3

ଏହି ୩ ଟି କଥା ନିଜ ସାଥିକୁ କୁହନ୍ତୁ ନାହିଁ ନଚେତ ପସ୍ତେଇବେ ।

FACT

ପୁଅ ମାନେ ଚାହାନ୍ତି ନିଜ ମନ ପସନ୍ଦର ଝିଅ ବା ସ୍ୱପ୍ନ ରାଇଜର ରାଜ କୁମାରିକୁ ଭଲ ପାଇବା ପାଇଁ କିନ୍ତୁ ଏ ସୁଯୋଗ ସବୁ ପୁଅଙ୍କ ଭାଗ୍ୟରେ ଆସିନଥାଏ।ଯେଉଁମାନେ ଏଭଳି ଝିଅ ଆଗରୁ ପାଇ ସାରିଛନ୍ତି ସେମାନେ କିଭଳି ଚାଲିଲେ ତାଙ୍କ ଯୋଡି ଦୀର୍ଘ ଦିନ ପର୍ଯ୍ୟନ୍ତ ରହୁବ ସେ ବିଷୟରେ ଜାଣିବା।ଏହା ନକରିବା ଦ୍ୱାରା ହୁଏତ ସେ ଦିନ ହୋଇପାରେ ଆପଣଙ୍କ ସମ୍ପର୍କ ର ଶେଷ ଦିନ।

girl

୧.ଝିଅମାନେ ପୁଅ ମାନଙ୍କ ଅପେକ୍ଷା ଅଧିକ ଭାବ ବିହ୍ୱଳ ହୋଇଥାନ୍ତି।ଛୋଟ ଛୋଟ କଥାରେ କାନ୍ଦି ପକାନ୍ତି ସାଧାରଣତଃ ଝିଅମାନେ ପୁଅ ମାନଙ୍କ ଖରାପ ଅଭ୍ୟାସକୁ ନେଇ କାନ୍ଦି ପକାନ୍ତି।ଏହା ପ୍ରତ୍ୟକ ଝିଅର ଲକ୍ଷଣ ଏ ସମୟରେ ଆପଣ ଯଦି ଝିଅର ମଜାକ ଉଡାନ୍ତି ବା ତାଙ୍କୁ ଅଧୁକ କନ୍ଦାନ୍ତି ସେତେବେକେ ଆପଣଙ୍କ ମୁହଁରୁ ଝିଅଟି ଏ କଥା ଶୁଣି ଭାଙ୍ଗି ପଡେ।ଆଉ ସେ ସମୟରେ ଝିଅମାନେ ନିଜକୁ ବେସାହାରା ମନ କରନ୍ତି।ଆପଣ ତାଙ୍କୁ ଏ ସମୟରେ କିଛି ଖରାପ କରି କୁହନ୍ତୁ ନାହିଁ କାରଣ ଝିଅଟି ନିଜକୁ ସମ୍ପୂର୍ଣ୍ଣ ଏକାକି ମନ କରିଥାଏ।ସେତେବେଳେ ସେ କେବଳ ଅପଣଙ୍କ ସାହାଯ୍ୟ ଓ ସହାରା ଲୋଡ଼ା କରିଥାଏ।ଏ ସମୟରେ ଆପଣ ତାଙ୍କୁ ବୁଝାନ୍ତୁ ଓ ଆପଣ ସବୁବେଳେ ଯେପରି ଝିଅ ସହିତ ଅଛନ୍ତି ବୋଲି ତାଙ୍କୁ ଅନୁଭବ କରନ୍ତୁ ନଚେତ ଏହା ଆପଣଙ୍କ ପାଇଁ ହାନିକାରକ ହୋଇ ପାରେ।

୨.ଆପଣଙ୍କର ସମ୍ପତି ଓ ବ୍ୟାଙ୍କ ବାଲାନ୍ସ,ଆପଣ ବ୍ୟାଙ୍କରେ କେତେ ଟଙ୍କା ରଖିଛନ୍ତି ଓ ତାକୁ କିପରି ଖର୍ଚ୍ଚ କରିବେ ସେ ସବୁ ଉପାୟ ଆପଣ ନିଜ ସାଥି ଆଗରେ କୁହନ୍ତୁ ନାହିଁ।ଏସବୁ ଶୁଣିବାକୁ କେବେ ଗୋଟେ ଭଲ ଚରିତ୍ରର ଝିଅ ପସନ୍ଦ କରିନଥାଏ।ଏହାକୁ କେବଳ ଖରାପ ଚରିତ୍ରର ଝିଅ ଶୁଣିବାକୁ ପସନ୍ଦ କରନ୍ତି।ଏହାର କାରଣ ହେଲା ଆପଣଙ୍କ ଟଙ୍କା ଓ ସମ୍ପତି ଉପରେ ତାଙ୍କର ନଜର ରହିଥାଏ।ଝିଅଟି ଆପଣଙ୍କ ମୁହଁରୁ ଏସବୁ କଥା ଶୁଣି ବୋର ହୋଇଯାଇ ପରେ ଓ ହୁଏତ ଆପଣଙ୍କୁ ରିଜେକ୍ଟ କରି ପାରେ।ଆପଣ ଯେତେବେଳେ ନିଜ ବ୍ୟାଙ୍କ ବାଲାନ୍ସ ଓ ସମ୍ପତ୍ତି ବିଷ ୟରେ କହିଥାନ୍ତି ସେତେବେଳେ ଆପଣଙ୍କ ପ୍ରତି ଗୋଟେ ଖରାପ ଚିନ୍ତାଧାରା ଆସିଥାଏ।

girl1

୩.ଝିଅ ମାନଙ୍କ ଚେହେରାକୁ ନେଇ କମେଣ୍ଟ କରିବା ନୂଆ ନୂଆ ଭଲ ପାଉଥିବା ଝିଅ ମାନେ ନୂଆ ନୂଆ ପୋଷାକ ପିନ୍ଧି ଓ ଅଧିକ ମେକଅପ ନେଇ ଆପଣଙ୍କ ସାମ୍ନାକୁ ଆସିଥାନ୍ତି।ସେମାନେ ଆପଣଙ୍କୁ ଇଂପ୍ରେସ କରିବାକୁ ସବୁ ପ୍ରକାର ପ୍ରୟାସ କରନ୍ତି।ଆଉ ସେ ଆପଣଙ୍କ ପାଖରେ ସୁରକ୍ଷିତ ଅନୁଭବ କରନ୍ତି ତାପରେ ଅପଣଙ୍କ ସାମ୍ନାକୁ ଆସିବ ପରେ ସେ ଏତେ ମେକାପ ନେଇ ଆସିବାଟା କମ ହୋଇଯାଇଥାଏ।ଆଉ ଅଧିକାଂଶ ସମୟରେ ଆପଣଙ୍କୁ ବିନା ମେକଅପରେ ଆପଣଙ୍କୁ ସାକ୍ଷାତ କରିଥାଏ।

Leave a Reply

Your email address will not be published. Required fields are marked *