teath

ସମୁଦ୍ର ଶାସ୍ତ୍ର ଅନୁସାରେ,ଲୋକଙ୍କ ଦାନ୍ତ ଦେଖି ଜାଣନ୍ତୁ ବ୍ୟକ୍ତିଙ୍କ ସ୍ଵଭାବ ଏବଂ ଭବିଷ୍ୟତ |

HEALTH

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ।ବନ୍ଧୁଗଣ, ସମୁଦ୍ର ଶାସ୍ତ୍ର ଏମିତି ଏକ ଶାସ୍ତ୍ର ପୁସ୍ତକ ଅଟେ ଯେଉଁଥିରେ ବ୍ୟକ୍ତିଙ୍କ ଚେହେରା ଅଙ୍ଗ କୁ ଦେଖି ବ୍ୟକ୍ତିଙ୍କ ସ୍ଵଭାଵ ବିଷୟରେ ଆପଣ ଜାଣିପାରିବେ।ସାଧାରଣତଃ ଦାନ୍ତ ଖାଦ୍ୟ ଚୋବାଇବା ପାଇଁ ବ୍ୟବହୃତ ହୋଇଥାଏ। ଏହାର ଉପଯୋଗୀତା କେବଳ ଏତିକି ବୋଲି ଆମେ ଜାଣିଛୁ। କିନ୍ତୁ ଭାରତୀୟ ସମୁଦ୍ର ଶାସ୍ତ୍ର ଅନୁଯାୟୀ, ଦାନ୍ତ ଭବିଷ୍ୟ ବିଷୟରେ ବହୁତ କିଛି କହିଥାଏ। କେବଳ ଏହାକୁ ବୁଝିବା ଆବଶ୍ୟକ। ଜାଣିବା ଦାନ୍ତର ରହସ୍ୟ ବିଷୟରେ।

tea

ଦାନ୍ତ ମଝିରେ ଫାଙ୍କା ଥିବା ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ସେ ଧନବାନ ମଧ୍ୟ ହୋଇଥାନ୍ତି।ଏଭଳି ବ୍ୟକ୍ତି ଜ୍ଞାନୀ ହୋଇଥାନ୍ତି।, କୁହାଯାଏ ଯଦି ଆମ ଦାନ୍ତର ମାଢ଼ି କଠିନ ଏବଂ ଲାଲ ଗୋଲାପୀ ରଙ୍ଗର ତେବେ ଏହା ଭଲ ସ୍ବାସ୍ଥ୍ୟ ଏବଂ ଭଲ ଭାଗ୍ୟର ସୂଚନା ଦେଇଥାଏ। ଏପରି ବ୍ୟକ୍ତିଙ୍କୁ ଭାଗ୍ୟଶାଳୀ ବୋଲି ବିବେଚନା କରାଯାଏ।, ଯେଉଁମାନଙ୍କ ଦାନ୍ତ ଧଳା ଏବଂ ଗୋଜିଆ ସେମାନେ ସୁଖୀ ହୋଇଥାନ୍ତି। ଏଥିସହ ସେମାନେ ଭାଗ୍ୟବାନ ହୋଇଥାନ୍ତି। , ଡାଳିମ୍ବ ମଞ୍ଜି ପରି ଛୋଟ ଦାନ୍ତଥିବା ବ୍ୟକ୍ତିମାନେ ଭାଗ୍ୟବାନ ହୋଇଥାନ୍ତି।

teeathh

ସଫା ଏବଂ ସୁନ୍ଦର ଦାନ୍ତଥିବା ବ୍ୟକ୍ତିମାନେ ବହୁତ ଇମୋସନାଲ। ଅନ୍ୟମାନଙ୍କ ସହ ଏମାନେ ଶୀଘ୍ର ମିଶିପାରନ୍ତି।, ୩୨ଟି ଦାନ୍ତ ଥିବା ବ୍ୟକ୍ତି ସବୁବେଳେ ସତ କହିଥାନ୍ତି ଏବଂ ଏମାନେ ଭାଗ୍ୟବାନ ମଧ୍ୟ ଅଟନ୍ତି।, ୩୦ ଦାନ୍ତ ବିଶିଷ୍ଟ ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ମଧ୍ୟବିତ ଅଟନ୍ତି।, ୨୯ ଟି ଦାନ୍ତ ଥିବା ବ୍ୟକ୍ତି ସବୁବେଳେ ଖୁସିରେ ରୁହନ୍ତି।, ୨୮ଟି ଦାନ୍ତଥିବା ବ୍ୟକ୍ତିଙ୍କ ଭାଗ୍ୟ ସେମାନଙ୍କ ସାଥ୍‌ ଦେଇ ନ ଥାଏ।, ୩୧ଟି ଦାନ୍ତ ଥିବା ବ୍ୟକ୍ତିମାନେ ଚତୁର ଅଟନ୍ତି। ଏମାନେ ଶୀଘ୍ର କାହାର କଥାକୁ ବିଶ୍ୱାସ କରନ୍ତି ନାହିଁ। ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *