2

ଏହି ଉପାୟ ଦ୍ୱାରା ୨ ମିନିଟରେ ଦାନ୍ତ ମୋତି ଭଳି ଧଳା ହୋଇଯିବ ।

HEALTH

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ଯେ, କିପରି ନିଜ ହଳଦିଆ ଦାନ୍ତ କୁ ଧଳା ଓ ସଫା ଏବଂ ଯନ୍ତ୍ରଣା ମୁକ୍ତ କରିବା ର ଘରୋଇ ଉପାୟ । ବନ୍ଧୁଗଣ ଆଜି ଆମେ ଯେଉଁ ଉପାୟ ସମ୍ପର୍କରେ ଆପଣଙ୍କୁ କହିବା କୁ ଯାଉଛୁ ତାହା ଦ୍ୱାରା ଆପଣ କେବଳ ଗୋଟିଏ ସମସ୍ୟା ନୁହଁ ବରଂ ଅନେକ ସମସ୍ୟା ରୁ ମୁକ୍ତି ପାଇ ପାରିବେ ।

teeathh

ଏହି ଉପାୟ ଦ୍ୱାରା ଆପଣଙ୍କ ହଳଦିଆ ଦାନ୍ତ ସଫା ଧଳା ହେବା ସହିତ ଦାନ୍ତ ରେ ପୋକ ଲାଗିବା ସମସ୍ୟା ମଧ୍ୟ ଦୂର ହୋଇଥାଏ । ଆପଣଙ୍କ ଖରାପ ଦାନ୍ତ ଯୋଗୁଁ ଆପଣଙ୍କର ପୁରା ବ୍ୟକିତ୍ବ ଖରାପ ହୋଇଯାଇଥାଏ । ଏହା ସହିତ ଆପଣ ଖୋଲିକି ହସି ମଧ୍ୟ ପାରନ୍ତି ନାହିଁ । କିନ୍ତୁ ଆମେ ଯେଉଁ ଉପାୟ ଆପଣ ମାନଙ୍କୁ କହିବା କୁ ଯାଉଛୁ ତାହାଦ୍ୱାରା ଆପଣଙ୍କ ସବୁ ସମସ୍ୟା ର ସମାଧାନ ହେଇଯିବ । ଯଦି ଥରେ ଦାନ୍ତ ସମସ୍ୟା ଦେଖାଦିଏ ତେବେ ଏହି ସମସ୍ୟା କୁ ଦୂର କରିବା ବହୁତ କଠିନ ହେଇଯାଏ ।ଏମିତି ବହୁତ ଲୋକ ଅଛନ୍ତି ଯୋଉମାନଙ୍କ ଦାନ୍ତ ସଢ଼ି ଯାଏ ଏବଂ ଦାନ୍ତ କଣା ମଧ୍ୟ ହୋଇଯାଏ । ସେମାନେ ଏହି ସମସ୍ୟା କୁ ଦୂର ମଧ୍ଯ କରିପାରନ୍ତି ନାହିଁ । କିନ୍ତ ଆମେ କହିବା ଉପାୟ ଦ୍ବାରା ଆପଣଙ୍କ ସମସ୍ୟାର ତୁରନ୍ତ ସମାଧାନ ହୋଇଯିବ । ଆପଣ ମାନଂକ ପାଇଁ ଏହି ଉପାୟ ବହୁତ ଜରୁରୀ ଅଟେ ।

ଯଦି ଆପଣ ମାନେ ମାର୍କେଟ ରେ ଦାନ୍ତ ସଫା କରିବକୁ ଯାଆନ୍ତି ତେବେ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ । ଯଦି ଆପଣ ବିନା ଖର୍ଚ୍ଚ ରେ ଆପଣଙ୍କ ଦାନ୍ତ କୁ ଧଳା ସଫା ଏବଂ ଯନ୍ତ୍ରଣା ମୁକ୍ତ କରିବକୁ ଚାହୁଁଛନ୍ତି ତେବେ ଏହି ଉପାୟ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଏହି ଉପାୟ ନିଶ୍ଚିତ ଆପଣଙ୍କ ପାଇଁ ଲାଭଦାୟକ ହେବ । ପ୍ରଥମେ ବନ୍ଧୁଗଣ ଏହି ଉପାୟ ନିମନ୍ତେ ଆମକୁ ଯେଉଁ ସାମଗ୍ରୀ ଗୁଡ଼ିକ ଆବଶ୍ୟକ ତାହା ହେଉଛି, ବେକିଂ ସୋଡ଼ା ଏବଂ ଲେମ୍ବୁ । ଏହି ଦୁଇଟି ସାମଗ୍ରୀ କୁ ନେଇ ଆଜି ଆମେ ଆପଣଂକୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଆପଣଙ୍କ ହଳଦିଆ ଦାନ୍ତ କୁ ମୋତି ଭଳି ଚମକାଇ ଦେବ । ଦ୍ୱିତୀୟରେ ବନ୍ଧୁଗଣ ଏହି ଉପାୟ ନିମନ୍ତେ ପ୍ରଥମେ ଏକ ପାତ୍ର ରେ ଅଳ୍ପ କିଛି ବେକିଂ ସୋଡ଼ା ନିଅନ୍ତୁ । ଏହା ପରେ ଏଥିରେ ଫାଳେ ଲେମ୍ବୁ ର ରସ ମିଶାନ୍ତୁ । ଏହାପରେ ଆପଣଙ୍କ ମିଶ୍ରଣ ପ୍ରସ୍ତୁତ ହୋଇଯିବ ।

ତୃତୀୟରେ ବନ୍ଧୁଗଣ ଏହି ମିଶ୍ରଣ କୁ ଆପଣ ନିଜ ବ୍ରସ ରେ ଲଗାଇ ଭଲ ଭାବରେ ନିଜ ଦାନ୍ତ ରେ ଘଷନ୍ତୁ । ଭଲ ଭାବରେ ନିଜ ଦାନ୍ତ ଘଷିବା ପରେ ଏହାକୁ ୨ମିନିଟ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ । ଏହାପରେ ଭଲ ଭାବରେ କୁଳି କରି ନିଜ ମୁହଁକୁ ଧୋଇ ଦିଅନ୍ତୁ ।ଚର୍ତୁଥରେ ବନ୍ଧୁଗଣ ଏହି ଉପଚାର କୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଏହାକୁ ନିୟମିତ ଭାବରେ କରିବା ଦ୍ୱାରା ଆପଣଙ୍କ ଦାନ୍ତ ପ୍ରାକୃତିକ ଉପାୟରେ ଧଳା ହୋଇଯିବ ଏକ ମୋତି ଭଳି ଚମକିବାକୁ ଲାଗିବ |

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ ।

Leave a Reply

Your email address will not be published. Required fields are marked *