ଆପଣ ଯାଣିଥିବେ ଦାମ୍ପତ୍ୟ ଜୀବନ ନଷ୍ଟ ହେବାର ମୂଖ୍ୟ କାରଣ ହେଉଛି ତୃତୀୟ ବ୍ୟକ୍ତି ର ଅବାଧ ପ୍ରବେଶ। ସ୍ତ୍ରୀ ମାନେ ସ୍ୱାମୀ ପାଖରେ କାହିଁକି ଅଧିକ ବିଶ୍ୱାସି ହୋଇପାରନ୍ତି ନାହିଁ। ସ୍ୱାମୀ ଥାଉ ଥାଉ କାହିଁକି ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖନ୍ତି। କ’ଣ କଲେ ଆପଣଙ୍କ ସ୍ତ୍ରୀ ଆପଣଙ୍କ ବ୍ୟତିତ କାହାକୁ ଚାହିଁବନି। ଏହି ବିଷୟ ଆପଣଙ୍କ ପାଇଁ ବିଶେଷ ହବାକୁ ଯାଉଛି। ଆଜି ଆପଣମାନେ ଏମିତି ବିଷୟରେ ଜାଣିବେ ଆପଣଙ୍କ ଦାମ୍ପତ୍ୟ ଜୀବନ ଖୁସରେ କାଟିବା ସହିତ ଦୁଇ ଜଣଙ୍କ ମଧ୍ୟରେ ଥିବା ଭଲ ପାଇବା ବହୁତ ବଢିଯିବ। ଆପଣ ଏହି ୪ଟି କାମ କରନ୍ତୁ ଆପଣଙ୍କ ସ୍ତ୍ରୀ ଆପଣଙ୍କ ସବୁ କଥା ମାନିବ, ସାରା ଜୀବନ ବିଶ୍ଵାସି ହୋଇ ରହିବ ଓ ଆପଣଙ୍କ ବ୍ୟତିତ ଅନ୍ୟ ପୁରୁଷ କୁ ଚାହିଁବନି।
୧. ରୋମାଣ୍ଟିକ କଥା ହେବା:- ପୁରୁଷ ମାନେ ତାଙ୍କ ଜୀବନରେ ଏତେ କାର୍ଯ୍ୟ ବ୍ୟସ୍ତ ରୁହନ୍ତି ଯେ ସେମାନେ ଶୋଇବା ସମୟରେ ସେମାନଙ୍କ ସ୍ତ୍ରୀ ଙ୍କ ସହ ସେହି କାମ କରିବା ଛଡା ଆଉ କିଛି କରିପାରନ୍ତି ନାହିଁ। ସେଇ କାମ ସରିଯିବା ପରେ ପୁରୁଷ ମାନେ ଶୋଇପଡ଼ିନ୍ତି। ଏହା ପୁରୁଷ ମାନଙ୍କର ଗୋଟେ ଖରାପ ଅଭ୍ୟାସ ଅଟେ।ପୁରୁଷ ମାନେ ଦିନ ସାରା ଯେତେ ବ୍ୟସ୍ତରେ ରହିଲେ ମଧ୍ୟ ରାତିରେ ନିଜ ସ୍ତ୍ରୀ ସହିତ ରୋମାଣ୍ଟିକ କଥା ହେବା ନିହାତି ଆଵଶ୍ୟକ।ଆଉ ଆପଣ ଦିନ ସାରା କଣ କଲେ ନକଲେ ତାକୁ ନିଜ ସାଥି ସହିତ ସେୟାର କରିବା ନିହାତି ଆବଶ୍ୟକ ହୋଇଥାଏ।ଏମିତି କଲେ ଆପଣଙ୍କ ସ୍ତ୍ରୀ ବହୁତ ଖୁସି ହେବେ ଆଉ ସାରା ଜୀବନ ଆପଣଙ୍କ ପାଇଁ ବିଶ୍ୱାସୀ ହୋଇ ରହିବେ।
