chuma

କେବଳ ମହିଳା ମାନଙ୍କୁ ଚୁମା ଦେଇ ଏ ବାବା ଦେଉଥିଲେ ଆଶୀର୍ବାଦ।

NEWS

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଆମ ଭାରତ ବିଭିନ୍ନ ପ୍ରକାର ବାବା ମାନଙ୍କ ଦ୍ୱାରା ପରିପୁର୍ଣ୍ଣ ଥାଆନ୍ତି ସେମାନଙ୍କ ମଧ୍ୟରୁ ଜଣେ ଭଲ ହେଲେ ଆଉ ୯ ଜଣ ହୋଇଥିବେ ଭଣ୍ଡ।ତାହେଲେ ଆପଣ ଜାଣିଥିବେ ଜଣେ ଥିଲେ କ୍ରାଇମ ବାବା ଯିଏ କାନ୍ଦି କାନ୍ଦି ନିଜ ଦୁଃଖ ଭଗବାନଙ୍କ ଆଗରେ ଜଣାନ୍ତି ଓ ତାପରେ ଭଗବାନ କାଳେ ନିଜ ଦୁଃଖ ବିଷୟରେ ଜଣାନ୍ତି ଓ ତାପରେ ଭଗବାନ ତାଙ୍କ କଥା ଶୁଣି ନିଅନ୍ତି।ଆଉ ଜଣେ ଥିଲେ ବାବା ରାମ ରହିମ ଯିଏ ଗୁମ୍ପା ଭିତରେ ଯାଇ ଲୋକମାନଙ୍କୁ ଜ୍ଞାନ ଦେଉଥିଲେ।ଆମ ଦେଶରେ ଦିନକୁ ଦିନ ଏମିତି ନୂଆ ବାବା ସୃଷ୍ଟି ହୁଅନ୍ତି ଓ ଧରା ପଡି ଯାଆନ୍ତି।ତାପରେ ନୂଆ ନାମ ନୂଆ ବେଶ ଭୁଷାରେ ଆସନ୍ତି ଲୋକମାନଙ୍କୁ ଭଣ୍ଡେଇବା ପାଇଁ।

ଆଜି ଆମେ ଜଣେ ଏମିତି ବାବାଙ୍କ ବିଷୟରେ କହିବାକୁ ଯାଉଛୁ ଜାହାବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ଆପଣ ତାଙ୍କ ଉପଚାର ବିଧି ଶୁଣିଲା ମାତ୍ରେ ଆପଣଙ୍କ ଇଛା ହେବ ତାଙ୍କୁ ଦେଖିବାକୁ।ଅନ୍ୟ ମାନଙ୍କ ଠାରୁ ତାଙ୍କ ଉପଚାର ବିଧି କିଛି ଅଲଗା ଅଟେ।ଯାହା ବିଷୟରେ ଆପଣ ଜାଣିଲେ ଆପଣ ନିଶ୍ଚିନ୍ତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ଆଜି ଆସନ୍ତୁ ଜାଣିବା କିଏ ସେ ବାବା ଓ କିପରି କରୁଛନ୍ତି ଉପଚାର ଯାହାଫଳରେ ଲୋକ ମାନଙ୍କର ସବୁ ଦୁଃଖ ଓ କଷ୍ଟ ଦୁର ହୋଇଯାଉଛି।ଏହି ଘଟଣାଟି ହେଉଛି ଗୋହାଟୀର ଏଠି ଜଣେ ବାବା ବାହାରିଛନ୍ତି, ଆପଣ ତାଙ୍କ କାର୍ଯ୍ୟ କଳାପ ଦେଖିଲେ ତାଙ୍କୁ ନିଶ୍ଚିନ୍ତ କହିବେ ଏ ହେଉଛନ୍ତି ଜଣେ ଚମତ୍କାରି ବାବା ବୋଲି।ଏ ଯେଉଁ ପଦ୍ଧତିରେ ସମସ୍ତଙ୍କ ଉପଚାର କରୁଛନ୍ତି ସେ ପଦ୍ଧତି ଆପଣ ସମସ୍ତଙ୍କୁ ଆସେ।ସେ ବାବାଙ୍କ ନାମ ହେଉଛି ଚୁମା ବାବା।

baba

ଏ ବାବା ଜଣକ ଆପଣଙ୍କୁ ଚୁମ୍ବନ ଦେଇ ଆପଣଙ୍କ ସବୁ ଦୁଃଖ କଷ୍ଟ ଲାଘବ କରି ନେବେ।ତାଙ୍କ ପାଖକୁ ଆସୁଥିବା ମହିଳା ଓ ପୁରୁଷ ମାନଙ୍କୁ ସେ ଆଲିଙ୍ଗନ କରନ୍ତି ଓ ସମସ୍ତଙ୍କ ଆଗରେ ମହିଳା ମାନଙ୍କୁ ଚୁମ୍ବନ ଦିଅନ୍ତି ଯାହାଫଳରେ ଆସିଥିବା ମହିଲର ସବୁ ଦୁଃଖ ଓ କଷ୍ଟ ଦୁର ହୋଇଯାଏ।ଏହା ପଡ଼ିଲା ପରେ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ତଥାପି ଆପଣଙ୍କୁ ବିଶ୍ୱାସ କରିବାକୁ ପଡିବ କାରଣ ଏହି ପଦ୍ଧତି ଦ୍ୱାରା ବହୁତ ମହିଳା ଓ ପୁରୁଷ ଉପକୃତ ହୁଅନ୍ତି।

ଏହା ଯଦି ସତ ତାହେଲେ ଆମେ ପିଲାବେଳେ ଯେତେବେଳେ ଅଳି ଅର୍ଦ୍ଧଳି କରୁ ଆମ ବାପା ମା ଆମକୁ ଚୂମ୍ଭନ ଦେଇ ଦିଅନ୍ତେ ଓ ସବୁ ଠିକ ହୋଇଯାନ୍ତା।ତାଙ୍କ ଭିତରୁ କେତେକ ବାବାଙ୍କ ଗୁମର ଫିଟେଇ ବାକୁ ପ୍ରୟାସ କଲେ ତାପରେ ସବୁ ଧରା ପଡିଲା ଓ ତାଙ୍କୁ ଜେଲକୁ ଅଣା ଗଲା ତାଙ୍କୁ ପଚାରିଲା ପରେ ସେ କହିଥିଲେ ତାଙ୍କୁ ଏ ଭଳି ଚିକିତ୍ସା କରିବାର ପ୍ରଣାଳୀ ଵିଷ୍ଣୁ ଭଗବାନ ଦେଇ ଛନ୍ତି।ତାପରେ ତାଙ୍କୁ ଜେଲ ହୋଇଗଲା।ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *