sani

ଦୀର୍ଘ ସମୟ ପରେ ଶନିଙ୍କ କୃପାରୁ ଏହି ୪ଟି ରାଶି ହେବେ ମହାଧନୀ, ଘରେ ଧନର ବର୍ଷା ହେବ |

ODISHA

ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ,ଜ୍ୟୋତି​‌ଷ ଶାସ୍ତ୍ର ଅନୁସାରେ ବର୍ଷେ ପରେ ଶନିଦେବଙ୍କ କୃପା ଏହି ୪ ରାଶି ଉପରେ ବର୍ଷିଛି। ଆସନ୍ତୁ ଜାଣିବା ଏହି ଚାରି ରାଶିଙ୍କ ବିଷୟରେ। ଆସୁଥିବା ସମୟ ଭିତରେ ଏହି ରାଶିର ଲୋକମାନେ ତଥା ପରିବାରକୁ ଭରପୁର ଭାବେ ସହଯୋଗ ମିଳିବ। ଟଙ୍କା ସହିତ ଯୋଡ଼ିହୋଇ ରହିଥିବା ଅସୁବିଧା ସବୁ ଦୂର ହେବ। ପରିବାରକୁ ଖୁସି ହିଁ ଖୁସି ଆସିବ। ବେରୋଜଗାର ଲୋକ ରୋଜଗାର କରିବେ।

sanii

କୈାଣସି କଥାକୁ ନେଇ ଅଂହକାର କରିବେ ନାହିଁ। କାରଣ ଭଲ ସମୟ ଆଜି ତୁମ ପାଖକୁ ଆସିଛି ତ କାଲି ଆଉ କାହା ପାଖରେ ଥିବ।  ମୁଖ୍ୟ କଥା ହେଲା ସାବଧାନର ସହିତ ଗାଡ଼ି ଚଳାଇବେ। ଅଧିକ ଦୂର ସ୍ଥାନକୁ ଯିବାକୁ ଥିଲେ ବସ୍ କିମ୍ବା ଟ୍ରେନରେ ଯାଆସ କରନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଉଥିବା ନିୟମକୁ ଉଲଂଘନ କରିବେ ନାହିଁ।ନିଜ ଉପରେ ଭରସା ରଖନ୍ତୁ ଏବଂ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ । ମଙ୍ଗଳ ମୀନ ରାଶିସ୍ଥ ଯୋଗୁଁ ବନ୍ଧୁମାନଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇବାର ଆଶା ମଉଳିଯିବ । କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ କିଛି ଅସୁବିଧା ହେବ ନାହିଁ । କୌଣସି ନୂତନ ବ୍ୟବସାୟ କରିବା ନିମନ୍ତେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ । ଅଫିସରେ ଦୁଃସାହସିକ ପଦକ୍ଷେପ ନେଇ ଯେତେଭଲ କାମ କରିଲେ ମଧ୍ୟ ଆପଣଙ୍କ ଶ୍ରେୟ ଅନ୍ୟକୁ ମିଳିବ । ସମାଜରେ ଅଭିଜ୍ଞ ବ୍ୟକ୍ତିଙ୍କ ସାନ୍ନିଧ୍ୟ ପ୍ରାପ୍ତ କରିବେ । ଈର୍ଷା ପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବ ମନରେ ଆତଙ୍କ ସୃଷ୍ଟି କରିପାରେ । ପାରିବାରିକ ଆବଶ୍ୟକତାକୁ ନେଇ ବ୍ୟୟର ମାତ୍ରା କ୍ରମଶଃ ବୃଦ୍ଧି ପାଇବା କାରଣରୁ ମନରେ ସରସତା ରହିବ ନାହିଁ । ପାରିବାରିକ ସ୍ଥିତି ଭଲ ରହିଲେ ମଧ୍ୟ ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତା ମନ ବିଚଳିତ ହେବାର କାରଣ ହୋଇପାରେ ।

mithun

ଏହି ୪ରାଶି ଗୁଡ଼ିକ ହେଲେ ମେଷ, ଧନୁ, ମିଥୁନ ଏବଂ କୁମ୍ଭ ରାଶି। ଭାଗ୍ୟ ଏମାନଙ୍କର ସବୁ କାମରେ ସାଥ୍ ଦେବ। ଏହି ରାଶିର ଲୋକମାନେ ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ପୂର୍ବରୁ ବିଗିଡ଼ି ଥିବା କାମ ଜଲଦି ଠିକ୍ ହୋଇଯିବ। କୈାଣସି ବିଷୟ ପ୍ରତି ଅଧିକ ଚିନ୍ତା କରନ୍ତୁ ନାହିଁ। ନିଜ ମନକୁ ସବୁବେଳେ ଖୁସି ରଖନ୍ତୁ। ଲମ୍ବା ସମୟ ଧରି ଚାଲୁଥିବା ସବୁ ସମସ୍ୟାରୁ ସମାଧାନ ମିଳିବ। ଅଧିକ ଦିନ ଧରି ଚାଲୁଥିବା କୈାଣସି ବି କାମକୁ ପୁରା କରିବାକୁ ଚାହୁଁଛନ୍ତି ତ ଟିକେ ମନ ଦେଇ କରନ୍ତୁ ତାହା ଲାଭ ପ୍ରାପ୍ତ ହେବ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *