kiddny

ଜାଣନ୍ତୁ କିଡ଼ନୀ ଫେଲ ହେବାର ଏଗାରଟି ଲକ୍ଷଣ।

HEALTH

ବନ୍ଧୁଗଣ ଆଜି କାଲି ର ବ୍ୟସ୍ତ ବହୁଳତା ସମୟ ରେ ଲୋକ ମାନଙ୍କ ପାଖରେ ସଠିକ୍ ଭାବେ ଖାଦ୍ୟ ଖାଇବା ପାଇଁ ସମୟ ନାହିଁ ଏବଂ ସେହିଥି ପାଇଁ ସେମାନେ ବହୁତ ସମୟ ରେ ଫାର୍ଷ୍ଟ ଫୁଡ୍ ର ବ୍ୟବହାର କରି ଥାନ୍ତି । କେବଳ ସେହିଥି ପାଇଁ ପୃଥିବୀ ରେ ବହୁତ ଲୋକ ମାନଙ୍କ ମଧ୍ୟ ରେ ଏହି କିଡ୍ନୀ ରୋଗ ଘର କରି ବସିଛି । ତେବେ ସେହି ପରି କ୍ଷେତ୍ର ଏହା ଆମ ଦେହ ରେ ଅନେକ ବଡ ବଡ ସମସ୍ୟା କରି ଥାଏ । ଯେପରି କି କିଡ୍ନୀ ଫେଲ୍ ହେବା । ଏମିକି ବେଳେ ଏହି ରୋଗ କୁ ଆପଣ ମାନଙ୍କୁ ପ୍ରଥମ ରୁ ହିଁ ଚିହ୍ନିବା ଆବଶ୍ୟକ ହୋଇ ଥାଏ ଆମେ ଆଜି ଏଠାରେ ଆପଣ ମାନଙ୍କୁ ଏହି ରୋଗ ଆସିବା ପୂର୍ବ ରୁ ଆସୁ ଥିବା ଲକ୍ଷଣ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ ।ପ୍ରଥମ ଟି ହେଲା ହାତ ଗୋଡ ର ଗଣ୍ଠୀ ଫଉଲିବା ।

kiddddny

ଆମ ଦେହ ରେ ଥିବା ରକ୍ତ କୁ କିଡ୍ନୀ ସବୁ ସମୟ ରେ ପରିସ୍କାର କରି ଚାଲି ଥାଏ । ଏବଂ ସେହି ସବୁ କ୍ଷେତ୍ର ରେ ଆମ ଦେହ ମଧ୍ୟ ରେ ରହି ଥିବା ଅଦରକାରୀ ପଦାର୍ଥକୁ ମଳ ମୂତ୍ର ସାହାଯ୍ୟ ରେ ବାହାର କରି ଦେଇ ଥାଏ । ହେଲେ ଯେତେ ବେଳେ କିଡ୍ନୀ ରୋଗ ହୋଇ ଥାଏ ତାହା ଆଉ ବାହାର କରି ନ ଥାଏ । ତେବେ ସେହି ପରି ବେଳେ ସେହି ସବୁ ଜାଇ ଆମର ଆଣ୍ଠୁ ଗଣ୍ଠି ରେ ବା ଗୋଡ ରେ ହାତ ରେ ଜମିବା ପାଇଁ ଲାଗେ ଏବଂ ଫୁଲି ଜାଇ ଥାଏ ।ଦ୍ୱୀତୀୟ ରେ ବାରମ୍ବାର ପରିଶ୍ରା ଲାଗିବା ଏବଂ ପରିଶ୍ରା ଗାଢ ହେବା ।ଯଦି ଆପଣ ମାନଙ୍କୁ ବହୁତ ସମୟ ରେ ପରିଶ୍ରା ଲାଗି ଥାଏ କିନ୍ତୁ ପରିସ୍ରା ହୋଇ ନ ଥାଏ । ତେବେ ଜାଣି ନିଅନ୍ତୁ ଆପଣଙ୍କ କିଡ୍ନୀ ଖରାପ୍ ହୋଇଛି । ଏବଂ ସେମିତି ରେ ଯଧି ଆପଣଙ୍କ ପରିଶ୍ରାର ରଙ୍ଗ ହଳଦିଆ ଦେଖଆ ଯାଏ ସବୁ ବେଳେ ତେବେ ବି ଜାଣି ନିଅନ୍ତୁ ଆପଣଙ୍କ କିଡ୍ନୀ ଖରାପ୍ ହୋଇଛି ।

kiddnny

ତୃତୀୟ ରେ ପରିଶ୍ରା ରେ ରକ୍ତ ପଡିବା ବା ଫେଣ ହେବା। ଯଦି ଆପଣ ମାନେ କେବେ ମାର୍କ କରୁଛନ୍ତି କି ପରିଶ୍ରା କରିବା ସମୟ ରେ ଆପଣ ମାନଙ୍କ ପରିଶ୍ରା ରେ ରକ୍ତ ପଡୁଛି ବା ଫେଣ ହେଉଛି । ତେବେ ବି ଆପଣ ମାନଙ୍କ କିଡ୍ନୀ ରେ କିଛି ସମସ୍ୟା ହୋଈଛି ବୋଲି ଜାଣନ୍ତୁ । ସେମିତି ଅନ୍ୟ ପ୍ରକାର ଲକ୍ଷଣ ହେଲା ସବୁ ବେଳେ ତଳି ପେଟ ବ୍ୟଥା କରିବା , ପାଟି ଗ୍ୟାସ୍ କରିବା , ଏବଂ ଯଦି ଆପଣଙ୍କୁ ଗରମ ଦିନେ ଶୀତ ଲାଗେ ତେବେ ଏହା କିଡ୍ନୀ ଖରାପ୍ ହେବାର ଲକ୍ଷଣ ।

Leave a Reply

Your email address will not be published. Required fields are marked *