gurubar

ଗୁରୁବାର ଦିନ କରନ୍ତୁ ଏହି ୫ଟି କାମ,ପ୍ରସନ୍ନ ହୋଇଯିବେ ଲକ୍ଷ୍ମୀ ତୁରନ୍ତ ହେବେ କୋଟିପତି |

FACT

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ,ମାତା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି। ଯଦି ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରି ପାରିଲେ ତେବେ ମାତା ଲକ୍ଷ୍ମୀ ଆପଣଙ୍କୁ ଧନବାନ କରିଦେବେ।ମାତା ଲକ୍ଷ୍ମୀ ଅତ୍ୟନ୍ତ ଦୟାଳୁ ଅଟନ୍ତି।ତାଙ୍କ କୃପା ହେଲେ ଜଣେ ଦରିଦ୍ର ମଧ୍ୟ ରାତାରାତି ମାଲାମାଲ ହୋଇଯାଆନ୍ତି।କିନ୍ତୁ ଯଦି ମାତା ଲକ୍ଷ୍ମୀ କୋପ କରନ୍ତି ତେବେ ବାରଦୁଆର ସୁଣ୍ଡି ପିଣ୍ଡା ହେବାକୁ ପଡିଥାଏ। ମାତା ଲକ୍ଷ୍ମୀଙ୍କ କୋପ ଯୋଗୁଁ ବଡ଼ ଭାଇ ବଳଭଦ୍ର ଏବଂ ଜଗନାଥ ୧୨ ବର୍ଷ ବାହାରେ ବୁଲିଥିଲେ।ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ପଦକ୍ଷେପ ବିଷୟରେ ଜଣାଇବୁ ଯାହାଦ୍ୱାରା କି ଆପଣ ମଧ୍ୟ ଧନବାନ ହୋଇପାରିବେ।ଗୁରୁବାର ଦିନ ୫ଟି ବିଶେଷ ଉପାୟ ଆପଣାନ୍ତୁ । ଏହାଦ୍ୱାରା ଅଭାବ ଅନାଟନ ଦୂରେଇ ଯିବ । ଧନର ଅଭାବ ରହିବ ନାହିଁ । ତେବେ ଉକ୍ତ ଉପାୟ ଗୁଡିକ ଜାଣି ରଖନ୍ତୁ |

laxmi1

ଗୁରୁବାର ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ ସମର୍ପିତ। ବିଷ୍ଣୁ ଓ ଲକ୍ଷ୍ମୀଙ୍କର ପ୍ରିୟ ଦ୍ରବ୍ୟ ହଳଦୀ। ଏଣୁ ଗୁରୁବାର ଦିନ କିଛି ପାଣିରେ ହଳଦୀ ମିଶାଇ ଉକ୍ତ ପାଣିରେ ଗାଧାନ୍ତୁ। ଏହାଦ୍ୱାରା ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ କୃପାରୁ ଅଭାବ ଅନାଟନ ଦୂର ହୋଇ ଧନ ବୃଦ୍ଧି ହେବ । ଗୁରୁବାର ଦିନ କଦଳୀ ଗଛ ମୂଳେ ଜଳ ଅର୍ପଣ କରନ୍ତୁ ଏବଂ କଦଳୀ ଗଛ ପୂଜା କରନ୍ତୁ। ଏହାଦ୍ୱାରା ଜୀବନରୁ | ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଯିବ। ଘରେ ଧନ ଓ ସୁଖଶାନ୍ତି ବୃଦ୍ଧି ହେବ ।

ଗୁରୁବାର ଦିନ ବ୍ରତ କଲେ ଲକ୍ଷ୍ମୀଙ୍କ କୃପାରୁ ସମସ୍ତ ମନୋବାଞ୍ଛା ପୂର୍ଣ୍ଣ ହୁଏ । ଏଣୁ ଘରର ସମସ୍ୟା ଦୂରେଇବା ପାଇଁ ସମସ୍ତେ ଏହିଦିନ ବ୍ରତ କରିବା ଦରକାର । ଗୁରୁବାର ଦିନ ତୁଳସୀ ଗଛ ମୂଳେ କଞ୍ଚା କ୍ଷୀର ଢାଳନ୍ତୁ । ଏହାଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଯିବ ଆର୍ଥିକ ଅବସ୍ଥା ସୁଧିରିଯିବ ଓ ଧନ ବୃଦ୍ଧି ହେବ । ଗୁରୁ ଗ୍ରହକୁ ପ୍ରସନ୍ନ କରିବା ପାଇଁ ଗୁରୁବାର ଦିନ ଭଗବାନ ଶିବଙ୍କୁ ହଳଦିଆ କନିଆର ଫୁଲ ଚଢ଼ାନ୍ତୁ । ଏହାଦ୍ୱାରା ଭଗବାନ ଶିବ ସନ୍ତୁଷ୍ଟ ହେବେ । ତାଙ୍କ କୃପାରୁ ସମସ୍ତ ସମସ୍ୟା ଦୂରେଇ ଯିବ ଓ ଗ୍ରହ ରିଷ୍ଟ ମଧ୍ୟ କଟିଯିବ ।

laxmi

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *