clo

କେବଳ ଏହି ଗୋଟିଏ ପରିବା ଖାଇବା ଦ୍ଵାରା Nerve Blockage, ହାଇ କୋଲେଷ୍ଟ୍ରୋଲ ମୂଳରୁ ହିଁ ଶେଷ ହୋଇଯିବ I

HEALTH

ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଦେଇଥାଏ । ଏହା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ପାରି ନ ଥାଏ । ଆମକୁ ସେହିପରି ହିଁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ତେଣୁ ଆମେ ଅନେକ ଡାକ୍ତର ଙ୍କ ସହିତ ମଧ୍ୟ ପରାମର୍ଶ କରିଥାଉ ଓ ବଜାର ରୁ ଅନେକ ପ୍ରକାର ଆଧୁନିକ ଔଷଧ କୁ କିଣି ବ୍ୟବହାର କରିଥାଉ କିନ୍ତୁ ସେଥିରୁ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ଭାବରେ ଉପଶମ ମିଳି ପାରି ନ ଥାଏ ।ଆମକୁ ଆମ ପ୍ରକୃତି ରୁ ଅନେକ ଔଷଧ ମିଳିଥାଏ କିନ୍ତୁ ଆମେ ତାହାର ସଠିକ ବ୍ୟବହାର ବିଷୟରେ ଜାଣି ନ ଥାଉ ତେଣୁ ବଜାରରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରସା କରିଥାଉ । କିନ୍ତୁ ବନ୍ଧୁଗଣ ପ୍ରକୃତି ରେ ମଧ୍ୟ ଏପରି କିଛି ଜିନିଷ ରହିଛି ଯାହାକୁ ପ୍ରୟୋଗ କିମ୍ବା ସେବନ କରିବା ଦ୍ୱାରା ମଧ୍ୟ ସମସ୍ତ ପ୍ରକାର ରୋଗ ଭଲ ହୋଇ ଯାଇଥାଏ ।ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏପରି କିଛି ପନିପରିବା ଵିଷୟ ରେ ଜଣାଇବୁ ଯାହାକୁ ପ୍ରତିଦିନ ଖାଇବା ଦ୍ୱାରା ଆପଣଙ୍କ ର ଦୁର୍ବଳତା ଓ ସମସ୍ତ ପ୍ରକାର ରୋଗ ଭଲ ହୋଇଯିବ ।

cabage
ତେବେ ଆସନ୍ତୁ ଜାଣିବା ସେହି ବିଷୟରେ । ବନ୍ଧୁଗଣ ଶରୀର ରେ ରକ୍ତ ଠିକ ଭାବରେ ସଞ୍ଚାଳନ ନ ହେବା ଦ୍ବାରା ଅନେକ ପ୍ରକାର ରୋଗ ହୋଇଥାଏ ।ଶରୀର ରେ କୋଲେଷ୍ଟଲ ର ମାତ୍ରା ବଢ଼ିଗଲେ ରକ୍ତ ଠିକ ଭାବରେ ସଞ୍ଚାଳନ କରି ପାରି ନ ଥାଏ । ତେଣୁ ଯେଉଁ ସବୁ ଖାଦ୍ୟ ଦ୍ବାରା ଆମ ଶରୀର ରେ କୋଲେଷ୍ଟଲ ର ମାତ୍ରା ବଢିଥାଏ ତାହାକୁ ଖାଇବା ବନ୍ଦ କରିବାକୁ ହେବ । ବନ୍ଧୁଗଣ ବନ୍ଧାକୋବି ଖାଇବା ଦ୍ଵାରା ଆମର ଅନେକ ଉପକାର ହୋଇଥାଏ । ଏପରି କୌଣସି ରୋଗ ନାହିଁ ଯାହା ବନ୍ଧାକୋବି ଖାଇବା ଦ୍ଵାରା ଭଲ ହୋଇ ନ ଥାଏ । କ୍ୟାନ୍ସର ର ଭଳି ମାରାତ୍ମକ ରୋଗ ରୁ ମଧ୍ୟ ବନ୍ଧାକୋବି ଖାଇବା ଦ୍ଵାରା ମୁକ୍ତି ମିଳିଥାଏ ।ବନ୍ଧାକୋବି ଶରୀର ରେ କୋଲେଷ୍ଟଲ ର ମାତ୍ରା କମ କରିବାରେ ସାହାଯ୍ୟ କରିଥାଏ । ଆପଣ ଏହାକୁ ରାନ୍ଧି କରି ଖାଇ ପାରିବେ ଓ ଯଦି ଚାହିଁବେ ତେବେ ଏହାର ଜୁସ କରି ମଧ୍ୟ ପିଇ ପାରିବେ । ବନ୍ଧୁଗଣ ଦ୍ଵିତୀୟ ଟି ହେଉଛି ରସୁଣ ।

rasuna

ରସୁଣ କୋଲେଷ୍ଟଲ ଅଧିକ ଥିବା ରୋଗୀ ଙ୍କ ପାଇଁ ରାମବାଣ ଠାରୁ କମ ନୁହେଁ । ପ୍ରତିଦିନ ସକାଳୁ ଉଠି ଦୁଇ ଚାରି ପାଖୁଡା ରସୁଣ କୁ ଚୋବାଇ କରି ଖାଇ ଦିଅନ୍ତୁ । ଏହା ଦ୍ଵାରା ମଧ୍ୟ ଶରୀର ରେ କୋଲେଷ୍ଟଲ ର ମାତ୍ରା କମିଥାଏ । ଏହା ବ୍ୟତୀତ ଆହୁରି ମଧ୍ୟ ଅନେକ ରୋଗ ରୁ ରସୁଣ ରକ୍ଷା କରିଥାଏ ।ତେଣୁ ପ୍ରତିଦିନ ରସୁଣ କି କଞ୍ଚା ଖାଆନ୍ତୁ । ଏହାକୁ ଆପଣ ଚଟଣି କରି ମଧ୍ୟ ଖାଇପାରିବେ । ଏହା ବ୍ୟତୀତ ଆପଣ ନିଜ ଖାଦ୍ୟ ରେ ପିଆଜ କୁ ସାମିଲ କରନ୍ତୁ । କାରଣ ପିଆଜ ଆମ ଶରୀର ରେ କୋଲେଷ୍ଟଲ ର ମାତ୍ରା କୁ କମାଇବାରେ ବହୁତ ସାହାଯ୍ୟ କରିଥାଏ । ପ୍ରତିଦିନ ନିଜ ଖାଦ୍ୟ ରେ ଅଧା ପରିମାଣ ର ପିଆଜ ସାମିଲ କରନ୍ତୁ । ପିଆଜ କୁ ରାନ୍ଧି କରି ଖାଇବା ଅପେକ୍ଷା କଞ୍ଚା ଖାଇବା ଦ୍ୱାରା ଅଧିକ ଲାଭ ମିଳିଥାଏ ତେଣୁ ଯଦି ପାରିବେ ତେବେ ଏହାକୁ ପ୍ରତିଦିନ କଞ୍ଚା ଖାଇବେ ।

Leave a Reply

Your email address will not be published. Required fields are marked *