ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ।ବନ୍ଧୁଗଣ ଶୀତଦିନ ଆସିଲେ ଅନେକଙ୍କର ଗୋଡ଼ ହାତ ଫାଟିଥାଏ। ବିଶେଷ କରି ଗୋଡ଼ ଫାଟୁଥିବା ଲୋକେ ଚାଲିବା ବୁଲିବାରେ ଅସୁବିଧା ଭୋଗ କରନ୍ତି।
ଏହାସହ ଗୋଡ଼ ମଧ୍ୟ ଅସୁନ୍ଦର ଦେଖାଦିଏ। ହେଲେ ଘରୋଇ ଉପଚାର ମାଧ୍ୟମରେ ସହଜରେ ଏହାଠାରୁ ଦୂରେଇ ରହିହେବ।ଦେଶୀ ଗୁଆଘିଅ ସହ ଲୁଣ ମିଶାଇ ଫଟା ଗୋଡ଼ରେ ଲଗାଇଲେ ଏହା ଠିକ୍ ହୋଇଥାଏ।ଅମୃତଭଣ୍ଡା ଚୋପାକୁ ଛଡାଇ ଏହାକୁ ଶୁଖାଇବା ପରେ ଗୁଣ୍ଡ କରିଦିଅନ୍ତୁ। ପରେ ଏହି ଗୁଣ୍ଡକୁ ଗ୍ଲିସରିନ୍ ସହ ମିଶାଇ ଗୋଡ଼ ଫଟାରେ ଲଗାଇଲେ ଆରାମ ମିଳିଥାଏ।
କଅଁଳ ଆମ୍ବପତ୍ରର ରସ ବା କ୍ଷୀରକୁ ଫଟା ଗୋଡ଼ରେ ଲଗାଇଲେ ଏହା ଭଲ ହୋଇଥାଏ।କଞ୍ଚା ପିଆଜକୁ ବାଟି ଫଟା ଗୋଡ଼ରେ ବାନ୍ଧିଲେ ଏହା ଠିକ୍ ହେବା ସହ ଗୋଡ଼ର ଚର୍ମ କୋମଳ ଓ ସୁନ୍ଦର ହୋଇଥାଏ ।।ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ।