ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଆପଣମାନେ ସମସ୍ତେ ନିଶ୍ଚିତ ଭାବରେ ଆମ ଓଡ଼ିଆ ଟେଲିଭିଜନ ଜଗତ ବିଷୟରେ ନିଶ୍ଚୟ ଜାଣିଥିବେ ଆସନ୍ତୁ ଜାଣିବା ଆମ ଓଲିଉଡର ସୁନାମ ଧନ୍ୟ ଗୀତିକାର ଭଜନ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ଘର ପରିବାର ଏବଂ ତାଙ୍କ ପରସନ୍ୟାଲ ବିଷୟରେ। ବନ୍ଧୁଗଣ ନମିତା ଅଗ୍ରୱାଲ ଯାହାକୁ ଆପଣ ନିବେଦିତା ଭାବରେ ବେଶ ଭଲ ଭାବରେ ଜାଣିଥିବେ କଟକର ତୁଳସୀ ପୁରରେ ୧୯୬୯ ମସିହା ଜାନୁଆରୀ ମାସ ଏକ ତାରିଖରେ ଜନ୍ମଲାଭ କରିଛନ୍ତି ନମିତା ଅଗ୍ରୱାଲ ଏହାଛଡା ତାଙ୍କର ସ୍ୱାମୀଙ୍କ ନାଁ ହେଉଛି ସୀତାରାମ ଅଗ୍ରୱାଲ ଯିଏକି ସିର୍ଦ୍ଧାର୍ଥ ଗୀତର ମାଲିକ ଅଟନ୍ତି।
ଆପଣମାନେ ମଧ୍ୟ ଗୋଟେ କଥା ଜାଣିନଥିବେ ଯେ ସୀତାରାମ ଅଗ୍ରୱାଲଙ୍କ ଘର ହେଉଛି ପୁରୀ ୧୯୮୬ ମସିହାରେ ନମିତା ଅଗ୍ରୱାଲ ପ୍ରଥମ କରି ଆକାଶ ବାଣୀରେ ଯୋଗ ଦେଇଥିଲେ ଏହାସହ ୧୯୯୨ ରେ ପ୍ରଥମ ଓଡ଼ିଆ କ୍ୟାସେଟ ନମିତା ଅଗ୍ରୱାଲଙ୍କର ରିଲିଜ ହୋଇଥିଲା ଯେଉଁ କ୍ୟାସେଟ ପାଇଁ ସାରା ଓଡ଼ିଶାରେ ଲୋକପ୍ରିୟତା ହାସଲ କରିପାରିଥିଲେ ଏବଂ ସମସ୍ତଙ୍କୁ ମଧ୍ୟ ସେ ଗୀତ ପସନ୍ଦ ଆସିଥିଲା।
ଆପଣ ଯଦି ନମିତା ଅଗ୍ରୱାଲଙ୍କ ସଙ୍ଗୀତ ଉପରେ ନଜର ପକାଇବେ ତ ସେ ଅନେକ ଗୁଡିଏ ଓଡ଼ିଆ ଓ ହିନ୍ଦୀ ଭଜନ ପାଇଁ ମଧ୍ୟ ଗାଇଛନ୍ତି ଏବଂ ତାଙ୍କର ଗୋଟିଏ ପୁଅ ଅଛି ତାଙ୍କ ନାଁ ସିର୍ଦ୍ଧାର୍ଥ ଅଗ୍ରୱାଲ ନମିତା ଅଗ୍ରୱାଲ ବର୍ତ୍ତମାନ ନିଜର ଜିମୋଜି କମ୍ପାନୀ ଦ୍ୱାରା ଅନେକ ଗୀତ ତିଆରି କରୁଛନ୍ତି ଏହାସହ ତାଙ୍କର ମଧ୍ୟ ନିଜସ୍ୱ ୟଟିଉବ ଚ୍ୟାନେଲ ରହିଛି ଏବଂ ଆପଣମାନଙ୍କ ମଧ୍ୟରୁ ନମିତା ଅଗ୍ରୱାଲଙ୍କ କେଉଁ ଗୀତଟି ଭଲ ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ଜଣେଇବେ। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।