ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ ବନ୍ଧୁଗଣ,ଦୁନିଆରେ ଏମିତି ସବୁ ଅଜବ ଗଜବ ଘଟଣା ଘଟୁଛି ଯାହାକୁ ଜାଣିଲେ ଆପଣ ମଧ୍ୟ ଆଚମ୍ବିତ ହୋଇଯିବେ।କଳିଯୁଗରେ ଏମିତିକା ସବୁ ଘଟଣା ଘଟୁଛି ଯାହା ଜାଣିଲେ ସଭିଏଁ ବିଶ୍ୱାସ କରି ପାରନ୍ତି ନାହିଁ। ଏଭଳି ଏକ ଖବର ଆଜିକାଲି ସବୁଆଡେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି। ଆଜି କାଲିକା ମହିଳା ମାନେ ନିଜ ସ୍ୱାମୀ ଙ୍କୁ ଛାଡ଼ି କୁକୁର ମାନଙ୍କ ସହିତ ଶୋଇବାକୁ ଅଧିକ ପସନ୍ଦ କରୁଛନ୍ତି। ଏକଥା ଏକ ଖବର କାଗଜର ହେଡଲାଇନ ହେବା ପରେ ସବୁଆଡେ ଏ ବିଷୟରେ ଚର୍ଚ୍ଚା ହୋଇଥିଲା।
ଏହି ଘଟଣା ଶୁଣିଲେ ସହଜରେ ବିଶ୍ୱାସ ହେବ ନାହିଁ। ଆଜିକାଲିର ମହିଳାମାନେ ଆଉ ପୁରୁଷଙ୍କ ପାଖରେ ଶୋଇବାକୁ ପସନ୍ଦ କରୁନାହାନ୍ତି। ପୁରୁଷଙ୍କୁ ଛାଡ଼ି କୁକୁରଙ୍କ ପାଖରେ ଶୋଇବାକୁ ପସନ୍ଦ କରୁଛନ୍ତି। ଏହି କଥା ଆମେ କହୁନୁ ନ୍ୟୁୟର୍କର ଏକ କଲେଜରେ ଗବେଷଣା କରିବା ପରେ ଏହା ଜଣାପଡ଼ିଛି କି ମହିଳାମାନେ ପୁରୁଷଙ୍କ ଅପେକ୍ଷା କୁକୁରଙ୍କ ପାଖରେ ଶୋଇବାକୁ ପସନ୍ଦ କରୁଛନ୍ତି। ତାହା ପୁଣି ବହୁତ ଭଲ ନିଦରେ ଏମାନେ ଶୋଇଥାନ୍ତି।
ଗବେଷକମାନେ ଆମେରିକାର ୯୬୨ଜଣ ମହିଳାଙ୍କୁ ନେଇ ପରୀକ୍ଷା କରିଥିଲେ। ପରୀକ୍ଷା ପରେ ଏହି ଖୁଲାସା ହୋଇଛି କି ମହିଳାମାନେ ନିଜ ପାର୍ଟନରଙ୍କ ଅପେକ୍ଷା କୁକୁରଙ୍କ ସହ ଭଲ ନିଦରେ ଶୋଇଥାନ୍ତି। କୈନିସିଅସ୍ କଲେଜ ଦ୍ବାରା କରାଯାଇଥିବା ଏହି ଗବେଷଣାରେ ମହିଳାମାନଙ୍କୁ କିଛି ପ୍ରଶ୍ନ ସୂଚୀ ଦିଆଯାଇଥିଲା।
ଯେଉଁଥିରେ ସେମାନଙ୍କୁ ପଚରାଯାଇଥିଲା କି, କୁକୁର ଓ ବିଲେଇ ସହିତ ଶୋଇବାର ଅନୁଭୂତି କେମିତି ? ପୁରୁଷଙ୍କ ପାଖରେ ଶୋଇବାର ଅନୁଭୂତି କେମିତି ବୋଲି ପଚରାଯାଇଥିଲା। ବିଲେଇ ଓ ପୁରୁଷଙ୍କ ଅପେକ୍ଷା କୁକୁରଙ୍କ ପାଖରେ ସେମାନଙ୍କୁ ଭଲ ନିଦ ହୋଇଥାଏ ବୋଲି ମହିଳାମାନେ ଉତ୍ତରରେ ଦେଇଛନ୍ତି।
ଗବେଷକମାନେ ଏହାର କାରଣ ମଧ୍ୟ ଦର୍ଶାଇଛନ୍ତି ଯେ, ସାଧାରଣତଃ କୁକୁରମାନେ ମାଳିକର ଦିନଚର୍ଯ୍ୟା ସମ୍ପର୍କରେ ଖୁବ୍ ଶୀଘ୍ର ବୁଝିପାରିଥାନ୍ତି। ଏହା ବ୍ୟତୀତ ଅନ୍ୟ ପଶୁ ଅପେକ୍ଷା କୁକୁରମାନେ ବିଶ୍ବସନୀୟ ମଧ୍ୟ ହୋଇଥାନ୍ତି । ପ୍ରତିଟି ପରିସ୍ଥିତିରେ କୁକୁରମାନେ ସତର୍କ ରହିଥିବାବେଳେ ମାଲିକଙ୍କୁ ମଧ୍ୟ ପୂର୍ବରୁ ସତର୍କ କରାଇଦେଇଥାନ୍ତି। ତେଣୁ ମହିଳାମାନେ କୁକୁରଙ୍କ ସହ ଶୋଇବାକୁ ଅଧିକ ପସନ୍ଦ କରିଥାନ୍ତି ବୋଲି ଗବେଷଣାରୁ ଜଣାପଡ଼ିଛି।
ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।