ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ,ବିବାହ କରିବା ସଭିଙ୍କର ଏକ ବଡ଼ ସ୍ୱପ୍ନ ହୋଇଥାଏ। ଅନେକ ବ୍ୟକ୍ତି ନିଜ ମନ ପସନ୍ଦ ର ଜୀବନ ସାଥି ଙ୍କ ଠାରେ କିଛି ବିଶେଷ ଗୁଣ ଖୋଜିଥାନ୍ତି। ମଣିଷର ପ୍ରକୃତି, ପସନ୍ଦ ନାପସନ୍ଦ ରାଶି ଉପରେ ନିର୍ଭର କରେ । ଆଜି ଆମେ ଆପଣଙ୍କୁ ତୁଳା ରାଶି ଏବଂ ମୀନ ରାଶି ର ମହିଳାଙ୍କ ସମ୍ପର୍କରେ କହିବାକୁ ଯାଉଛୁ ।
ତୁଳା ରାଶି : ଏହି ରାଶିର ମହିଳାମାନେ ବହୁତ ଆଦର୍ଶବାଦୀ ହୋଇଥାନ୍ତି ଏବଂ ବିନା କୌଣସି ଅଭିଯୋଗରେ ଜୀବନସାରା ସମ୍ପର୍କ ପ୍ରତି ଅଧିକ ସଚେତନ ରହିଥାନ୍ତି । ଯଦି ଆପଣଙ୍କ ଗର୍ଲଫ୍ରେଣ୍ଡ କିମ୍ବା ପତ୍ନୀଙ୍କ ରାଶି ତୁଳା ତେବେ ଆପଣଙ୍କୁ ତାଙ୍କ ରାଶିର ଗୁଣ ସମ୍ପର୍କରେ ଜାଣିବା ବହୁତ ଜରୁରୀ ।
ତୁଳା ରାଶିର ମହିଳାମାନେ ବହୁତ ଆଦର୍ଶବାଦୀ ହୋଇଥାନ୍ତି । ଏମାନେ ନିଜର ସମସ୍ତ ସମ୍ପର୍କ ଖୋଲାମନରେ ପାଳନ କରିଥାନ୍ତି । ଏମାନେ ପ୍ରେମ ଓ ଭରସା ପାଇଁ ଜୀବନର ସବୁକିଛି ହାରିବା ପାଇଁ ପ୍ରସ୍ତୁତ ହୋଇଯାନ୍ତି । ଖୁବ୍ ଶୀଘ୍ର ବିଶ୍ୱାସ କରୁନଥିବା ତୁଳା ରାଶିର ଝିଅମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି । ଯଦି ଏମାନଙ୍କୁ କୌଣସି ସନ୍ଦେହ ଥାଏ ତେବେ ଏମାନେ ବିନା ଦ୍ୱିଧାରେ ପ୍ରଶ୍ନ କରିଦିଅନ୍ତି । ଏମାନେ କୌଣସି କଥାରେ ଶୀଘ୍ର ବିଶ୍ୱାସ କରିନଥାନ୍ତି ।ପ୍ରେମ ମାମଲାରେ ମଧ୍ୟ ଏମାନେ ଅତ୍ୟନ୍ତ ବିଶ୍ୱାସୀ ହୋଇଥାନ୍ତି । ଯଦି ଏମାନେ କାହାକୁ ସଚ୍ଚୋଟ ପ୍ରେମ କରନ୍ତି ତେବେ ଜୀବନସାରା ସୁଖ-ଦୁଃରେ ସାଥ୍ ଦିଅନ୍ତି ।
ମୀନ ରାଶି : ଏହି ରାଶିର ଝିଅ ମାନେ ବହୁତ ଭଲ ହୋଇଥାନ୍ତି। ଏହି ରାଶିର ପୁଅ ମାନେ ବହୁତ କମ କଥା ବାର୍ତା କରନ୍ତି। କାହାକୁ କିଛି କୁହନ୍ତି ନାହିଁ କହିଲେ ଚଳେ। ଏମାନେ ସବୁବେଳେ ନ୍ୟାୟରେ ରହିବାକୁ ଚାହଁନ୍ତି। ସତ୍ୟବାଦୀ ଏବଂ ଜ୍ଞାନୀ ସ୍ୱଭାବର ହୋଇଥାନ୍ତି।ଏହି ରାଶିର ମହିଳାମାନେ ବହୁତ ଆଦର୍ଶବାଦୀ ହୋଇଥାନ୍ତି । ଏମାନେ ନିଜର ସମସ୍ତ ସମ୍ପର୍କ ଖୋଲାମନରେ ପାଳନ କରିଥାନ୍ତି । ଏମାନେ ପ୍ରେମ ଓ ଭରସା ପାଇଁ ଜୀବନର ସବୁକିଛି ହାରିବା ପାଇଁ ପ୍ରସ୍ତୁତ ହୋଇଯାନ୍ତି ।ଏମାନେ ଯାହାକୁ ପ୍ରେମ କରନ୍ତି ତାଙ୍କ ପାଇଁ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ରହିଥାନ୍ତି। ଏମାନେ ସଭିଙ୍କୁ ସମାନ ନଜର ସମାନ ଭାବନାରେ ସମ୍ମାନ ଦେଇଥାନ୍ତି। ଏମାନେ ସଭିଙ୍କୁ ଭଲ ପାଇଥାନ୍ତି। ଏମାନେ କାହାରି ମନରେ ଦୁଃଖ ଦେବାକୁ ପସନ୍ଦ କରନ୍ତି ନାହିଁ। ଖୋଲା ମନ ଯୋଗୁଁ ଭଗବାନଙ୍କ ଶୁଭ ଦୃଷ୍ଟି ସବୁବେଳେ ଏମାନଙ୍କ ସାଥିରେ ଥାଏ। ଏମାନେ ନିଜ ପରିବାର କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି।
ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।