22c

ଆଜି ଏତେ ଶସ୍ତା ହୋଇଗଲା ସୁନା ,ଆଜିର ମୂଲ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ।

NEWS

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ସୁନା-ରୂପା ଦାମରେ ଆଜି ବଡ ହ୍ରାସ ଦେଖିବାକୁ ମିଳିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଆଜି ସକାଳେ ସୁନାର ଫେବୃୟାରୀ ଫ୍ୟୁଚଚର ଟ୍ରେଡ୍ ୨୯୭.୦୦ ଟଙ୍କା ହ୍ରାସ ସହିତ ୪୮,୮୪୬ ଟଙ୍କା ସ୍ତରରେ ଟ୍ରେଣ୍ଡ ହେଉଥିଲା । ଏହା ବ୍ୟତୀତ ରୂପାର ମାର୍ଚ୍ଚ ଫ୍ୟୁଚର ଟ୍ରେଡ୍ ୪୦୫.୦୦ ଟଙ୍କା ହ୍ରାସ ସହିତ ୬୬,୧୩୦ ଟଙ୍କା ସ୍ତରରେ ଟ୍ରେଣ୍ଡ ହେଉଥିଲା । ଆସନ୍ତୁ ଜାଣିବା ଆଜିର ସୁନା-ରୂପା ଦାମ |

ଆଜିର ସୁନାଦର ; ୨୨ କ୍ୟାରେଟ୍ ଗୋଲ୍ଡ- ୪୮୦୯୦ ଟଙ୍କା, ୨୪ କ୍ୟାରେଟ୍ ଗୋଲ୍ଡ- ୫୨୪୬୦ ଟଙ୍କା, ସିଲଭର୍ ପ୍ରାଇସ୍- ୬୬୫୦୦ ଟଙ୍କା

ଅନ୍ତର୍ଜାତୀୟ ମାର୍କେଟରେ ସୁନା ଦାମ୍ କଥା କହିବା ତ ଆଜି ଏଠାରେ ମଧ୍ୟ ସୁନା ଦାମ୍ ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା । ଆମେରିକାରେ ସୁନା ବ୍ୟବସାୟ ୭.୭୧ ଡଲାର ହ୍ରାସ ସହିତ ୧,୮୪୬.୨୦ ଡଲାର୍ ପ୍ରତି ଆଉନ୍ସ ରେଟରେ ରହିଥିଲା । ଏହା ବ୍ୟତୀତ ରୂପା ୦.୧୩ ଡଲାର ହ୍ରାସ ସହିତ ୨୫.୩୩ ଡଲାର୍ ଲେବଲରେ କାରବାର କରୁଥିଲା ।

gold

ଆପଣଙ୍କୁ କହିରଖୁଛୁ ୨୦୨୧ରେ ସୁନା ଦାମରେ ତୀବ୍ରତା ଦେଖିବାକୁ ମିଳିପାରେ । ଚଳିତବର୍ଷ ସୁନା ଦାମ୍ ୬୩୦୦୦ ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ୟନ୍ତ ପହଞ୍ଚିପାରେ । ଏଚଡିଏଫସି ସିକ୍ୟେରିଟିଜର ସିନିୟର ଆନାଲିଷ୍ଟ ତପନ ପଟେଲଙ୍କ ଅନୁସାରେ ୨୦୨୧ରେ ସୁନା ଦାମ ବଢିପାରେ ।ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *