4

ଏହି ୪ ଟି ଇଶାରା ଆପଣଙ୍କୁ ଜଣେଇ ଦେବ ଝିଅ ଆପଣଙ୍କୁ ପସନ୍ଦ କରୁଛିକି ନାହିଁ ।

FACT

ଆପଣ ଗୋଟିଏ ଝିଅକୁ ପସନ୍ଦ କରୁଛନ୍ତି ଆଉ ଆପଣ କନଫର୍ମ ହେବା ଦରକାର କି ଆପଣ ତାଙ୍କୁ କେତେ ପସନ୍ଦ କରନ୍ତି।ତାପରେ ଆପଣ ଦେଖିବେ ସେ ଆପଣଙ୍କୁ କେତେ ପସନ୍ଦ କରୁଛି ଆପଣ ସେ ବିଷୟରେ କିପରି ଜାଣି ପାରିବେ।ଆଜି ଆମେ ଝିଅ ମାନଙ୍କର ୪ ଟି ଇଶାରା ବିଷୟରେ ଜଣେଇବୁ।ଆପଣ ଝିଅ ମାନଙ୍କ ଏହି ଇସାରା ଗୁଡିକୁ ଦେଖି କେଉଁ ଝିଅ ଆପଣଙ୍କୁ ନିଶ୍ଚିନ୍ତ ଭଲ ପାଉଛି ଆପଣ ଜାଣି ପାରିବେ।

girll

୧.କୌଣସି ଝିଅ ଜାଣି ଶୁଣି ଏ ଇସାରା ଦେଇ ନଥାଏ,ଏହା ଆପେ ଆପେ ହୋଇଯାଏ।କୌଣସି ଝିଅ ଯଦି ମନେ ମନେ ଆପଣଙ୍କୁ ପସନ୍ଦ କରିଥାଏ ଆପଣ ଝିଅର ଅଜାଣ ତରେ ତାକୁ ଲକ୍ଷ କରନ୍ତୁ।ଦେଖିବେ ଆପଣ ଯାହା ସବୁ କରୁଛନ୍ତି ଝିଅ ଠିକ ସେଇଆ ହିଁ କରିବ।ଆମେ ମନେ ମନେ ଯଦି କାହାକୁ ପସନ୍ଦ କରିଥାଉ ତାହେଲେ ଆମେ ତାର ଗତି ବିଧିକୁ ଲୁଚି ଲୁଚି ଦେଖିଥାଉ।ଆପଣ ଯଦି ବାରମ୍ବାର ନଖ କାମୁଡ଼ନ୍ତି ତାହେଲେ ସେ ମଧ୍ୟ କାମୁଡ଼େ।

୨.ଝିଅ ଯଦି ଆପଣଙ୍କୁ ପସନ୍ଦ କରୁଛି ତାହେଲେ ସେ ଆପଣଙ୍କୁ ଚାହିଁବାକୁ ଚେଷ୍ଟା କରିବ।ଆପଣଙ୍କ ଶରୀରର ବିଭିନ୍ନ ଜାଗାକୁ ଲକ୍ଷ କରିବ।ଆପଣଙ୍କ ଚାଲି ଚଳନ ଡ୍ରେସ ମୋବାଇଲ ଇତ୍ୟାଦିକୁ ଲକ୍ଷ କରିବ କିନ୍ତୁ ଆପଣଙ୍କ ନଜର ତୁରନ୍ତ ତାଙ୍କ ଉପରେ ପଡ଼ିଗଲେ ସେ ତୁରନ୍ତ ନଜର ହଟେଇ ନେବ।ଆପଣ ତା ନଜର ଠାରୁ ଦୂରକୁ ଚାଲି ଯାଇ ଆପଣ ତାକୁ ଖୋଜିବାକୁ ଚେଷ୍ଟା କଲେ ଆପଣ ଭଲ ଭବାରେ ଜାଣି ପାରିବେ ଝିଅର ଆଟିଟ୍ୟୁଡ଼ ବିଷୟରେ।ଆପଣ ତା ଆଖିରୁ ଜାଣିପାରିବେ ସେ ଜାଣିବାକୁ ଚାହୁଁଚି ଯେ ଆପଣ ଏଠି ଥିଲେ ହଠାତ କୁଆଡେ ଗଲେ।

୩.ଝିଅଟି ଯଦି ଆପଣଙ୍କୁ ପସନ୍ଦ କରୁଛି ତାହେଲେ ଝିଅଟି ଆପଣଙ୍କ ପାଖକୁ ଆସିବା ପାଇଁ ଆପଣଙ୍କ ସହ କଥା ହେବା ପାଇଁ।ଆପଣଙ୍କ ନଜର ଭିତରେ ଠିଆ ହେବା ପାଇଁ ବା ଆପଣଙ୍କ ଆଖ ପାଖରେ ଠିଆ ହେବା ପାଇଁ ଯାହାଦ୍ୱାର ତାର ନଜର ଆପଣଙ୍କ ଆଖ ପାଖରେ ପଡି ପାରିବ।ଯଦି କୌଣସି ଝିଅ ଆପଣଙ୍କ ନିକଟକୁ ଚାଲି ଆସିଛି ତାହେଲେ ସେ ନର୍ଭସ ନେସ ଅନୁଭବ କରିବ।ତାକୁ ଠିକ କରିବା ପାଇଁ ଝିଅ ପାଖରେ କେତେକ ଲକ୍ଷଣ ଦେଖାଯିବ।ଯେମିତି ଓଠ କାମୁଡିବା,ଚୁଟି ସହିତ ଖେଳିବା।

girl1

୪.ଝିଅଟି ଆପଣଙ୍କୁ ଛୁଇଁବା ପାଇଁ ବିଭିନ୍ନ ପ୍ରକାରର ବାହାନା ଖୋଜିବ।ସେ ବାରମ୍ବାର ଚେଷ୍ଟା କରିବ ଆପଣଙ୍କ ଶରୀରର ଯେକୌଣସି ଅଙ୍ଗକୁ ଛୁଇଁବା ପାଇଁ।କୌଣସି ଜିନିଷ ଦେବା ଓ ମାଗିବା ବାହାନାରେ ଆପଣଙ୍କ ହାତକୁ ଛୁଇଁବାକୁ ଚେଷ୍ଟା କରିବ।ଆପଣଙ୍କର ପ୍ରତ୍ୟକ କଥା ଝିଅକୁ ବହୁତ ଭଲ ଲାଗିବ।ଆପଣଙ୍କ ପାଖକୁ ଲାଗିକି ବସିବାକୁ ଚେଷ୍ଟା କରିବ।ହାତରେ ହାତକୁ ନହେଲେ ଦେହରର ଦେହକୁ ଛୁଇଁବା ପାଇଁ ଚେଷ୍ଟା କରିବ।

Leave a Reply

Your email address will not be published. Required fields are marked *