ଘର ପୋଛିବା ସମୟରେ ପାଣିରେ ମିଶାନ୍ତୁ ଏହି ଜିନିଷ ଘରେ ହେବ ଧନର ବର୍ଷା।

FACT

ଘରେ କୌଣସି ବାସ୍ତୁ ଦୋଷ ରହିଲେ ସୁଖ, ସମୃଦ୍ଧି ଓ କାର୍ଯ୍ୟରେ ବାଧା ଆସିଥାଏ ବୋଲି କୁହାଯାଏ। ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ବିଭିନ୍ନ ଉପାୟ କୁହାଯାଇଛି । ଏହି ନିୟମଗୁଡ଼ିକୁ ପାଳନ କଲେ ନକାରାତ୍ମକ ଶକ୍ତି ଦୂର ହୁଏ, ସକାରାତ୍ମକ ଶକ୍ତି ଜାତ ହୁଏ ଏବଂ ଘରେ ଥିବା ଅଶାନ୍ତି ଓ ସମସ୍ୟା ଦୂର ହୁଏ। ଆସନ୍ତୁ ଜାଣିବା ଏଭଳି କିଛି ଉପାୟ ସଂପର୍କରେ କଥାରେ ଅଛି ସ୍ୱଚ୍ଛତା ହିଁ ଭଗବାନ। ସେଥିପାଇଁ ଶାସ୍ତ୍ରରେ ମଧ୍ୟ ସଫା ସୁତୁରା ରହିବା ଲାଗି ଅନେକ ପରାମର୍ଶ ଦିଆଯାଇଛି। ନିଜକୁ ସଫା ସୁତରା ରଖିବା ସହ ନିଜ ପରିବେଶ ଆଉ ଘରକୁ ମଧ୍ୟ ସ୍ୱଚ୍ଛ ରଖୁଥିବା ବ୍ୟକ୍ତି ସବୁବେଳେ ସୁଖ ଓ ସମୃଦ୍ଧି ଭୋଗ କରେ ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି।ହେଲେ ସାବଧାନ, ସଫାସୁତୁରା କରିବାର ମଧ୍ୟ କିଛି ବିଧାନ ଶାସ୍ତ୍ରରେ ଲେଖାଯାଇଛି।

cleen

ଏହାର ଅନୁପାଳନ କରା ନଗଲେ ଏହାର ବିପରୀତ ପ୍ରତିକ୍ରିୟା ଆପଣଙ୍କୁ ଭୋଗିବାକୁ ପଡିବାରେ। ତେବେ ଆସନ୍ତୁ ଜାଣିବା ଘର ସଫା କରିବା ନେଇ କ’ଣ ରହିଛି ବାସ୍ତୁ ବିଧାନ।ଘର ଧୁଆ ପାଣିରେ ନିମ୍ବପତ୍ର ପକାନ୍ତୁ: ଘର ଧୁଆ ପୋଛା କରୁଥିଲେ ଗୋଟିଏ କଥାକୁ ସର୍ବଦା ଦୃଷ୍ଟି ରଖିବା ଆବଶ୍ୟକ। ଖାଲି ପାଣିରେ ଘର ଧୋଉଥିଲେ ବି ସପ୍ତାହରେ ଥରୁଟିଏ ନିମ୍ବପତ୍ର ପକାଇ ଘର ଧୁଅନ୍ତୁ । ପ୍ରଥମେ ନିମ୍ବପତ୍ରକୁ ଏକ ପାତ୍ରରେ ରଖି ଗରମ କରନ୍ତୁ । ଏହା ଫୁଟିବାକୁ ଲାଗିଲେ ଏହି ପାଣିକୁ ଛାଣି ଘର ପୋଛା ପାଣିରେ ପକାଇ ଦିଅନ୍ତୁ ଓ ଘର ପୋଛନ୍ତୁ।

cleenn

ଏମିତି କରିବା ଦ୍ୱାରା ଘରେ ଲକ୍ଷ୍ମୀ ନିବାସ କରିବେ ଓ ରୋଗ ବ୍ୟାଧି ଆସିବ ନାହିଁ।ଗୁରୁବାର ଘର ଧୁଅନ୍ତୁ ନାହିଁ: କେବେ ହେଲେ ଗୁରୁବାର ଦିନ ଘର ଧୁଆ ପୋଛା କରନ୍ତୁ ନାହିଁ। ଗୋଏଟି ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ଠାରୁ ଘର ଧୋଇବା ଭଲ। ଏମିତି ନ କରି ଗୁରୁବାର ଧୁଆ ପୋଛେ କଲେ ଗୁରୁଗ୍ରହ ବୃହଷ୍ପତ୍ତି ଓ ମା’ ଲକ୍ଷ୍ମୀ ରୁଷ୍ଟ ହେବେ ବୋଲି କୁହାଯାଇଛି।ଦିନ ୧୨ଟା ପରେ ଧୁଅନ୍ତୁ ନାହିଁ ଘର: ଦିନ ୧୨ଟା ପରେ ଘର ଧୁଆ ପୋଛା କରିବା ଆଦୌ ଉଚିତ୍‌ ନୁହେଁ। ଏମିତି କଲେ ଲକ୍ଷ୍ମୀ ରୁଷ୍ଟ ହେବେ ବୋଲି କୁହାଯାଇଛି। କାରଣ ସକାଳ ସମୟ ହେଉଛି ଦେବୀ ଲକ୍ଷ୍ମୀଙ୍କ ଆଗମନ ସମୟ। ଏଣୁ ଏହି ସମୟରେ ଘର ଧୋଇବା ଉଚିତ୍‌ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *