slp

ଶୋଇବାବେଳେ ତକିଆ ତଳେ ରଖନ୍ତୁ ୫ଟି ଜିନିଷ ମଧ୍ୟରୁ ଗୋଟିଏ ଭାଗ୍ୟ ବଦଳିଯିବ ।

FACT

ପରିବାରରେ ଅନେକ ସମସ୍ୟା ଆସିଥାଏ, ପ୍ରକୃତ କାରଣ ଆମକୁ ଜଣ ନଥାଏ । ଆଉ ଯେତେ ଚେଷ୍ଟା କଲେ ମଧ୍ୟ ସେ ସମସ୍ୟା ଦୂର ହୁଏ ନାହିଁ ବରଂ ବଢ଼ିଚାଲେ। ଏପରି କ୍ଷେତ୍ରରେ ଆପଣ ବାସ୍ତୁଶାସ୍ତ୍ରର ସାହାରା ନେଇପାରିବେ। ଆଜି ଆମେ ଆପଣଙ୍କୁ ଏପରି କିଛି ଜିନିଷ ବତାଇବୁ ଯାହାକୁ ଆପଣ ରାତିରେ ଶୋଇବାବେଳେ ଆପଣାଇଲେ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇପାରିବେ।ବାସ୍ତୁଶାସ୍ତ୍ର ଅନୁଯାୟୀ ତକିଆ ତଳେ ମୂଳା ରଖି ରାତିରେ ଶୋଇଲେ ଓ ଏହାକୁ ପରଦିନ ସକାଳେ ଶିବଲିଙ୍ଗ ଉପରେ ଚଢ଼ାଇଲେ ରାହୁ ଦୋଷ ଦୂର ହୋଇଥାଏ।

sleepp

କୁହାଯାଏ ଯେ ରାତିରେ ଶୋଇବାବେଳେ ତକିଆ ତଳେ ଗୀତା କିମ୍ବା ସୁନ୍ଦରାକାଣ୍ଡ ରଖି ଶୋଇଲେ ଭଲ ନିଦ ହୁଏ। ଏହାଦ୍ୱାରା ଆପଣ ନିଜ କାର୍ଯ୍ୟରେ ପ୍ରଗତି କରିବେ ଓ କର୍ମ କ୍ଷେତ୍ରରେ ସଫଳତା ପାଇବେ।ଯଦି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ ଭଲ ରହୁନାହିଁ ତେବେ ପ୍ରତି ମଙ୍ଗଳବାର ରାତିରେ କିଛି ମୁଗଡାଲିକୁ ଏକ ନୀଳ ରଙ୍ଗର କପଡ଼ାରେ ବାନ୍ଧି ତକିଆ ତଳେ ରଖନ୍ତୁ। ପରଦିନ ଏହି କପଡ଼ାକୁ କୌଣସି ଝିଅଙ୍କୁ ଦାନ କରିଦିଅନ୍ତୁ କିମ୍ବା ପାଖରେ ଥିବା ଦୁର୍ଗା ମନ୍ଦିରରେ ରଖିଦିଅନ୍ତୁ।

sleep
ଦେଖିବେ ଏହି ଉପାୟ କରିବା ପରେ କେମିତି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ ମଧୁର ହେବ ଓ ଆୟ ମଧ୍ୟ ବଢ଼ିବ।କୁଣ୍ଡଳୀରେ ଗୁରୁ ଦୋଷ ଭୋଗୁଥିଲେ ତକିଆ ତଳେ ଏକ କପଡ଼ାରେ ଗୋଟା ହଳଦୀକୁ ବାନ୍ଧି ରଖିଦିଅନ୍ତୁ। ହଳଦୀ ଗୁରୁଦୋଷ ପ୍ରଭାବ ଦୂର କରିବାରେ ସହାୟକ ହୋଇଥାଏ।ରାତିରେ ଶୋଇବା ପରେ ତମ୍ବା ବାସନରେ ପାଣି ରଖି ଶୁଅନ୍ତୁ। ପରଦିନ ସକାଳେ ଉଠି ସେହି ପାଣିରେ ମୁହଁ ଧୁଅନ୍ତୁ। ଏହାଦ୍ୱାରା ଆପଣଙ୍କ ଦିନଟି ଭଲରେ କଟିବ ଓ ସମସ୍ତ କାମ ସୁରୁଖୁରୁରେ ହୋଇଯିବ।

Leave a Reply

Your email address will not be published. Required fields are marked *