ଆଜି ଆମେ ଆପଣଙ୍କୁ ଦାନ୍ତ ସମ୍ବନ୍ଧୀୟ ଏକ ବିଶେଷ ସୂଚନା ଦେବାକୁ ଯାଉଛୁ । ଆମ୍ଭେମାନଙ୍କର ଅଳ୍ପ ଅସବଧାନତା ଯୋଗୁ ଆମ ଦାନ୍ତ ଗୁଡିକ ହଳଦିଆ ହୋଇଯାଏ । ଏହା ଛଡା ଅଧିକ ମିଠା ଖାଇବା, ଅଧିକ କୋଲ୍ଡ ଡ୍ରିଂକ ପିଇବା, ତମ୍ବାଖୁ ମଦ ଇତ୍ୟାଦି ସେବନ କରିବା, ଦାନ୍ତକୁ ଠିକ ରୂପରେ ସଫା ନ କରିବା ଯୋଗୁ ଦାନ୍ତ ହଳଦିଆ ପଡିବା ଆରମ୍ଭ ହୋଇଯାଏ ।ଯଦି ଆପଣଙ୍କର ଦାନ୍ତ ମଧ୍ୟ ହଳଦୀଆ ପଡିଯାଇଛି ତେବେ ଏହି ଉପାୟକୁ ଆପଣାଇ ଆପଣ ନିଜର ଦାନ୍ତକୁ ସଫା କରି ଦିଅନ୍ତୁ । ପ୍ରଥେମ ଆପଣ ୫ ଟି ରୁ ୬ ଟି ଲବଙ୍ଗକୁ ନେଇ ଏହାର ପାଉଡର କରି ଦିଅନ୍ତୁ ।
ଏହା ପରେ ଆପଣ ଲବଙ୍ଗ ପାଉଡରରେ ଅଳ୍ପ ଟୁଥପେଷ୍ଟ ମିଶାନ୍ତୁ ।ଏହା ପରେ ଏଥିରେ ସଠିକ ପରିମାଣରେ ଲେମ୍ବୁ ରସ ମିଶାନ୍ତୁ । ବର୍ତ୍ତମାନ ଏଥିରେ ଆପଣ ଅଧ ଚାମଚ ବେକିଙ୍ଗ ସୋଢା ମିଶାନ୍ତୁ । ଏହା ପରେ ଏହି ସମସ୍ତ ଜିନିଷକୁ ଭଲ ଭାବରେ ମିଶାଇ ଦିଅନ୍ତୁ ।ବର୍ତ୍ତମାନ ଆପଣ ନିଜର ଦାନ୍ତ ମଜା ବ୍ରଶ ମାଧ୍ୟମରେ ଏହି ମିଶ୍ରଣକୁ ନେଇ ପାଖାପାଖି ୨ ମିନିଟ ପର୍ଯ୍ୟନ୍ତ ଦାନ୍ତକୁ ମାଜନ୍ତୁ ।ଏହାକୁ କରିବା ପରେ ଆପଣ ଦେଖିବେ କି ଆପଣଙ୍କର ଦାନ୍ତର ସମସ୍ତ ହଳଦୀଆ ଅଂଶ ଗୁଡିକ ପୂରାପୂରି ଧଳା ହୋଇଯିବ । ଏହାକୁ ଆପଣ ସପ୍ତାହକୁ ମାତ୍ର ଥରେ ବ୍ୟବହାର କରନ୍ତୁ । ଏହାକୁ କରିବା ଦ୍ଵାରା ଆପଣଙ୍କର ଦାନ୍ତ ସବୁ ଦିନ ପାଇଁ ସଫା ହୋଇଯିବ ।କଳା ଓ ହଳଦିଆ ଦାନ୍ତକୁ ଠିକ କରିବାକୁ ଏହି ପେସ୍ଟ ବହୁତ ଲାଭ ଦାୟକ ଅଟେ ।
ତେବେ ପାତ୍ରରେ ଆମେ ଏହି ଚାରିଟି ଜିନିଷ ମିଶେଇବା ପରେ ଏହାକୁ ଆମେ ଦାନ୍ତରେ ପ୍ରୟୋଗ କାରିବା । ଏହାକୁ ଆମେ ସାଧାରଣ ଟୁଥ ବ୍ରଶରେ ନେଇ ବ୍ୟବହାର କରିପାଇବା । କିନ୍ତୁ ଯଦି ଆପଣ ବିଡି , ଶିଗରେଟ , ମଦ ବ୍ୟବହାର କରନ୍ତି ତେବେ ଏହି ମିଶ୍ରଣକୁ ବ୍ୟବହାର ସମୟରେ ଆପଣ ପୁରା ବନ୍ଦ କରିଦିଅନ୍ତୁ , କଫିର ସେବନ ପୂରାପୂରି ବନ୍ଦ କରିଦିଅନ୍ତୁ ।ଗୋଟିଏ ଟୁଥ ବ୍ରଶରେ ଆପଣ ଏହି ପେଷ୍ଟକୁ ନେଇ ବ୍ୟବହାର କରନ୍ତୁ । ଯେତିକି ମାତ୍ରାର ଟୁଥ ପେଷ୍ଟ ଆପଣ ପ୍ରତିଦିନ ବ୍ୟବହାର କରନ୍ତି ସେତିକି ବ୍ରଶରେ ନିଅନ୍ତୁ ।
ଦାନ୍ତକୁ ଦୁଇମିନିଟ ଯାଏ ଭଲ ଭାବରେ ଏହି ପେସ୍ଟରେ ବ୍ରଶ କରନ୍ତୁ । ଏହା ପରେ କୁଳି କରି ନିଜ ଦାନ୍ତ ସଫା କରିନିଅନ୍ତୁ ।ପ୍ରଥମ ଥରରୁ ଆପଣଙ୍କୁ ନିଜ ଦାନ୍ତରେ ପରିବର୍ତନ ଅନୁଭବ ହେବ । ଆପଣଙ୍କ ହଳଦିଆ ଦାନ୍ତ ଧୀରେ ଧୀରେ ସଫା ଦେଖିବାକୁ ମିଳିବ । ଆପଣ ଏହିଭଳି ମିଶ୍ରଣକୁ ସପ୍ତାହକୁ ତିନି ଥର ବ୍ୟବହାର କରନ୍ତୁ । ପ୍ରତ୍ୟେକ ଥର ଦୁଇମିନିଟ ପ୍ରୟୋଗ ଦ୍ଵାରା ଆପଣ ଦେଖିବେ ଅପଙ୍କର ଦାନ୍ତ ଧଳା ଦେଖାଯିବ ।
ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ଆପଣଙ୍କ ମୋବାଇଲରେ ପାଇବା ପାଇଁ ଆମ ଏହି page କୁ ଲାଇକ କରି ଦିଅନ୍ତୁ । ପ୍ରତିଟି ଖବର ଆପଣଙ୍କ ପାଖରେ ପହଂଚିବ । ଖବର ଭଲ ଲାଗିଲେ ଲାଇକ ଓ ସେଆର କରନ୍ତୁ ।