noraa

ଟଙ୍କା ପାଇଁ ଏମିତି କାମ କରିବେ ବଲିଉଡ ଷ୍ଟାର ନୋରା ଫତେହି,ଜାଣିଲେ ହେବେ ଆଶ୍ଚର୍ଯ୍ୟ |

NEWS

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଅଭିନେତ୍ରୀ ଏବଂ ବଲିଉଡ ଆଇଟମ ଅଲବମ ଡ୍ୟାନ୍ସର ନୋରା ଫତେହି ଙ୍କୁ ତ ଆପଣ ନିହାତି ଜାଣିଥିବେ। ଅନେକ ସମୟରେ ନୋରା ଚର୍ଚ୍ଚାର ଘେରା ରେ ରହିଥାନ୍ତି। ନିଜ ଅଣ୍ଟା ହଲା ନାଚ ରେ ସେ ଅନେକ ଦର୍ଶକ ଙ୍କ ମନ କୁ ମତ୍ୱଆଲା କରିଥାନ୍ତି। ସେ ବଲିଉଡରେ ଜଣେ ସଫଳ ଡ୍ୟାନ୍ସର ଏବଂ ଅଭିନେତ୍ରୀ ମଧ୍ୟ ହୋଇସାରିଛନ୍ତି। ବାସ୍ତବରେ ନୋରା ଙ୍କର ଘର ସାଉଦି ଆରବ ରେ ଅଟେ।

nora

ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିସାରିଥିବା ନୋରା ଫତେହି ନିଜର ଡ୍ୟାନ୍ସ ପାଇଁ ବେଶ୍ ପରିଚିତ।ଏବେ ଏହି ଅଭିନେତ୍ରୀ ଲକ୍ଷେ ଦିଲ କି ଧଡ୍‌କନ୍ ପାଲଟି ଯାଇଛନ୍ତି । ନିଜର ଫ୍ୟାଶନ ସେନ୍ସ ଓ ଡ୍ୟାନ୍ସକୁ ଦେଖି ମତୁଆଲା ହେଉଛନ୍ତି ଯୁବବର୍ଗ । ସୋସିଆଲ ମିଡିଆରେ ତାଙ୍କର ମିଲିୟନ ଫଲୋୟର୍ସ । ଏବେ ସେ ଏକ ମ୍ୟୁଜିକ ଭିଡିଓରେ ଦେଖାଦେବାକୁ ଯାଉଛନ୍ତି । ଏହାର ଫାଷ୍ଟଲୁକ୍ ଏବେ ସାମ୍ନାକୁ ଆସିଛି । ଏହାର ଟ୍ରାକ୍ ହେଉଛି ‘ଛୋଡ ଦେଙ୍ଗେ’ ଏଥିରେ ନୋରାଙ୍କ ଦେଶୀ ଅବତାର ଦେଖିବାକୁ ମିଳିଛି । ନୋରା ହିଁ ଏହାର ଫାଷ୍ଟ ଲୁକ୍ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଯେଉଁଥିରେ ସେ ଏକ ‘ବନଜାରନ’ ଭାବେ ନଜର ଆସୁଛନ୍ତି ।

nori

ଖୋଲା ଲମ୍ବା କେଶ ସାଙ୍ଗକୁ ଲେହେଙ୍ଗାରେ ଆହୁରି ସୁନ୍ଦର ଲାଗୁଛନ୍ତି ନୋରା । ମୋଶନ ପୋଷ୍ଟରେ ତାଙ୍କର ଲୁକ୍ସ ପ୍ରଶଂସକଙ୍କୁ ଦିୱାନା କରିଛି । ଏହି ପୋଷ୍ଟର ଶେୟାର କରି ନୋରା ଲେଖିଛନ୍ତି ‘ବଦଲା ୪ ଫେବୃୟାରୀ କୋ ଲିୟା ଯାଏଗା । ‘ ପ୍ରକୃତରେ ଏହା ୪ ଫେବୃୟାରୀରେ ରିଲିଜ୍ ହେବ । ଆକ୍ଟ୍ରେସଙ୍କ ଏହି ଲୁକ୍ ଦେଖି ବହୁ ସଂଖ୍ୟାରେ ଫ୍ୟାନ୍ସ ନୋରାଙ୍କର ପ୍ରଶଂସା ବି କରିଛନ୍ତି । ଏହାପୂର୍ବରୁ ବି ନୋରା ଦେଶୀ ଲୁକ୍ସରେ ନଜର ଆସିଛନ୍ତି । ଶାଢିରେ ତ ତାଙ୍କର ଡ୍ୟାନ୍ସ ମତୁଆଲ କରିଛି ଦର୍ଶକଙ୍କୁ । ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *