babu

ଆସନ୍ତୁ ଜାଣିବା ବାବୁଶାନ ମହାନ୍ତିଙ୍କ ସମ୍ପତି ଓ ପରିବାର ବିଷୟରେ।

NEWS

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଆଜି ଆମେ ଜାଣିବା ଓଡ଼ିଆ ଅଭିନେତା ବାବୁସାନଙ୍କ ପାଖରେ ଥିବା ସମ୍ପତି ବିଷୟରେ।ତାଙ୍କର ବର୍ତ୍ତମାନର ବୟସ ୩୦ ବର୍ଷ ଅଟେ।ସେ ନିଜ ଅଭିନୟ ଦ୍ୱାରା ସମ୍ପୂର୍ଣ୍ଣ ଓଡିଶା ବାସୀଙ୍କ ହୃଦୟରେ ନିଜ ସ୍ଥାନ ତିଆରି କରି ପାରିଛନ୍ତି।ଆଜି ଆମେ ଜାଣିବା ତାଙ୍କ ସମ୍ପତି ବିଷୟରେ।ତାଙ୍କର ପୁରା ନାମ ହେଉଛି ବାବୁସାନ ମହାନ୍ତି,ବାପାଙ୍କ ନାମ ହେଉଛି ଉତ୍ତମ ମହାନ୍ତି ଆଉ ମାଙ୍କ ନାମ ହେଉଛି ଅପରାଜିତା ମହାନ୍ତି।ଆଉ ତାଙ୍କର ସ୍ତ୍ରୀଙ୍କ ନାମ ହେଉଛି ତୃପ୍ତି ସତପଥୀ।ଆଉ ଉତ୍ତମ ମହାନ୍ତିଙ୍କୁ ଚଳଚ୍ଚିତ୍ର ଜଗତକୁ ହର ପଟ୍ଟନାୟକ ନେଇକରି ଆସିଥିଲେ ଯେଉଁ କାରଣରୁ ଉତ୍ତମ ମହାନ୍ତି ସୁପର ଷ୍ଟାର ହେଇ ପାରିଥିଲେ।

babu1

ସେଥିପାଇଁ ଆଜି ଏ ଚଳଚ୍ଚିତ୍ର ଜଗତରେ ଆପଣ ମାନେ ଉତ୍ତମ ମାହାନ୍ତିଙ୍କ ପୁଅ ବାବୁସାନ ମହାନ୍ତିଙ୍କ ଭଳି ବଢିଆ ଅଭିନେତାକୁ ଆଜି ଆପଣ ମାନେ ଦେଖି ପାରୁଛନ୍ତି।ବାବୁସାନ ମହାନ୍ତି ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ରୋମିଓ ଦି ଲଭର ବଏ।ଆଉ ସେହିଦିନ ପରଠାରୁ ସେ ଆଜି ପର୍ଯ୍ୟନ୍ତ ୩୭ ଟି ଚଳଚ୍ଚିତ୍ର କରି ସାରିଲେଣି।ଆଉ ବହୁତ ଶିଘ୍ର ତାଙ୍କ ୩୮ ନମ୍ବର୍ ଚଳଚ୍ଚିତ୍ର ଯାହାର ନାମ ବିଦ୍ୟରାଣ ଆସିବାକୁ ଯାଉଛି।ଵାବୁସାନ ମହାନ୍ତି କେବଳ ଅଭିନୟ କରନ୍ତି ନାହିଁ ସେ ଜଣେ ବହୁତ ଭଲ ଗାୟକ ମଧ୍ୟ ଅଟନ୍ତି।୬ ଜୁଲାଇ ୨୦୧୪ ରେ ସେ ନିଜର ପିଲା ବେଳର ପ୍ରେମିକା ଯେ ହେଉଛନ୍ତି ତୃପ୍ତି ସତପଥି ଙ୍କୁ ବିବାହ କରିଥିଲେ ଆଉ ସବୁ ଦିନ ପାଇଁ ନିଜ ଜୀବନ ସାଥି ଭାବରେ ବାଛି ନେଇଥିଲେ।ଆପଣ ମାନେ କଣ ଗୋଟେ କଥା ଜାଣିଛନ୍ତିକି ବାବୁସାନ ମହାନ୍ତି ଓ ତୃପ୍ତି ସତପଥି ସପ୍ତମ ଶ୍ରେଣୀରେ ଡ଼ି.ଏ.ଭି ପବ୍ଲିକ ବିଦ୍ୟାଳୟରେ ଏକାଠି ପାଠ ପଢ଼ୁଥିବା ସମୟରେ ଦେଖାହୋଇଥିଲା ଓ ସେ ଦୁହେଁ ଦୁହିଁଙ୍କୁ ମନ ଦେଇ ବସିଥିଲେ ଓ ପରସ୍ପରକୁ ବହୁତ ଭଲ ପାଉଥିଲେ।

babusan

ଆଉ ସେ ଦୁଇଜଣ ଙ୍କର ବୟସ ମଧ୍ୟ ସମାନ ଅଟେ।ତାଙ୍କ ବିଷୟରେ ଆହୁରି ଗୋଟେ କଥା ଜାଣି ରଖନ୍ତୁ ବାବୁସାନ ମହାନ୍ତି ପାଖାପାଖି ୩୭ ଟି ଚଳଚ୍ଚିତ୍ର କରିସାରିଛନ୍ତି କିନ୍ତୁ ତାଙ୍କର ପ୍ରାୟ ଚଳଚ୍ଚିତ୍ର ତାମିଲି ତେଲୁଗୁ ବଙ୍ଗାଳି ଭଳି ଅନେକ ଚଳଚ୍ଚିତ୍ର ରିମେକ କରାଯାଇ ଅଛି।ଏବେ ଆସନ୍ତୁ ଜାଣିବା ଆପଣଙ୍କ ପ୍ରିୟ ଅଭିନେତା ଚକଲେଟ ବଏ ବାବୁସାନ ମହାନ୍ତିଙ୍କ ସମ୍ପତି ବାଡ଼ି ଓ ତାଙ୍କର ସବୁ ରୋଜଗାର ବିଷୟରେ।ତାଙ୍କ ପାଖରେ ପାଖାପାଖି ଗୋଟେ ୫୬ ଲକ୍ଷ ଟଙ୍କାର ଗୋଟିଏ ଅଡି କାର ଅଛି।ଏହା ସହିତ ତାଙ୍କ ପାଖରେ ୧୭ ଲକ୍ଷ ଟଙ୍କାର ହାରଲୀ ଡେଭିଡ଼ ସନ ବାଇକ ଅଛି।ବାବୁସାନ ମହାନ୍ତିଙ୍କ ମୋଟ ସମ୍ପତି ପ୍ରାୟ ୩୩ କୋଟି ଟଙ୍କାର ସମ୍ପତି ଅଛି।ସେ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ର କରିବା ପାଇଁ ୩୦-୩୫ ଲକ୍ଷ ଟଙ୍କା ନେଇ ଥାଆନ୍ତି।ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *