sdsd

ଏହି ରାଶିରେ ପ୍ରବେଶ କଲେ ରବି ଏବଂ ଶୁକ୍ର, କୋଟିପତି ହେବାକୁ ଯାଉଛନ୍ତି ଏହି ୩ଟି ରାଶି

RASIPHALA

ଜ୍ୟୋତିଷ ଶାସ୍ତ୍ରରେ ଚଳିତ ବର୍ଷ ଫେବ୍ରୁଆରୀ ମାସ ବହୁତ ମହତ୍ତ୍ୱପୂର୍ଣ୍ଣ ଭାବେ ଜଣାଯାଏ । ଫେବ୍ରୁଆରୀରେ ଆଉ ଏକ ମକର ରାଶିରେ ସପ୍ତ ଗ୍ରହ ଯୋଗ ହେବ । ୩ଟି ଅନ୍ୟ ପ୍ରମୁଖ ଗ୍ରହ ମଧ୍ୟ ନିଜର ଗତି ପରିବର୍ତ୍ତନ କରିବେ। ଗ୍ରହଙ୍କର ଏହି ରାଶି ପରିବର୍ତ୍ତନର ସବୁ ରାଶିଙ୍କ ଉପରେ କିଛି ପ୍ରଭାବ ନିଶ୍ଚୟ ପଡ଼ିବ। ଜ୍ୟୋତିଷ ଗଣନା ଅନୁସାରେ , ଫେବ୍ରୁଆରୀରେ ସୂର୍ଯ୍ୟ, ଶୁକ୍ର ଓ ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ  ହେବାକୁ ଯାଉଛି । ଜାଣନ୍ତୁ କେଉଁ ଗ୍ରହଙ୍କର ଫେବ୍ରୁଆରୀରେ ହେବ ରାଶି ପରିବର୍ତ୍ତନ।

sukrra

୧୨ ଫେବ୍ରୁଆରୀ ରାତି ୯ଟା୩ ମିନିଟ୍‌ରେ ସୂର୍ଯ୍ୟ ନିଜର ରାଶି ପରିବର୍ତ୍ତନ କରିବେ । ସୂର୍ଯ୍ୟ ଏହି ଦିନ ମକର ରାଶିରେ ନିଜର ଯାତ୍ରା ପୂରା କରିବେ। ଏହି ଦିନ ସୂର୍ଯ୍ୟ ମକର ରାଶିରେ ନିଜର ଯାତ୍ରା ପୂରା କରିବା ପରେ କୁମ୍ଭ ରାଶିରେ ପ୍ରବେଶ କରିବେ । କୁମ୍ଭ ରାଶିର ଲୋକଙ୍କୁ ଏହି ଚଳନର ବିଶେଷ ପ୍ରଭାବ ପଡ଼ିବ। ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁସାରେ , ସୂର୍ଯ୍ୟଦେବଙ୍କର କୃପାରୁ ରୋକି ହୋଇଥିବା  କାର୍ଯ୍ୟ ପୁରା ହେବ ।

sukrraa

ଶୁକ୍ର ଗ୍ରହ ୨୧ ଫେବ୍ରୁଆରୀ  ୨୦୨୧ ସକାଳ ୨ଟା ୧୨ ମିନିଟ୍‌ରେ ମକର ରାଶିରୁ ବାହାରି  କୁମ୍ଭ ରାଶିରେ ପ୍ରବେଶ କରିବେ । ଶୁକ୍ରର ଏହି ଚଳନ  କୁମ୍ଭ ରାଶିର ବ୍ୟକ୍ତିଙ୍କୁ ଶୁଭ ଫଳ ପ୍ରଦାନ କରିବ ।  ଏହି ସମୟରେ  କୁମ୍ଭ ରାଶିର ଲୋକଙ୍କର ନୂଆ ଅବସର ଓ ଧନ ପ୍ରାପ୍ତିର ଯୋଗ ମଧ୍ୟ ରହିବ।୨୨ଫେବ୍ରୁଆରୀରେ ମଙ୍ଗଳ ଗ୍ରହ ରାଶି ପରିବର୍ତ୍ତନ କରିବ। ମଙ୍ଗଳ ଗ୍ରହ ସକାଳ ୫ଟା ୨ମିନିଟ୍‌ରେ ମେଷ ରାଶିରୁ ବୃଷଭ ରାଶିରେ ପ୍ରବେଶ କରିବ । ବୃଷଭ ରାଶିରେ ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନରେ ଅନେକ ରାଶିଙ୍କୁ ଶୁଭ  ଫଳ ପ୍ରାପ୍ତି ହେବ। ଏହି ସମୟରେ ଧନ ଲାଭର ଯୋଗ ମଧ୍ୟ ହୋଇପାରେ।   ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ଶତୃମାନେ ଦୁର୍ବଳ ହେବେ ଏବଂ ଆୟ ସହଜ ହେବ । ଦୂରଯାତ୍ରାରେ ଧନଲାଭ ହେବା ଫଳରେ ନୂତନ ସମ୍ପତି କ୍ରୟ କରିବାର ସମ୍ଭାବନା ଅଛି । ସାମାଜିକ ଉତ୍ସବରେ ଯୋଗ ଦେବେ । ପାରିବାରିକ କ୍ଷେତ୍ରରେ ନୂଆ ସମ୍ପର୍କ ସୃଷ୍ଟି ହେବା ଫଳରେ ଅଧାଥିବା କାର୍ଯ୍ୟ ପୂରଣ ହେବ ଓ ଗୃହରେ ମାଙ୍ଗଳିକ କାର୍ଯ୍ୟର ଆୟୋଜନ କରି ପାରନ୍ତି । ରାଜନୀତି କାର୍ଯ୍ୟରେ ପରିଶ୍ରମ ଦ୍ଵାରା ବାଧାବିଘ୍ନ କମ୍ ହେବ ଓ ସଫଳତା ମିଳିବ । ତେବେ ଏହିସବୁ ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି ମେଷ ରାଶି,ମିଥୁନ ରାଶି, ଧନୁ ରାଶି ଏବଂ କୁମ୍ଭ ରାଶି। ମାଆ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି।ମେଷ ବୃଷ ମକର ରାଶି ର ବ୍ୟକ୍ତି ମାନଙ୍କୁ ଶୁଭଫଳ ମିଳିବାକୁ ଯାଉଛି।

ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *