ ଜନ୍ମ ହୋଇଥାନ୍ତି ଯାଆଁଳା ଛୁଆ।ଆପଣ ମାନେ କେଉଁଠି ନା କେଉଁଠି ଆପଣଙ୍କ ଆଖ ପାଖରେ ଜାଆଁଳା ଛୁଆଙ୍କୁ ଦେଖି ଥିବେ।ସାଧାରଣତଃ ଜାଆଁଳା ଛୁଆ ଜନ୍ମ ହେବା ସ୍ବଭାବିକ ହୋଇଗଲାଣି ଏହି ଜାଆଁଳା ପିଲା କେତେକ।କ୍ଷେତ୍ରରେ ଦେଖିବାକୁ ଏକାଭଳି ହୋଇଥିବା ସମୟରେ,ଆଉ କେତେକ କ୍ଷେତ୍ରରେ ଭିନ୍ନ ଭିନ୍ନ ପ୍ରକାରର ଯାଆଁଳା ପିଲା ଦେଖିବାକୁ ମିଳନ୍ତି କନ୍ତୁ ଆମେ ମାନେ ଜାଣିଛୁ ଆପଣଙ୍କ ଭିତରୁ ପ୍ରାୟ କେହି ଜାଣିନଥିବେ ଏ ଜାଆଁଳା ପିଲା କିପରି ଜନ୍ମ ହୋଇଥାନ୍ତି।

babyy

ଗର୍ଭବତୀ ମହିଳା ମାନେ ଗର୍ଭ ଧାରଣ ପୂର୍ବରୁ ଓ ଗର୍ଭଧାରଣ ସମୟରେ ଏପରି କିଛି ଭୁଲ କରିଥାନ୍ତି ଜାହାଫଳରେ ତାଙ୍କର ଏହି ଜାଆଁଳା ଛୁଆ ହୋଇଥାଏ।ଏବେ ଆସନ୍ତୁ ବିସ୍ତାରରେ ଜାଣିବା ସେ କାରଣ ସବୁ ଗୁଡିକ ବିଷୟରେ।ଆମ ଗାଁ ଗହଳି ମାନଙ୍କରେ ମାନ୍ୟତା ରହିଛିକି ଯଦି କୌଣସି ମହିଳା ଗର୍ଭବତୀ ସମୟରେ ବା ଗର୍ଭବତୀ ପୂର୍ବରୁ କୌଣସି ଜାଆଁଳା ଫଳ ଖାଇ ଦେଇଥାନ୍ତିତ ତେବେ ସେମାନେ ଜାଆଁଳା ସନ୍ତାନ ଜନ୍ମ ହୋଇଥାନ୍ତି।

୧.ଯେଉଁ ମହିଳା ମାନେ ଗୋଟେ ନିର୍ଦ୍ଧିଷ୍ଟ ମାତ୍ରରୁ ଅଧିକ ଗର୍ଭ ନିରୋଧକ ବଟିକା ସେବନ କରିଥାନ୍ତି କିମ୍ବା ଗର୍ଭପାତ କରାଇଥାଆନ୍ତି ତାପରେ ବିଜ୍ଞାନର ଆକଳନ ଅନୁସାରେ ଏମାନଙ୍କର ଜାଆଁଳା ସନ୍ତାନ ଜନ୍ମ ହେବା ବହୁତ ସ୍ୱାଭାବିକ ହୋଇଥାଏ।ଏହାର କାରଣ ହେଲା ଗର୍ଭନିରୋଧକ ବଟିକା ଅଧିକା ସେବନ କରିବା ଦ୍ୱାରା ସେମାନଙ୍କ ଶରୀରରେ ହଳିକାଲ ସିମୋ ଲାଇଟିଙ୍ଗ ହରମୋନର ମାତ୍ର କମିଯାଇଥାଏ।ଯାହାଫଳରେ ଶୁକ୍ରାଣୁର ଦ୍ୱିତୀୟ ଅଣ୍ଡୋକୋଶ ତିଆରି ହୋଇଥାଏ।ଯାହାଫଳରେ ତାଙ୍କ ପାଖରେ ଯାଆଁଳା ସନ୍ତାନର ଉତ୍ତ୍ପତି ହୋଇଥାଏ।

୨.ଦ୍ଵିତୀୟରେ ଯଦି କୌଣସି ମହିଳାର ପରିବାରରେ ବା ବଂସରେ ତାଙ୍କର ଜାଆଁଳା ସନ୍ତାନ ଜନ୍ମ ହୋଇଥାଏ।ତେବେ ସେମାନଙ୍କ ଠାରେ ମଧ୍ୟ ଜାଆଁଳା ସନ୍ତାନ ହେବାର ସମ୍ଭାବନା ଥାଏ।ଆଉ ଏହା ବୈଜ୍ଞାନିକ ମାନଙ୍କ ତୁଳନାରେ ଗୋଟେ ଜିନ ଜନିତ ସମସ୍ୟା ହୋଇପାରେ।

୩.ଯେଉଁ ମହିଳାମାନେ ଅଧିକ ମାତ୍ରାରେ ଆମିଷ ଆଦିର ସେବନ କରିଥାନ୍ତି।ସେମାନେ ମୋଟା ହେବା ସହିତ ତାଙ୍କର ଉଚ୍ଚତା ଅଧିକ ହୋଇଥାଏ।ଏପରି କ୍ଷେତ୍ରରେ ଜାଆଁଳା ପିଲା ହେବାର ଅଧିକ ସମ୍ଭାବନା ରହିଥାଏ କାରଣ ଏମାନଙ୍କ ହରମୋନରେ ଅଧିକାଂଶ ପରିବର୍ତ୍ତନ ଦେଖିବାକୁ ମିଳିଥାଏ।

୪.ଯେଉଁ ମହିଳା ପୂର୍ବରୁ ୨-୩ ଟି ସନ୍ତାନ ଜନ୍ମ କରିସାରିଛନ୍ତି।ସେମାନଙ୍କ କ୍ଷେତ୍ରରେ ମଧ୍ୟ ଜାଆଁଳା ସନ୍ତାନ ହେବାର ସମ୍ଭାବନା ହୋଇଥାଏ କାରଣ ସେମାନଙ୍କ ଶରିରରେ ଅଣ୍ଡୋକୋଶ ନିର୍ମାଣ ହେବାର କ୍ଷମତା ବଢି ଯାଇଥାଏ ଓ ଏହା ସୁରକ୍ଷିତ ମଧ୍ୟ ରହିଥାଏ ତେଣୁ ଏମାନଙ୍କ ପାଖରେ ଜାଆଁଳା ସନ୍ତାନ ଜନ୍ମ ହୋଇଥାଏ।

୫.ଜାଆଁଳା ସନ୍ତାନ ଜନ୍ମ ହେବାରେ ସବୁଠାରୁ ଗୁରୁତ୍ୱ ପୁର୍ଣ୍ଣ ସ୍ଥାନ ଗ୍ରହଣ କରିଥାଏ ସେଠାକାର ସ୍ଥାନ ଆମ ଦୁନିଆରେ ସବୁଠାରୁ ଜାଆଁଳା ସନ୍ତାନ ଆଫ୍ରିକାରେ ଦେଖାଯାଏ।ଯାହାର କାରଣ ସେଠାକାର ଜଳବାୟୁ ଓ ବତାଵରଣ ହୋଇଥାଏ।ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।

 

Leave a Reply

Your email address will not be published. Required fields are marked *