ବନ୍ଧୁଗଣ ଏପରି ବି କିଛି ମାସ ରହିଛି ଯେଉଁ ମାସ ରେ ଆପଣ ମାନେ ଯେକୈଣସି କାର୍ଯ୍ୟ କରିଲେ ମଧ୍ୟ ଆପଣ ମାନଙ୍କୁ ଲାଭ ମିଳି ଥାଏ । ତେବେ ସେହି ପରି କ୍ଷେତ୍ର ରେ ଆପଣ ମାନେ ଜିବନ ସାରା ଧନ ର ବର୍ଷା ହେବାର ଦେଖିବେ । ଏବଂ ଖାସ୍ କରି ଯଦି ଆପଣ ମାନେ ଏହି ମାସ ରେ ଘର କରି ଥାନ୍ତି ତେବେ ସବୁ ଖୁସି ଆପଣଙ୍କୁ ମିଳିଥାଏ । ସବୁ ବେଳେ ଆପଣ ମାନେ ଯଦି ନିଜର ଘରକୁ ଏହି ସବୁ ମାସ ରେ କରିବେ ତେବେ ଆପଣ ମାନଙ୍କୁ କେବେ ବି ଏପରି ସମସ୍ୟା ରେ ପଡିବା ପାଇଁ ପଡିବ ନାହିଁ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଏବଂ ଲୋକ ମାନଙ୍କ ନଜର ବି ଘର ଉପରେ ପଡି ଥିଲେ ଆମ ମାନଙ୍କ ସଂସାର ରେ ନିଆଁ ଲାଗି ଯିବା ପରି ଲାଗି ଥାଏ ।ପ୍ରଥମେ ରହିଛି ଯଦି ଆପଣ ମାନେ ବୈଷାଖ ମାସ ରେ ଆପଣ ମାନଙ୍କ ଘର ର ଆରମ୍ଭ କରୁ ଛନ୍ତି । ଆପଣ ମାନଙ୍କ ଘରେ ସବୁ ସମୟ ରେ ଉନ୍ନତି ହେଉ ଥିବ । ଆପଣ ମାନଙ୍କୁ ସବୁ କାର୍ଯ୍ୟ ରେ ସଫଳତା ମିଳି ଥାଏ । ତେବେ ସେହି ପରି ବେଳେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଧନ ରତ୍ନ ର ଅଭାବ ରହିବ ନାହିଁ ।
ଯଦି ଆପଣ ମାନେ ଏହା ଛଡା ଜ୍ୟଷ୍ଠ ମାସ ରେ ଘର ର ଆରମ୍ଭ କରୁଛନ୍ତି । ବହୁତ ଲୋକ ମାନେ ଆପଣ ମାନେ ଦେଖି ଥିବେ ସେମାନେ ଘର ଅଧା କରି ହିଁ ରହିଛନ୍ତି । ତେବେ ଗୃହ କର୍ତା ଙ୍କର ମୃତ୍ୟୁ କାର୍ଯ୍ୟ ରେ ଅସୁବିଧା ହେବ । ଏମିତି ହେବା ପଛ ରେ ସେମାନଙ୍କ ଭୁଲ ମାସ ରେ ଘର ତିଆରି କରିବା ହେଉଛି ପ୍ରଧାନ କାରଣ ।ଯଦି ଆପଣ ମାନେ ଆଶାଢ ମାସ ରେ ଘର ତିଆରି କରନ୍ତି । ଯଦି ଏହା ଛଢା ଆପଣ ମାନେ ଶ୍ରାବଣ ମାସରେ ଘର ତିଆରି କରନ୍ତି । ତେବେ ସବୁ କାର୍ଯ୍ୟ ସିଦ୍ଧ ହୋଇ ଥାଏ ।
ତେବେ ଘରକୁ ଧନ ପ୍ରାପ୍ତି ଏବଂ ବ୍ୟବସାୟ ରେ ଧନ ବୃଦ୍ଧି ହେବାର ରହି ଥାଏ । ଆଶିର୍ଣ୍ଣ ମାସ ରେ କଲେ ଘର ର ଲୋକ ମାନଙ୍କ ରୋଗ ବୁଦ୍ଧି ହୋଇ ଥାଏ । ସେହି ପରି ବେଳେ ଭାଦ୍ରବ ମାସ ରେ ଆପଣ ମାନେ ଯଦି ଘ କରନ୍ତି ତେବେ ବି ଆପଣ ମାନେ ସଫଳ ହେବେ ।ଯଦି ଆମେ ମାର୍ଗଶୀର ମାସ ର କଥା କହିବା ତେବେ ସବୁଠୁ ଭଲ ହୋଇ ଥାଏ ଘର ତିଆରି ପାଇଁ ମାତା ଲକ୍ଷ୍ମୀ ଙ୍କ ଆଶିଷ ସହିତ ଆପଣ ମାନଙ୍କ ଘର ସବୁ ସମୟ ରେ ଖୁସି ରେ ଭରି ଯାଇ ଥାଏ ।କାର୍ତିକ ମାସ ରେ କଲେ ଆପଣ ମାନଙ୍କ ଘରେ ଚୋର ମାନଙ୍କ ଭୟ ରହି ଥାଏ ନିଶ୍ଚିତ ଭାବେ ଆପଣ ମାନଙ୍କ ଘରେ ଛୋରୀ ହେୋବାର ସମ୍ବାବନା ରହି ଥାଏ ।