nari

ପ୍ରଥମ ନଜର ରେ ପୁରୁଷ ମାନେ ନାରୀଙ୍କ ଏହି ଜିନିଷ କୁ ଦେଖିଥାନ୍ତି,ଜାଣିଲେ ଆଶ୍ଚର୍ଯ୍ୟ ହେବେ |

FACT

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ, ସମସ୍ତେ ସୁନ୍ଦର ଜିନିଷ କୁ ଦେଖିବାକୁ ଭଲପାଆନ୍ତି । ପୁରୁଷ ମାନଙ୍କ ନଜର ସାଧାରଣତଃ ବିପରୀତ ଲି- ଙ୍ଗ ବା ଝିଅମାନଙ୍କ ଉପରେ ରହିଥାଏ। ସୁନ୍ଦରୀ ସୁନ୍ଦରୀ ଝିଅ ଦେଖିବା ପାଇଁ ସବୁ ପୁଅ ମାନେ ପସନ୍ଦ କରିଥାନ୍ତି। ଝିଅମାନେ ଅନେକ ଅଭିଯୋଗ କରନ୍ତି ଯେ ପୁଅ ମାନେ ସାଧାରଣତଃ ଟିକେ ଦୁଷ୍ଟ ହୋଇଥାନ୍ତି।ଆଜିର ଆର୍ଟିକିଲ ରେ ଆମେ ଆପଣଙ୍କୁ ଜଣାଇବୁ ପ୍ରତ୍ୟେକ ପୁରୁଷ ମାନେ ଝିଅଙ୍କର ଏହି ୫ଟି ଜିନିଷ କୁ ପ୍ରଥମେ ଦେଖିଥାନ୍ତି।

girll

ଝିଅମାନେ ଯଦି ଭାବୁଥିବେ ପୁଅମାନଙ୍କ ଧ୍ୟାନ କେବଳ ସେମାନଙ୍କ ମେକଅପ୍ ତଥା ସଜାଇହେଉଥିବା ଚେହେରା ଉପରେ ପଡ଼ୁଥିବ ତାହାଲେ ସେମିତି କିଛି ନାହିଁ। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ପୁଅଙ୍କ ସାମ୍ନାରେ ଝିଅମାନେ ବିନା ମେକଅପରେ ଅଧିକ ସୁନ୍ଦର ଲାଗିଥାନ୍ତି। ଆଜି ଆମକୁ କହିବାକୁ ଯାଉଛୁ ଯେ ପ୍ରଥମ ନଜରରେ ମହିଳାଙ୍କ ଠାରେ କେଉଁସବୁ ଜିନିଷ ପୁରୁଷମାନେ ଖୋଜିଥାନ୍ତି। ପ୍ରଥମ ନଜରରେ ପୁରୁଷଙ୍କ ଧ୍ୟାନ ସର୍ବପ୍ରଥମେ ଝିଅଙ୍କ ଆଖି ଉପରେ ପଡ଼ିଥାଏ। କୁହାଯାଏ କି ଆଖି ବ୍ୟକ୍ତିର ପ୍ରତ୍ୟେକ ରାଜ୍ ଖୋଲିଥାଏ। ଗବେଷଣାରୁ ଏହି କଥା ସାମ୍ନାକୁ ଆସିଛି ଯେ, ପୁଅ ଝିଅଙ୍କ ସ୍ବଭାବ ବିଷୟରେ ଜାଣିବାକୁ ଚେଷ୍ଟା ସେମାନଙ୍କ ଆଖିରେ ହିଁ ଥାଏ।

ଝିଅଙ୍କ ଓଠ ବା ହସ ମଧ୍ୟ ପୁଅଙ୍କୁ ଆକର୍ଷିତ କରିବାରେ ସକ୍ଷମ ହୋଇଥାଏ। କିଛି ପୁଅଙ୍କ କହିବାନୁସାରେ, ଝିଅଙ୍କ ହସ ହିଁ ତାଙ୍କ ଜୀବନରେ ସଫଳତା ଭରିଦିଏ। ରାଗ କି ଅଭିମାନରେ ଥିଲେ ହସ ହିଁ ସବୁକିଛି ଭୁଲାଇ ଦେଇଥାଏ। ଝିଅଙ୍କ ଶ୍ବର ମଧ୍ୟ ପୁଅଙ୍କ ଉପରେ ପ୍ରଭାବ ପକାଇଥାଏ। ଝିଅଙ୍କର ମିଠା ମିଠା କଥା ପୁଅଙ୍କୁ ଅଧିକ ଆକର୍ଷିତ କରିଥାଏ। ଏମିତି କିଛି ପୁଅ ଅଛନ୍ତି ଝିଅମାନଙ୍କର ପତଳା ଶ୍ବରରେ ମିଠା ମିଠା କଥା ଶୁଣିବା ପାଇଁ ପାଗଳ ହୋଇଯାଆନ୍ତି।

girl1

ପୁଅମାନେ ଯେତେ ବି ନିଜକୁ ନିୟନ୍ତ୍ରିତ କରୁନ୍ତୁ ନା କାହିଁକି ଝିଅଙ୍କ ବକ୍ଷ ଉପରେ ସେମାନଙ୍କ ଧ୍ୟାନଟା ଯିବା ସୁନିଶ୍ଚିତ। ଏମିତିକି ପୁଅମାନେ ଯେତେ ଚାହିଁଲେ ବି ନିଜକୁ ରୋକି ପାରନ୍ତି ନାହିଁ। ଏହି କଥା ଆମେ କହୁନୁ ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଝିଅ ଚାଲି କରି ଯାଉଥିଲେ ପ୍ରତ୍ୟକ ପୁଅ ସେମାନଙ୍କ ନିତମ୍ବ କୁ ଦେଖିଥାନ୍ତି ଏବଂ ମଜା ଉଠାଇ ଥାନ୍ତି। ଏହା ମଧ୍ୟ ଏକ ଗବେଷଣା ରୁ ଜଣାପଡିଛି ଯେ ୯୯% ପୁଅ ଝିଅଙ୍କ ବଡ଼ ଏବଂ ସୁଢ଼ଳ ନିତମ୍ବ ପ୍ରତି ଆକର୍ଷିତ ହୋଇଥାନ୍ତି ଏବଂ ଅନେକ ସମୟରେ ଚିନ୍ତା କରିଥାନ୍ତି। ମାତ୍ର ୧% ପୁଅ ଝିଅ ମାନଙ୍କ ନିତମ୍ବ ପ୍ରତି ଆକର୍ଷିତ ହୁଅନ୍ତି ନାହିଁ।ଯେଉଁ ପୁଅ ଝିଅଙ୍କୁ ଦେଖିବାକୁ ଲାଜ କରିଥାଏ ସେ ଝିଅ ମାନଙ୍କ ନିତମ୍ବ ଙ୍କୁ ଦେଖିଥାନ୍ତି।

girllll

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *