ବନ୍ଧୁଗଣ ସ୍ତ୍ରୀ ର ଏହି ତିନୋଟି ଅଭ୍ୟାସ ସ୍ୱାମୀ କୁ କରିଦିଏ କୋଟିପତି , ପ୍ରତ୍ୟୋକ ଝିଅ ର କିଛି ନା କିଛି ଭଲ ଗୁଣ ରହି ଥାଏ ହେଲେ ସେମାନଙ୍କର ଏହି ତିନୋଟି ଅଭ୍ୟାସ ସେମାନଙ୍କ ସ୍ୱାମୀ ଙ୍କୁ କରି ଥାନ୍ତି କୋଟିପତି , ଯେତେ ବେଳେ ଗୋଟିଏ ଝିଅ ବିବାହ କରି ଜାହାର ଘର କୁ ଯାଏ ତେବେ ସେ ସେହି ଘରକୁ ସ୍ୱର୍ଗ କରି ଦେଇ ଥାଏ । ଆପଣ ମାନେ ଯଦି କେବେ ସୁଖ ପୂର୍ଣ୍ଣ ଗୃହସ୍ତ ଜିବନ ଚାହୁଁଥାନ୍ତି ତେବେ ଏହି କିଛି ବିଶେଷ ଗୁଣ ରହି ଥିବା ଝିଅ ମାନଙ୍କୁ ବିବାହ କରନ୍ତୁ , ଏମାନଙ୍କ ପାଖରେ ମାତା ଲକ୍ଷ୍ମୀ ରହିବା ସହିତ ଏମାନେ ଜାହାର ଘରକୁ ଜାଆନ୍ତି ସେମାନଙ୍କ ଘରେ ହସ ଖୁସୀ ଲାଗି ରହେ , ତେବେ ଆସନ୍ତୁ ଜାଣି ନେବା ସେହି ଅଭ୍ୟାସ ବିଷୟ ରେ ।
ଯେଉଁ ସ୍ତ୍ରୀ ମାନେ ସବୁ ସତ୍ ମାର୍ଗ ରେ ଚାଲନ୍ତି , ଏବଂ ଧର୍ମ ର ମାର୍ଗ କୁ ଆପଣେଇ ନେଇ ଥାନ୍ତି , ସେମାନଙ୍କୁ ସବୁ ସମୟ ରେ ଭଲ ଗୁଁ ର ସ୍ତ୍ରୀ କୁହା ଯାଏ ଏମାନେ ସ୍ୱାମୀ ଙ୍କ ଶୁଭ କାମମନା ସବୁ ବେଲେ କରନ୍ତି ,ସେହି ପରି ଯେଉଁ ନାରୀ ମାନେ ପ୍ରତ୍ୟେକ ଦିନ ସୂର୍ଯ୍ୟ ଉଦୟ ପୂର୍ବ ରୁ ସଜ୍ୟା ତ୍ୟାଗ କରନ୍ତି ଏବଂ ଏହା ବ୍ୟତିତ ସେମାନେ ନିଜର ନିତ୍ୟକର୍ମ ସାରି ସେମାନେ ସ୍ୱାମୀ ଙ୍କ ସେବା ରେ ଲାଗି ଥାନ୍ତି , ସେମାନେ ବହୁତ ଯଲ୍ଦି ଉନ୍ନତି ର ମାର୍ଗ ଧରିବା ସହିତ ସେମାନେ ଙ୍କ ପାଖରେ ଲକ୍ଷ୍ମୀ ଙ୍କ ବାସ ହୋଇଥାଏ
ସେହିପରି ଦୁଇରେ କେବେ ବି ନ ରାଗିବା ଆଜି୍ର ସମୟ ରେ ଆପଣ ମାନେ ଦେଖି ଥିବେ ବହୁତ ଘର ର ସ୍ତ୍ରୀ ମାନେ ରାଗି ଜାଇ ଅନ୍ୟ ଉପରେ ପାଟି ତୁଣ୍ଡ କରିବା ସହିତ ସେମାନେ କିଛି କରିବା ପାଇଁ ପ୍ରସ୍ତୁତ ରହି ଥାନ୍ତି ହେଲେ ସେହି ପରି କ୍ଷେତ୍ର ରେ ଯଦି ଦେଖିବା ଯେଉଁ ପତ୍ନୀ ନିଜ ପତି ଙ୍କ ଉପରେ କେବେ ବି ରାଗେ ନାହିଁ , ସେହି ପତ୍ନୀ ଲକ୍ଷ୍ମୀମନ୍ତ ହୋୋଇ ଥାନ୍ତି ଏବଂ ସେମାନଙ୍କ ସ୍ୱାମୀ ମାନେ ସବୁ ସମୟ ରେ ଉନ୍ନତି ର ମାର୍ଗ ଧରି ଥାନ୍ତି । ସେହି ପରି ତିନି ନମ୍ବର ରେ ଆୟ ଦେଖି ବେୟ କରିବା , ଯେଉଁ ସ୍ତ୍ରୀ ମାନେ ସବୁ ସମୟ ରେ ନିଜ ପତି ଙ୍କ ଆୟ କୁ ଦେଖି ବେୟ କରନ୍ତି ସେହି ପରି ସ୍ତ୍ରୀ ମାନେ ଉନ୍ନତି ର ମାର୍ଗ ଦର୍ଶକ ହୋଇଥାନ୍ତି।