sani_dev

ଶନିଦେବଙ୍କ କୃପାରୁ ଆଜିଠାରୁ ଚମକିବ ଏହି ୩ଟି ରାଶିର ଭାଗ୍ୟ,ହେବାକୁ ଯାଉଛନ୍ତି ଧନବାନ |

RASIPHALA

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେଵ ମହାରାଜ ଏହି ୩ଟି ରାଶି ଉପରେ ଆଜିଠାରୁ ଶୁଭ ଦୃଷ୍ଟି ପକାଇବାକୁ ଯାଉଛନ୍ତି। ଏହି ୩ଟି ରାଶି ଅହେତୁକ ସଫଳତା ପ୍ରାପ୍ତି କରିବାକୁ ଯାଉଛନ୍ତି। ମେଷ ରାଶି ; ଆପଣଙ୍କୁ ସଫଳତା ମିଳିବାର ବହୁମାତ୍ରାରେ ସଙ୍କେତ ଅଛି । ଧନାଧିପତିଙ୍କ ସ୍ଵଗୃହ ସଂସ୍ଥାନରେ ଥିବା ଯୋଗୁଁ ଅର୍ଥନୈତିକ ଉତ୍କର୍ଷତା ମୁହଁରେ ହସ ଫୁଟାଇବ । କିନ୍ତୁ ଏମିତି କେତେକ କାମ ରହିଛି ଯାହାକି ମନ ଚାହୁଁଥିଲେ ମଧ୍ୟ ଆପଣ ଅସମର୍ଥ ହୋଇପଡ଼ିବେ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ଭଲ ରହିବ । ନୂତନ କାର୍ଯ୍ୟାଆରମ୍ଭ କରିବାରେ ସକାଶେ ମନୋବଳାଇବେ ଓ ଉପକୃପା ମଧ୍ୟ ହେବେ । ଅଫିସର ସହକର୍ମୀଙ୍କ ମଧ୍ୟରେ ସ୍ନେହା ଆଦର ବୃଦ୍ଧି ପାଇବ । ପାରିବାରିକ ସୌଖ୍ୟ ସାଙ୍ଗକୁ ପୁତ୍ରକନ୍ୟାଙ୍କ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ ।

sanii

ଧନୁ ରାଶି ; ସାକରାତ୍ମତା ବିଚାର ମନୋଭାବ ନେଇ କାର୍ଯ୍ୟ କରନ୍ତୁ । ରାଶିରେ ରାହୁ ଓ ଚନ୍ଦ୍ରଙ୍କ ସଂଯୋଗ ଆପଣଙ୍କ ଚିନ୍ତାଧାରାକୁ ବଦଳାଇ ଦେଇପାରେ । ତଥାପି ସ୍ତ୍ରୀଙ୍କ ଅନୁପ୍ରେରଣା, ପଡ଼ୋଶୀଙ୍କ ପ୍ରତ୍ୟକ୍ଷ ସହଯୋଗ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ସାହାଯ୍ୟ କରିବ । ପରୋକ୍ଷ ଶତ୍ରୁତା ଯୋଗୁଁ ବ୍ୟବସାୟରେ ବିଭିନ୍ନ ପ୍ରକାର ପ୍ରତିବାନ୍ଧକ ଦେଖାଦେବ । ପୂର୍ବ ଯୋଜନା ଅନୁଯାୟୀ କର୍ମରେ ନିଯୁକ୍ତ ହେଲେ ସଫଳତା ପାଇପାରିବେ । ପରିଭ୍ରମଣ, ନୂତନ ସ୍ଥାନ ପରିଦର୍ଶନ ସୁଯୋଗ ପାଇବେ । ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ସମ୍ୟକ ବିବ୍ରତ ହୋଇପାରନ୍ତି । କ୍ରୋଧ, ଉତ୍ତେଜନା ଉପରେ ନିଜର ନିୟନ୍ତ୍ରଣ ରଖନ୍ତୁ । ପରିବାରରେ ପାରସ୍ପରିକ ଦୋଷ ଦୁର୍ବଳତାର ଆଲୋଚନାକରି ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି ।

କୁମ୍ଭ ରାଶି ; କାର୍ଯ୍ୟରେ ସଫଳତା ହାସଲ କରିବେ । ବୁଧଙ୍କ ସୁପ୍ରଭାବ ରବିଙ୍କ ସଙ୍ଗତ୍ୱରୁ ନଷ୍ଟହେବା ଯୋଗୁ ଆର୍ଥିକ ଦୁରବସ୍ଥା ସୃଷ୍ଟି ହେବ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ନେଇପାରନ୍ତି । କର୍ମକ୍ଷେତ୍ରରେ ଉଚ୍ଚ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରି ଗଠନମୂଳକ କିମ୍ବା ସାମୂହିକ କାମରେ ନିଜର ପତିଆରା ଜାହିର୍‌ କରିପାରିବେ । ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ ଏବଂ ସାମାଜିକ ପ୍ରତିଷ୍ଠା ମଧ୍ୟ ଅକ୍ଷୁଣ୍ଣ ରହିବ । ପର କଥାରେ ସର୍ବନାଶ, ତେଣୁ କାନକୁହା କଥା ଶୁଣି ପରିବାର ସଦସ୍ୟଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖନ୍ତୁ ନାହିଁ । ଅନ୍ୟର ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇପାରନ୍ତି । ବ୍ୟବସାୟ ରେ ଅଧିକ ରୋଜଗାରର ସୁଯୋଗ ପାଇବେ।

ଆମେ ଆପଣଙ୍କ ପାଇଁ ଏମିତି ରାଶିଫଳ ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *