lanka

କଞ୍ଚା ଲଙ୍କା ଖାଇବା ଦ୍ଵାରା ଆମ ଶରୀରରେ କଣ ହୋଇଥାଏ ଏହା ଯଦି ଆପଣ ଜାଣିବେ ତାହେଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

HEALTH

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବସାଇଟ ରେ ସ୍ୱାଗତ, ବନ୍ଧୁଗଣ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଯଦି ଆପଣ ନିଜ ସ୍ୱାସ୍ଥ୍ୟର ସଠିକ ଭାବରେ ଯତ୍ନ ନିଅନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଆପଣଙ୍କ ଯତ୍ନ ନେବ। ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ନେଇ ଆସିଛୁ। ବନ୍ଧୁଗଣ କଞ୍ଚା ଲଙ୍କା ଆମ ଶରୀର ପାଇଁ ବହୁତ୍ ଲାଭ ଦାୟକ ହୋଇଥାଏ କିନ୍ତୁ ବହୁତ୍ ଲୋକ ଏହାର ସେବନ କରି ନଥାନ୍ତି । ଯଦି ଆପଣ ନିଜ ରୋଷେଇ ଘର ମଧ୍ୟରୁ ଗୋଟେ ଜିନିସ କୁ ଫୋପାଡି ଦେବେ ତାହେଲେ ଆପଣ ଦୂରେଇ ରହିବେ ଏହି ସବୁ ସମସ୍ୟା ରୁ ।

kanchalanka

ସେହି ସମସ୍ୟା ସବୁ ହେଉଛି ମଧୁମେହ, ଥାଇରଏଡ଼ , ହୃତପିଣ୍ଡ ଜନିତ ସମସ୍ୟା, ସ୍କିନ୍ ସମସ୍ୟା , ଜଣ୍ଡିସ , କ୍ୟାନ୍ସର, ଉଚ୍ଚ ରକ୍ତଚାପ ଏହି ସବୁ ରୋଗ ରୁ ଆପଣ ଦୂରେଇ ରହିବେ । ସେହି ଜିନିଷ ଟି ହେଉଛି ନାଲି ରଙ୍ଗ ର ଲଙ୍କା ଗୁଣ୍ଡ । ଆୟୁର୍ବେଦ ରେ ଏହି ନାଲି ଲଙ୍କା କୁ ଜହର ବୋଲି କୁହାଯାଇଥାଏ । ଆୟୁର୍ବେଦ ରେ ଏହାର କିଛି ବର୍ଣ୍ଣନା ହିଁ ନାହିଁ । ଆୟୁର୍ବେଦ ରେ କଞ୍ଚା ଲଙ୍କା ଏବଂ ଗୋଲମରିଚ ର ଗୁଣ ବର୍ଣ୍ଣନା କରାଯାଇଛି ।

ଆୟୁର୍ବେଦ ରେ ଗୋଲମରିଚ ଏବଂ କଞ୍ଚା ଲଙ୍କା କୁ ଔଷଧ ବୋଲି କୁହାଯାଏ । ଏହି ନାଲି ଲଙ୍କା ୧୦୦୦ ବର୍ଷ ପୂର୍ବେ ଭାରତ ରେ ନଥିଲା । କିନ୍ତୁ ଯେବେଠୁ ମଣିଷ ଏହି ନାଲି ଲଙ୍କା କୁ ଖାଇବାକୁ ଆରମ୍ଭ କରୁଛି ସେହି ଦିନରୁ ମଣିଷ କୁ ବହୁତ୍ ପ୍ରକାରର ରୋଗ ସବୁ ଦେଖାଯାଇଛି । ନାଲି ଲଙ୍କା ଖାଇବା ଦ୍ଵାରା ଆମକୁ ମଧୁମେହ, ଥାଇରଏଡ଼ , ହୃତପିଣ୍ଡ ଜନିତ ସମସ୍ୟା, ସ୍କିନ୍ ସମସ୍ୟା , ଜଣ୍ଡିସ , କ୍ୟାନ୍ସର, ଉଚ୍ଚ ରକ୍ତଚାପ ଏହି ସବୁ ରୋଗ ହୋଇଥାଏ । କିନ୍ତୁ ଏହା ପରେ ଯଦି ଆମେ ଡକ୍ଟର ପାଖକୁ ଜାଉ ସେ ଆମକୁ ଏହି ସବୁ ରୋଗ ପାଇଁ ଭିନ୍ନ ଭିନ୍ନ ପ୍ରକାରର ଔଷଧ ଦେଇଥାଏ କିନ୍ତୁ ଏହା ପଛରେ ଥିବା କାରଣ ତ ଗୋଟେ । ସେଥିପାଇଁ ଯଦି ଆମେ ଏହାର ପଛରେ ଥିବା କାରଣ କୁ ହଟାଇ ଦେବା ତାହେଲେ ଏହି ସବୁ ରୋଗ ରୁ ମୁକ୍ତି ପାଇବା ।

mirchii

ଆପଣଙ୍କୁ ଏହି ସବୁ ପାଇଁ ଭିନ୍ନ ଭିନ୍ନ ଔଷଧ ନା ଖାଇ ଆପଣ ନିଜ ରୋଷେଇ ଘରୁ ଏହି ନାଲି ଲଙ୍କା କୁ ଫୋପାଡି ଦିଅନ୍ତୁ ଏହି ସବୁ ରୋଗ ଧୀରେ ଧୀରେ ଦୂର ହୋଇଯିବ । ଆପଣ ନିଜ ଖାଦ୍ୟ ରେ କଞ୍ଚା ଲଙ୍କା ର ବ୍ୟବହାର କରନ୍ତୁ ଅଥବା ଗୋଲମରିଚ ର କାହିଁକି ନା ଏଇଟା ଆମ ଶରୀର ପାଇଁ ବହୁତ୍ ଲାଭ ଦାୟକ ହୋଇଥାଏ । ଏହାକୁ ସେବନ କରିବା ଦ୍ୱାରା ଶରୀରର ମୋଟା ପଣ ମଧ୍ୟ ବହୁତ୍ ଜଲ୍ଦୀ କମିବା କୁ ଲାଗିଥାଏ । ଏହାକୁ ସେବନ କରିବା ଦ୍ଵାରା ଲଙ୍କା ଖାଇବା ଦ୍ଵାରା ଆମ ଶରୀର କୁ ବହୁତ୍ ପ୍ରକାରର ଭିଟାମିନ ମିଳିଥାଏ ,ଆମ ଖାଦ୍ୟ ଯଦି ହଜମ ହୋଇଯାଇଥାଏ , ଆମ ଆଖିର ଶକ୍ତି ବଢିଥାଏ , ଏହା ଧାତୁ ସାର ମଧ୍ୟ ଦେଇଥାଏ ।

mirchi

ଏହାର ସେବନ କରିବା ଦ୍ଵାରା କ୍ୟାନ୍ସର ଭଳି ରୋଗ ହୋଇନଥାଏ । ଆପଣ ନିଜର ଦୈନଦିନ ଜୀବନରେ ଏହି କଞ୍ଚା ଲଙ୍କା କୁ ଖାଦ୍ୟ ରୂପରେ ବ୍ୟବହାର କରନ୍ତୁ ଏହା ଆପଣଙ୍କ ଶରୀର ପାଇଁ ବହୁତ୍ ଲାଭ ଦାୟକ ହୋଇଥାଏ । ଏହାକୁ ସେବନ କରିବା ଦ୍ଵାରା ଆମ ଶରୀରରେ ଥାଇରଏଡ ହର୍ମନ୍ ନିୟନ୍ତ୍ରଣ ରେ ରହିଥାଏ । ଯଦି ଆପଣ ଏହାକୁ ପ୍ରତିଦିନ ସେବନ କରିବେ ତାହେଲେ ଆପଣଙ୍କ ଶରୀରକୁ ବହୁତ୍ ମାତ୍ରା ରେ ଆଇରନ ମିଳିବ ଯାହା ଫଳରେ ମଧ୍ୟ ଆପଣଙ୍କ ରକ୍ତ ସଫା ରହିବ ଏବଂ ଆପଣଙ୍କ ଚୁଟି ମୂଳ ରୁ ବହୁତ୍ ଶକ୍ତ ହେବ ଆଉ ଝାଡିବ ନାହିଁ।

ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଆପଣଙ୍କୁ ପସନ୍ଦ ଆସିଲେ ଏହାକୁ ସେୟାର୍ କରି ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ। ଅଧିକ ସୂଚନା ନିମନ୍ତେ ଆମକୁ ଲାଇକ୍ ଏବଂ ଫଲୋ ନିଶ୍ଚୟ କରନ୍ତୁ।

Leave a Reply

Your email address will not be published. Required fields are marked *