laxmi

ମା ଲଷ୍ମୀ କୁହନ୍ତି ଏହି ୧ ନିୟମ ଘରେ ବନେଇକି ରଖନ୍ତୁ କେବେବି ହେବ ନାହିଁ ଧନ ର ଅଭାବ ।

FACT

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣାଇବୁ ମା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କୁ କେମିତି ପ୍ରାପ୍ତ ହେବ ଧନ ର ଆବଶ୍ୟକତା ଏ ସଂସାର ରେ ସମସ୍ତଙ୍କର ଥାଏ ଧନୀ ଠୁ ଗରିବ ପର୍ଯ୍ୟନ୍ତ ନିଜ ଧନ ର ସୁରକ୍ଷା ଏବଂ ନିଜ ଧନ କୁ ବଢାଇବା ପାଇଁ ମହାଲଷ୍ମୀ ଙ୍କର ଆରାଧନା କରିଥାନ୍ତି ଧନ କେବଳ ସେଇ ମାନଙ୍କ ପାଖରେ ରୁହେ ଯାହାଙ୍କ ପାଖରେ ମହାଲକ୍ଷ୍ମୀ ବାସ କରିଥାନ୍ତି। ବନ୍ଧୁମାନେ ଗୁରୁବାର ଦିନ କରନ୍ତୁ ଏହି କାମ ଘରକୁ ଆସିବେ ଲକ୍ଷ୍ମୀ ମା ସବୁ ସମସ୍ୟା ର ସମାଧାନ ହେବା ସହ ଆଶ୍ରିବାଦ ମଧ୍ୟ ପ୍ରାପ୍ତି ହେବ | ମାତା ଲକ୍ଷ୍ମୀ ଙ୍କର ପୂଜାର୍ଚନା କରିବା ସହ କେତେକ ନୀତି ନିୟମ ମାନି ଚାଲିବାକୁ ପଡିଥାଏ। ତ ଆସନ୍ତୁ ଜାଣିବା ପ୍ରତେକ ଗୁରୁବାର କେଉଁ କାମ କଲେ ମହା ଲକ୍ଷ୍ମୀ ଙ୍କୁ ପ୍ରସନ କରିହେବ ଯାହା ଦ୍ୱାରା କି ଆର୍ଥିକ ସମସ୍ୟା ଦୂର ହେବା ସହ ସବୁ ସମସ୍ୟା ମଧ୍ୟ ଦୂର ହେବ।

ପ୍ରଥମେ ଆର୍ଥିକ ଅନାଟନ ରୁ ମୁକୁଳିବା ପାଇଁ ଆପଣଙ୍କୁ ଭଗବାନ ବିଷ୍ଣୁ ଙ୍କର ଗୁରୁବାର ରେ ଆରାଧନା ଏବଂ ପୂଜାର୍ଚନା କରନ୍ତୁ ଏହା କରିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବ। ଦ୍ୱିତୀୟ ଗୁରୁବାର ରେ ହଳଦିଆ ପୋଷାକ ପରିଧାନ କରନ୍ତୁ ଏହା ସହ ମହାଲକ୍ଷ୍ମୀ ଙ୍କୁ ହଳଦିଆ ରଙ୍ଗ ର ଫୁଲ ଏବଂ ଚନ୍ଦନ, ହଳଦିଆ ପ୍ରସାଦ ଅର୍ପଣ କରନ୍ତୁ ସମସ୍ୟା ଦୂର ହେବ। ତୃତୀୟ ଗୁରୁବାର ଦିନରେ ହଳଦି ପାଣି ରେ ସ୍ନାନ କରନ୍ତୁ ଏବଂ ସ୍ନାନ ସରିଲା ପରେ କଦଳୀ ଗଛର ମୂଳ ରେ ହଳଦି ପାଣି ଅର୍ପଣ କରନ୍ତୁ ଏହା କରିବା ଦ୍ୱାରା ଆପଣଙ୍କର ଧନ ପ୍ରାପ୍ତି ହେବ।
laxmi1

ମା ଲକ୍ଷ୍ମୀ ଙ୍କର ଆଶ୍ରିବାଦ ମିଳିବ ଚତୁର୍ଥ ଧନ ର ଅଭାବ ଦୂର କରିବା ପାଇଁ ଗୁରୁବାର ଦିନ ଉପବାସ ପାଳନ କରନ୍ତୁ। ହଳଦିଆ ଜିନିଷ ଦାନ କରନ୍ତୁ ମା ଲକ୍ଷ୍ମୀ ଙ୍କ ଆଶ୍ରିବାଦ ମିଳିବ ଏବଂ ଧନ ପ୍ରାପ୍ତି ମାର୍ଗ ଖୋଲିଯିବ। ପଞ୍ଚମ ଗୁରୁବାର ଆପଣଙ୍କ ତୁଳସୀ ଚଉରା ପୂଜା କଲାବେଳେ ତୁଳସୀ ଗଛ ରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ ଏବଂ ସେହିଦିନ ଆପଣଙ୍କର ବୃହସ୍ପତି ଙ୍କୁ ଶାନ୍ତ କରିବା ନିମନ୍ତେ ଭଗବାନ ଶିବ ଙ୍କୁ ହଳଦିଆ ପୁଷ୍ପ ଚଢାନ୍ତୁ ଏହି ସବୁ ଉପାୟ କରିବା ଦ୍ୱାରା ଧନ ପ୍ରାପ୍ତି ହେବ।

Leave a Reply

Your email address will not be published. Required fields are marked *