ranga

ବାଛନ୍ତୁ ଏହା ମଧ୍ୟରୁ ଗୋଟିଏ ରଙ୍ଗ, ଜାଣନ୍ତୁ ଆପଣଙ୍କର ଭବିଷ୍ୟତ।

FACT

ବନ୍ଧୁଗଣ ଭାରତରେ ରହିଥିବା ହିନ୍ଦୁ ଧର୍ମର ବ୍ୟକ୍ତିମାନେ ଜ୍ଯୋତିଷ ଶାସ୍ତ୍ର ଉପରେ ବିଶ୍ଵାସ କରିଥାନ୍ତି । ଜ୍ଯୋତିଷ ଶାସ୍ତ୍ରରେ ବିଶ୍ଵାସ ରଖୁଥିବାରୁ, ନିଜ ବ୍ୟକ୍ତିଗତ ଜୀବନରେ ହେଉଥିବା ଘଟଣାର ସୁଧାର ପାଇଁ ଜ୍ଯୋତିଷ ଶାସ୍ତ୍ରର ନିୟମ ଉପଯୋଗ କରିଥାନ୍ତି । ପ୍ରାୟେ ମନୁଷ୍ୟ ମାନେ ନିଜ ଭବିଷ୍ୟ ସହିତ ଜଡିତ ରହିଥିବା ରହସ୍ୟ ଜାଣିବା ପାଇଁ ଜ୍ଯୋତିଷ ଶାସ୍ତ୍ରର ସାହାରା ନେଇଥାନ୍ତି । ଏଥିପାଇଁ ଆଜି ଆପଣଙ୍କୁ ଆମେ ଏହି ୩ଟି ରଙ୍ଗ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନରେ ଅଧିକ ପ୍ରଭାବ ପକେଇଥାଏ ।ଏହି ରଙ୍ଗ ମାନଙ୍କ ମଧ୍ୟରୁ ଗୋଟିଏ ରଙ୍ଗ ଆପଣଙ୍କୁ ବାଛିବାକୁ ହେବ ଯାହାକି ଆପଣଙ୍କ ଜୀବନରେ ହେଉଥିବା ସମସ୍ତ ସ୍ଥିତିକୁ ଦର୍ଶାଇ ଥାଏ । ବନ୍ଧୁଗଣ ସେହି ରଙ୍ଗ ଗୁଡିକ ହେଉଛି;ନୀଳ, ହଳଦିଆ, ଏବଂ ନାଲି ରଙ୍ଗ । ଏଥି ମଧ୍ୟରୁ ଯେଉଁ ରଙ୍ଗଟି ଆପଣଙ୍କର ଅତ୍ୟନ୍ତ ପ୍ରିୟ ସେହି ରଙ୍ଗଟିକୁ ବାଛନ୍ତୁ ।ବନ୍ଧୁଗଣ ପ୍ରଥମେ ରହିଛି ନୀଳ ରଙ୍ଗ, ଯଦି ଆପଣ ଏହି ନୀଳ ରଙ୍ଗଟିକୁ ବାଛୁଛନ୍ତି, ତେବେ ଆପଣଙ୍କ ଜୀବନରେ ବହୁତ ଲମ୍ବା ସମୟ ଧରି ସମସ୍ଯା ଗୁଡିକ ଲାଗି ରହିଛି ।

blue

ଆପଣଙ୍କ ଜୀବନରେ ଚାଲୁଥିବା ଉଚ୍ଚ ନିଚ୍ଚ ଅବସ୍ଥା କାରଣରୁ ଆପଣଙ୍କ ଭାଗ୍ୟ ଆପଣଙ୍କ ସହିତ ତାଳ ମିଶେଇ ଚାଲୁନଥିବାର ଆପଣ ଅନୁଭବ କରୁଛନ୍ତି । ଏହା ସହିତ ଆପଣଙ୍କ ଚିନ୍ତାରେ ବହୁତ ପରିବର୍ତ୍ତନ ହେଉଛି । କିନ୍ତୁ ଆପଣ ଜାଣିନିଅନ୍ତୁ ଏହାଯେ, ଆପଣ ବହୁତ ଗମ୍ଭୀର ଭାବନାଶୀଳ ବ୍ୟକ୍ତି ଅଟନ୍ତି । ଅଯଥାରେ କୌଣସି ମୂଲ୍ଯବାନ ସମୟ ଆପଣ ହରାଇବାକୁ ଚାହାନ୍ତିନାହିଁ । ଆପଣ ନିଜ ଭବିଷ୍ୟତକୁ ନେଇ ସଦାସର୍ବଦା ଆଗ୍ରହ ଏବଂ ଚିନ୍ତିତ ଥାନ୍ତି । ଏବେ ହଳଦିଆ ରଙ୍ଗ ବାଛୁଥିବା ବ୍ୟକ୍ତି ମାନଙ୍କ ବିଷୟରେ; ଆପଣ ଅତ୍ୟନ୍ତ ବିବେକବାନ ଏବଂ ଜ୍ଞାନୀ ଅଟନ୍ତି । ଯେଉଁ କ୍ଷେତ୍ରରେ ରହିଥାନ୍ତି ସେଠାରେ ଉଚ୍ଚସ୍ଥିତିରେ ରହିଥାନ୍ତି । ପବିତ୍ର ସ୍ଵୋଭାବ ରଖୁଥିବା ବ୍ୟକ୍ତି ହେଇଥିବାରୁ ଆପଣ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । କିନ୍ତୁ ଆପଣଙ୍କର କ୍ରୋଧ ଏବଂ ଚିଡି ଚିଡି ସ୍ଵୋଭାବ ମଧ୍ୟ ଅଧିକ ରହିଥାଏ । ଟିକେ ଟିକେ କଥାରେ ରାଗିଜାଇ ଆପଣ ବହୁତ କିଛି କରିଦେଇଥାନ୍ତି ଏହା ଫଳରେ ଆପଣଙ୍କୁ ନାନା ପରିସ୍ଥିତିର ସାମ୍ନା କରିବାକୁ ହେଇଥାଏ । ତେବେ ଏହି ସ୍ଵୋଭାବଟିକୁ ଆପଣଙ୍କୁ ବଦଳାଇବାକୁ ହେବ । ଆପଣଙ୍କ ଜୀବନରେ ଏଭଳି ଗୋଟିଏ ନିଶ୍ଚିନ୍ତ ସମୟସୀମା ଭିତରେ ବହୁତ ବଡ ପରିବର୍ତ୍ତନ ହେଇପାରେ । ୨୧ବର୍ଷ, ୩୭ବର୍ଷ, କିମ୍ବା ୪୩ବର୍ଷ ମଧ୍ୟରେ ଆପଣଙ୍କ ପାଖକୁ ବହୁତ ଧନ ଆସିବାର ସମ୍ଭାବନା ଅଛି ।

yeello

ନାଲି ରଙ୍ଗ ବାଛିଥିବା ବ୍ୟକ୍ତିମାନେ ଆପଣମାନେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଆପଣ ସମସ୍ତଙ୍କ ମନମୋହିନେବା ଭଳି ବ୍ୟକ୍ତି ଅଟନ୍ତି । ଯିଏ ଆପଣଙ୍କ ସହିତ ବନ୍ଧୁତା ରଖିବ ଆପଣ ତାଙ୍କୁ କେବେ ଆଘାତ ପହଞ୍ଚେଇବା ଭଳି କାର୍ଯ୍ୟ କରନ୍ତି ନାହିଁ । ଏହା ଫଳରେ ଆପଣଙ୍କ ସହିତ ମିଶିଥିବା ବ୍ୟକ୍ତି ଆପଣଙ୍କୁ ଜୀବନରେ କେବେ ମଧ୍ୟ ଭୁଲିପାରେ ନାହିଁ । ଆପଣ ସଦାସର୍ବଦା ଅନ୍ୟ ସହିତ ମିଶି ରହିବାକୁ ପସନ୍ଦ କରିଥାନ୍ତି । ଆପଣଙ୍କ ହୃଦୟ ସମ୍ପୂର୍ଣ ଭାବରେ ସ୍ଵୋଛ ହେଇଥାଏ ।କିନ୍ତୁ ଅଧିକାଂଶ ସମୟ ଆପଣ ଅତି ସହଜରେହିଁ ଠକାମିର ଶିକାର ହୋଇଥାନ୍ତି । ଆପଣଙ୍କୁ କଠିନରୁ କଠିନ ପରିସ୍ଥିତିର ସାମ୍ନା କରିବା ବେସ ଭଲ ଭାବେ ଜଣା । ଆପଣଙ୍କର ଏହି ବିଶେଷ ଗୁଣ କାରଣରୁ ଆପଣ ନିଜର ଭବିଷ୍ୟତ ନିଜେହିଁ ଲେଖିଥାନ୍ତି । ଆପଣ କଳା ସଂସ୍କୃତିକ କାର୍ଯ୍ୟକୁ ପସନ୍ଦ କରିଥାନ୍ତି । ଆପଣ ଜଣେ ଉତ୍ତମ କଳାକାର,ସଙ୍ଗୀତଜ୍ଞ, କିମ୍ବା ଜଣେ ଅଭିନେତା ହୋଇପାରନ୍ତି । ଏହାଥିଲା ୩ଟି ରଙ୍ଗ ପସନ୍ଦ କରୁଥିବା ବ୍ୟକ୍ତି ମାନଙ୍କ ବିଷୟରେ କିଛି ବିଶେଷ କଥା ।ଏବେ ହଳଦିଆ ରଙ୍ଗ ବାଛୁଥିବା ବ୍ୟକ୍ତି ମାନଙ୍କ ବିଷୟରେ; ଆପଣ ଅତ୍ୟନ୍ତ ବିବେକବାନ ଏବଂ ଜ୍ଞାନୀ ଅଟନ୍ତି ।