୨.ସ୍ନେହରେ ଜାବୁଡି ଧରିବା:-ଗୋଟେ ପରୀକ୍ଷାରୁ ଜଣା ଯାଇଛି ଯେ ନିଜ ସ୍ୱାମୀ ତା ସ୍ତ୍ରୀକୁ ରାତିରେ ଶୋଇବାର କିଛି ସମୟ ପୂର୍ବରୁ ତାକୁ ଛାତିରେ ଜାବୁଡି ଧରି ରୋମାଣ୍ଟିକ କଥା କହିବା ନିହାତି ଆବଶ୍ୟକ।ଯାହାଫଳରେ ଦାମ୍ପତ୍ୟ ଜୀବନ ଭଲରେ କଟିବ ସହିତ ଦୁଇଜଣଙ୍କ ସମ୍ପର୍କ ମଧୁର ହୁଏ।ଏମିତି କଲେ ତା ସ୍ତ୍ରୀର ସ୍ୱାମୀ ପ୍ରତି ବିଶ୍ଵାସ ଓ ଭରସା ବଢେ ଆଉ ଦିନକୁ ଦିନ ସମ୍ପର୍କ ଟାଣ ହୁଏ।ଆପଣଙ୍କୁ ଜାଣିବା ଉଚିତ କେବଳ ଶାରୀରିକ ସମ୍ପର୍କ ବନେଇବା ବଡ଼ କଥା ନୁହେଁ।ଶାରୀରିକ ସମ୍ପର୍କ ନକରିବି ଏ ସବୁ କାମ କରିବା ନିହାତି ଜରୁରୀ ହୋଇଥାଏ।ଏଥିରେ ଦୁଇ ଜଣଙ୍କର ଭାବନା ଯୋଡି ହୋଇ ରହିଥାଏ।
୩.ଯତ୍ନ ନେବା:-ଆପଣଙ୍କ ସ୍ତ୍ରୀ ଯଦି ଜଣେ ଗୃହିଣି ଅଟନ୍ତି ତାହେଲେ ସେ ଦିନ ଜାଙ୍କ କାର୍ଯ୍ୟ କରି କଷ୍ଟ ଅନୁଭବ କରନ୍ତି।ଆପଣ ତାଙ୍କୁ ଆରାମ ଦେବା ପାଇଁ ସେ ଶୋଇବା ଆଗରୁ ତାଙ୍କର କିଛି ସେବା ଆପଣ କରି ପାରନ୍ତି।ଏହା ସହିତ ଆପଣ ତାଙ୍କ ଯତ୍ନ ନେବା ନିହାତି ଜରୁରୀ।ଏହା କରିବା ଦ୍ୱାରା ସମ୍ପର୍କ ବହୁତ ମଜବୁତ ହୁଏ।ଆପଣଙ୍କ ସ୍ତ୍ରୀ ଜଦି ଚାକିରୀ କରିଥାନ୍ତି ତ ସେ ଶୋଇଲା ବେଳେ ଆପଣ ତାଙ୍କ ସହିତ ଏ ସବୁ କାମ କରିବା ନିହାତି ଜରୁରୀ ଅଟେ।ଯାହାଫଳରେ ସେ ସବୁଦିନ ପାଇଁ ଆପଣଙ୍କ ବିଶ୍ୱାସୀ ହୋଇ ରହି ପାରିବେ।ଆଉ ଅନ୍ୟକୌଣସି ପୁରୁଷକୁ ଚାହିଁବେନି।
୪.ହସ ମଜାକ କରିବା:-ଆପଣ ନିଜ ସାଥୀ ସହିତ ଶୋଇବା ଆଗରୁ କିଛି ମଜା ମସ୍ତି କରି ଆପଣ ତାଙ୍କ ମାଇଣ୍ଡ ଓ ସେ ଆପଣଙ୍କ ମାଇଣ୍ଡ କୁ ଫ୍ରେସ କରିବା ନିହାତି ଆବଶ୍ୟକ।