marrage

ବିବାହ ପାଇଁ ପାତ୍ର ମିଳୁନଥିଲେ କରନ୍ତୁ ଏହି ୬ଟି ଉପାୟ,ଘରକୁ ଶୀଘ୍ର ଆସିବ ବିବାହ ପ୍ରସ୍ତାବ |

NEWS

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ବିବାହ ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଏକ ମହତ୍ତ୍ବପୂର୍ଣ ସ୍ଥାନ ଅଧିକାର କରିଥାଏ। ବିବାହ ଅଚାନକ ହୋଇପାରେ। ଭଲ ଜୀବନ ସାଥୀ ବାଝିବା ମୁଣ୍ଡବିନ୍ଧାର କାରଣ ହୋଇପାରେ। ତଥାପି ପ୍ରତ୍ୟେକ ପୁଅ ଝିଅ ଭଲ ଜୀବନ ସାଥୀଟିଏ ପାଇବା ପାଇଁ ନିଜ ମନ ପ୍ରାଣ ସବୁ ଲଗାଇଦେଇଥାନ୍ତି। ଯେଉଁମାନଙ୍କର ଡେରିରେ ବାହାଘର ହୁଏ ସେହି ମାମଲାରେ ବ୍ୟକ୍ତି ତଥା ପରିବାରକୁ ସାମାଜିକ ଚାପ ତଥା ନାନା ପ୍ରକାର କଥା ଶୁଣିବାକୁ ପଡ଼ିଥାଏ। ଯାହାଦ୍ବାରା ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥାଏ। ଡେରିରେ ବାହା ହେବାର ସମୟକୁ ଯେଉଁ ବ୍ୟକ୍ତି ସାମ୍ନା କରୁଛନ୍ତି, ସେମାନଙ୍କ ପାଇଁ ବାସ୍ତୁ ଶାସ୍ତ୍ର ନିୟମ ନିହାତି ଜରୁରୀ।

copule

ଆସନ୍ତୁ ଜାଣିବା ବିବାହ ପାଇଁ ବାସ୍ତୁ ନିୟମ : ଏହା ସେମାନଙ୍କ ପାଇଁ ମଧ୍ୟ, ଯେଉଁମାନେ ପ୍ରଥମ ପ୍ରୟାସରେ ହିଁ ନିଜ ଜୀବନସାଥୀ ଖୋଜିବାରେ ସଫଳ ହୋଇଛନ୍ତି। ଭଲ ଜୀବନସାଥୀ ପାଇବା ପାଇଁ ହେଲେ ଘରର ବାସ୍ତୁ ଦୋଷକୁ ପ୍ରଥମେ ଖଣ୍ଡନ କରିବା ଦରକାର। ବାସ୍ତୁ ଏକ ବିଜ୍ଞାନ, ଯାହା ବ୍ୟକ୍ତିର ଆନ୍ତରିକ ଦରଜାକୁ ଉପରକୁ ଉଠାଇଥାଏ। ଏହାଦ୍ବାରା ଆକର୍ଷକ ବ୍ୟକ୍ତିତ୍ବର ମଧ୍ୟ ବିକାଶ ହୋଇଥାଏ।

ବିବାହ ପାଇଁ ବାସ୍ତୁ ନିୟମ: ଠାକୁର ଘରର ଏକ କଳସ ବସାଇ ଦୀପ ଧୂପ ବୁଲାଇ ଦଶ ଦିଗପାଳ ଙ୍କୁ ପୂଜା ନୈବେଦ୍ୟ ଲଗାଇବା ଦ୍ୱାରା ଶୀଘ୍ର ବିବାହ ପ୍ରସ୍ତାବ ଘରକୁ ଆସିଥାଏ। ଘରେ ଗ୍ରହ ଶାନ୍ତି ପୂଜା କରିବା ଦ୍ୱାରା ପାପ ଗ୍ରହ ମାନେ ଶାନ୍ତ ହୁଅନ୍ତି ଫଳରେ ବିବାହ ଶୀଘ୍ର ହୋଇଯାଏ | ସୋମବାର ଦହି ଏବଂ କ୍ଷୀର ଦ୍ୱାରା ଭଗବାନ ଶିବଙ୍କ ଲିଙ୍ଗ କୁ ଅଭିଷେକ କରିବା ଦ୍ୱାରା ବିବାହ ସମ୍ବନ୍ଧୀୟ ମନସ୍କାମନା ଶୀଘ୍ର ପୂରଣ ହୋଇଥାଏ। ଭଗବାନ ଶିବଙ୍କୁ ନାଗନାଗୁଣୀ ଯାଚିବା ଏବଂ ଗଞ୍ଜେ- ଇ ଯାଚିବା ଦ୍ୱାରା ମଧ୍ୟ ମାନସିକ ଶୀଘ୍ର ପୂରଣ ହୋଇଥାଏ।

copulee

ବାସ୍ତୁ ଅନୁସାରେ ମୁଣ୍ଡରେ ତିଳକ ଲଗାଇବା ଦ୍ୱାରା ମଧ୍ୟ ଗ୍ରହ ମାନଙ୍କ ଉପରେ ସକାରାତ୍ମକ ଶକ୍ତି ପ୍ରଭାବ ପଡ଼ିଥାଏ। ଯାହା ଦ୍ୱାରା କି ଶୀଘ୍ର ବିବାହ ପ୍ରସ୍ତାବ ଘରକୁ ଆସିଥାଏ। ଅଶ୍ୱତ୍ଥ ବୃକ୍ଷରେ ଗୁରୁବାର ସକାଳେ ହଳଦିଆ ସୂତା ୭ ଘେରା କରି ବାନ୍ଧିବା ଦ୍ୱାରା ମଧ୍ୟ ଶୀଘ୍ର ଆପଣଙ୍କ ଜୀବନ ସାଥୀ ମିଳିଥାଏ। କୁହାଯାଏ ଯେ ସୂର୍ଯ୍ୟ ଉଦୟ ରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଏହି ବୃକ୍ଷରେ ମାତା ଲକ୍ଷ୍ମୀ ଏବଂ ନାରାୟଣ ବାସ କରିଥାନ୍ତି।

copu

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *