corona

କରୋନାକୁ ନେଇ ସରକାର କରାଇଲେ ସତର୍କ, ଜାଣନ୍ତୁ ସମ୍ପୁର୍ଣ୍ଣ ଖବର।

HEALTH

କରୋନା ବର୍ତମାନ ପର୍ଯ୍ୟନ୍ତ ବି କମି ନାହିଁ ଏହା ସଜାଗ ନରହିଲେ ଦିନକୁ ଦିନ ବଢିବାକୁ ଲାଗିଛି । ତେବେ ବର୍ତମାନ କରୋନା ର ନୂଆ ନୂଆ ଲକ୍ଷଣ ଦେଖା ଯାଉଛି ଯାହା ଦିନକୁ ଦିନ ଭୟଙ୍କର ରୂପ ନେଇ ଚାଲିଛି । କରୋନା ଦ୍ଵାରା କେତେକ ଲୋକ ଜୀବନ ହରାଇ ଛନ୍ତି ବହୁତ ଲୋକ ଏହା ଦ୍ଵାରା ସଂକ୍ରମିତ ହୋଇଛନ୍ତି ଆଉ ପୁରା ଦୁନିଆର ଆର୍ଥିକ ସ୍ଥିତି ଏହା ପାଇଁ ଖରାପ ହୋଇ ଚାଲିଛି । ତେବେ ସରକାର ଦ୍ଵାରା ଟୀକା ର ମଧ୍ୟ ପ୍ରବନ୍ଧ କରା ଯାଇଛି ଯାହା ସମୟ ଆସିଲେ ସମସ୍ତଙ୍କୁ ନବା ଉଚିତ । ବହୁତ ଲୋକ ଏହାକୁ ନବା ପାଇଁ ଡରୁଛନ୍ତି କିନ୍ତୁ ଏହା ସୁରକ୍ଷିତ ସେଥିପାଇଁ ପ୍ରଶିକ୍ଷଣ କଳା ପରେ ସରକାର ଏହାକୁ ନବା ପାଇଁ କହିଛନ୍ତି ।ତେବେ ବର୍ତମାନ କରୋନା ଆହୁରି ଶକ୍ତିଶାଳୀ ହୋଇଯାଇଛି ଏହାର ଜୀବାଣୁ ଶୁଖିଲା ଜିନିଷ ଉପରେ ୫ ରୁ ୬ ଡି ପର୍ଯ୍ୟନ୍ତ ବଞ୍ଚିକି ରହି ପାରୁଛନ୍ତି ଏହା ଛଡା ଏବେ ନୂଆ ଲକ୍ଷଣ ଦେଖା ଯାଉଛି ନାକ ଆଉ ବେକ ଚୁଣ୍ଟି ହବା ।

ଛାତିରେ ଯନ୍ତ୍ରଣା ହବା, ଏହା ଛଡା ଦେହ ହାତରେ ଯନ୍ତ୍ରଣା ରହିବା ପୀଡା ହବା ଆଉ ହାଡ ଗୋଡ କୁଣ୍ଡେଇ ହୋଇ ନାଲି ପଡିବା ଏହା କରୋନା ର ନୂଆ ଲକ୍ଷଣ ହୋଇଛି ।ତେବେ ଯେମିତି କରୋନା ନୂଆ ନୂଆ ରୂପରେ ଦିନକୁ ଦିନ ବଢିବାରେ ଲାଗିଛି ଲୋକ ମାନେ ସତର୍କ ନ ହୋଇ ଏହାର ଅଧିକ ଶିକାର ହେଉଛନ୍ତି ଯାହା ପାଇଁ ସତର୍କତା ଅବଲମ୍ବନ କରିବା ଆମ କର୍ତାବ୍ୟ ଅଟେ ।

covideee

ନଚେତେ ଓଡିଶାରେ କରୋନା ଏବେ କମିଛି ଯଦି ଲୋକ ସତର୍କ ନ ହେବେ ତେବେ ହରିୟାନା ଭଳି ଆମକୁ ମଧ୍ୟ ବହୁତ ଖରାପ ପରିସ୍ଥିତି ଦେଖିବାକୁ ମିଳିପାରେ । ଯେଉଁ ମାନେ ବାହାର ଦେଶ ବା ରାଜ୍ୟରୁ ନିଜ ଘରକୁ ଫେରୁଛନ୍ତି ତାଙ୍କୁ ୭ ଦିନ ପର୍ଯ୍ୟନ୍ତ ନିଜ ଘରେ ରହିବାକୁ କୁହା ଜାଉଛି ଯାହା ଦ୍ଵାରା କିଛି ଲକ୍ଷଣ ଜଣା ପଡିଲେ ସଠିକ ଉପଚାର କରା ଯାଇ ପାରିବ ।

Leave a Reply

Your email address will not be published. Required fields are marked *