basi

ସକାଳେ ବାସି ମୁହଁରେ ପାଣି ପିଇଲେ ,ଶରୀରରେ କଣ ହୋଇଥାଏ ଜାଣନ୍ତୁ ।

HEALTH

ବନ୍ଧୁଗଣ ଜଳ ହିଁ ଜୀବନ ଆମ ଜୀବନରେ ଜଳର ବହୁତ ଉପକାରିତା ଅଛି ଜୀବନ ବଞ୍ଚାଇବା ପାଇଁ ଜଳ ଆମ ଶରୀର ପାଇଁ ବହୁତ ଆବଶ୍ୟକ ହୋଇଥାଏ ଏହି ଜଳକୁ ସକାଳେ ବସି ମୁହଁ ରେ ଖାଲି ପେଟ ରେ ପାଣି ପିଇଲେ, କଣ ସବୁ ଉପକାର ହୁଏ, ଆସନ୍ତୁ ଜାଣିବା ଓ ବସି ମୁହଁ ରେ ପାଣି ପିଇଲେ କଣ ହୁଏ ଜାଣିବା lପ୍ରଥମେ ଜଳ କୁ ସକାଳେ ଖାଲି ପେଟ ରେ 2 ଗ୍ଲାସ ପିଇଲେ ଆମ ଶରୀର ପାଇଁ ବହୁତ ଉପକାରୀ l ପାଣି ପିଇବା ଦ୍ୱାରା ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ l ସଠିକ ପରିମାଣରେ ପାଣି ପିଇଲେ, ଆମେ ଅନେକ ରୋଗ ଦାଉରୁ ରକ୍ଷା ପାଇପାରିବା ପାଣି ଆମ ଶରୀରକୁ ଠିକ ରଖିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ l

watter

ଦ୍ଵିତୀୟରେ ରାତି ରେ ଶୋଇବା ପୂର୍ବ ରୁ 1 ଗ୍ଲାସ ପାଣି ପିଇଲେ ଜାଣିବେ କଣ ସବୁ ସୁବିଧା ହୋଇଥାଏ l ପାଣି ପିଇଲେ, ଆମ ପାଚନ ତନ୍ତ୍ର ପାଇଁ ଭଲ କାରକ ହୋଇଥାଏ, ଯେତେବେଳେ ଆମେ ପାଣି ପିଇ ଥାନ୍ତି, ସେତେବେଳେ ଏହା ବହୁତ ସହଜରେ ଇଣ୍ଟେନଷ୍ଟାଇନକୁ ଯାଇ ପେଟର କାନ୍ଥରେ ପଡିଥାଏ l ଏଥିଦ୍ୱାରା ପେଟର ସାଇଡ଼କୁ ଓ ତାହାର ପାଖ ପାଖି ଅଙ୍ଗକୁ ପାଖକୁ ପଠାଇଥାଏଯଦି ଶରୀର ରେ ବ୍ଲଡ଼ ପ୍ରେସର ଅଧିକ ଥାଏ ତେବେ ଆପଣ ନିଶ୍ଚୟ ଗାଧିବl ପୂର୍ଵ ରୁ 1 ଗ୍ଲାସ ପାଣି ନିଶ୍ଚୟ ପିଅନ୍ତୁ ଆପଣ ଙ୍କର ଏହି ରୋଗ କମି ଯାଇ ଥାଏ lତୃତୀୟରେ ସଂଧ୍ୟା ସମୟ ରେ ଆପଣ ନିଶ୍ଚୟ ଜଳଖିଆ କରିବା ପୂର୍ଵ ରୁ 2 ଗ୍ଲାସ ପାଣି ପିଅନ୍ତୁ l

drinkingg

ଏହା ଦ୍ୱାରା ମଧ୍ୟ କିଡ଼ନୀ ରୋଗ ମଧ୍ୟ ହୋଇଥାଏ କିଡ଼ନୀର କାମ ହେଉଛି,ପାଣିକୁ ଛାଣିବା, ଯେତେବେଳେ ଆପଣ ଠିଆ ହୋଇ ପାଣି ପିଅନ୍ତି ତାହା ଠିକ ଭାବରେ ଛାଣି ନାହୋଇ ରହି ଯାଇଥାଏ ଏମିତି ହେବା ଦ୍ୱାରା ଆପଣଙ୍କ ମୂତ୍ରଶୟରେ ଏବଂ ରକ୍ତରେ ଜମା ହୋଇ ଯାଇଥାଏ lଚର୍ତୁଥରେ ଏହା ବ୍ୟତୀତ ଆପଣ ଟେନସନ ରେ ଥିବା ବେଳେ ପାଣି ପିଇବା ଦ୍ୱାରା ଆମକୁ ସମସ୍ୟା ଭଳି ରୋଗ ରୁ ମୁକ୍ତି ହୋଇ ଥାଉ ହୋଇଥାଏ l ତାହା ସହିତ ଛାତି ଓ ହୃଦୟରେ ମଧ୍ୟ ଜ୍ୱଳନ ଅନୁଭବ ଦୂର କରି ଥାଏ ବାସୀ ମୁହଁ ରେ ପାଣି ପିଇବା ଦ୍ୱାରା ମଧ୍ୟ ହାଇଦ୍ରୋସିନ ମଧ୍ୟ ସାମ୍ନା କରିବାକୁ ପଡିଥାଏ ଏହା ଛାଡ ଆହୁରି ଅନେକ ରୋଗକୁ ମଧ୍ୟ ଆମ କୁ ଅନେକ ରୋଗ ରୁ ମୁକ୍ତ ମିଳି ଥାଏ l

Leave a Reply

Your email address will not be published. Required fields are marked *