। ଯେଉଁ କ୍ଷେତ୍ରରେ ରହିଥାନ୍ତି ସେଠାରେ ଉଚ୍ଚସ୍ଥିତିରେ ରହିଥାନ୍ତି । ପବିତ୍ର ସ୍ଵୋଭାବ ରଖୁଥିବା ବ୍ୟକ୍ତି ହେଇଥିବାରୁ ଆପଣ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । କିନ୍ତୁ ଆପଣଙ୍କର କ୍ରୋଧ ଏବଂ ଚିଡି ଚିଡି ସ୍ଵୋଭାବ ମଧ୍ୟ ଅଧିକ ରହିଥାଏ । ଟିକେ ଟିକେ କଥାରେ ରାଗିଜାଇ ଆପଣ ବହୁତ କିଛି କରିଦେଇଥାନ୍ତି ଏହା ଫଳରେ ଆପଣଙ୍କୁ ନାନା ପରିସ୍ଥିତିର ସାମ୍ନା କରିବାକୁ ହେଇଥାଏ । ତେବେ ଏହି ସ୍ଵୋଭାବଟିକୁ ଆପଣଙ୍କୁ ବଦଳାଇବାକୁ ହେବ । ଆପଣଙ୍କ ଜୀବନରେ ଏଭଳି ଗୋଟିଏ ନିଶ୍ଚିନ୍ତ ସମୟସୀମା ଭିତରେ ବହୁତ ବଡ ପରିବର୍ତ୍ତନ ହେଇପାରେ । ୨୧ବର୍ଷ, ୩୭ବର୍ଷ, କିମ୍ବା ୪୩ବର୍ଷ ମଧ୍ୟରେ ଆପଣଙ୍କ ପାଖକୁ ବହୁତ ଧନ ଆସିବାର ସମ୍ଭାବନା ଅଛି । ନାଲି ରଙ୍ଗ ବାଛିଥିବା ବ୍ୟକ୍ତିମାନେ ଆପଣମାନେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଆପଣ ସମସ୍ତଙ୍କ ମନମୋହିନେବା ଭଳି ବ୍ୟକ୍ତି ଅଟନ୍ତି । ଯିଏ ଆପଣଙ୍କ ସହିତ ବନ୍ଧୁତା ରଖିବ ଆପଣ ତାଙ୍କୁ କେବେ ଆଘାତ ପହଞ୍ଚେଇବା ଭଳି କାର୍ଯ୍ୟ କରନ୍ତି ନାହିଁ ।

red

ଏହା ଫଳରେ ଆପଣଙ୍କ ସହିତ ମିଶିଥିବା ବ୍ୟକ୍ତି ଆପଣଙ୍କୁ ଜୀବନରେ କେବେ ମଧ୍ୟ ଭୁଲିପାରେ ନାହିଁ । ଆପଣ ସଦାସର୍ବଦା ଅନ୍ୟ ସହିତ ମିଶି ରହିବାକୁ ପସନ୍ଦ କରିଥାନ୍ତି । ଆପଣଙ୍କ ହୃଦୟ ସମ୍ପୂର୍ଣ ଭାବରେ ସ୍ଵୋଛ ହେଇଥାଏ ।କିନ୍ତୁ ଅଧିକାଂଶ ସମୟ ଆପଣ ଅତି ସହଜରେହିଁ ଠକାମିର ଶିକାର ହୋଇଥାନ୍ତି । ଆପଣଙ୍କୁ କଠିନରୁ କଠିନ ପରିସ୍ଥିତିର ସାମ୍ନା କରିବା ବେସ ଭଲ ଭାବେ ଜଣା । ଆପଣଙ୍କର ଏହି ବିଶେଷ ଗୁଣ କାରଣରୁ ଆପଣ ନିଜର ଭବିଷ୍ୟତ ନିଜେହିଁ ଲେଖିଥାନ୍ତି । ଆପଣ କଳା ସଂସ୍କୃତିକ କାର୍ଯ୍ୟକୁ ପସନ୍ଦ କରିଥାନ୍ତି । ଆପଣ ଜଣେ ଉତ୍ତମ କଳାକାର,ସଙ୍ଗୀତଜ୍ଞ, କିମ୍ବା ଜଣେ ଅଭିନେତା ହୋଇପାରନ୍ତି । ଏହାଥିଲା ୩ଟି ରଙ୍ଗ ପସନ୍ଦ କରୁଥିବା ବ୍ୟକ୍ତି ମାନଙ୍କ ବିଷୟରେ କିଛି ବିଶେଷ କଥା ।

Leave a Reply

Your email address will not be published. Required fields are marked *