train

ଟ୍ରେନ ରେ ଟଏଲେଟ ଗଲେ ଯୁବତୀ, ଆଉ ତା’ ପରେ ଯାହା ଘଟିଲା ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ I

NEWS

ଏବେ ବହୁତ ବଡ ଅବହେଳା କଥା ଆଗକୁ ଆସିଛି । ଟ୍ରେନରେ ଯିବା ସମୟରେ ଏକ ଝିଅ ବାଥରୁମ ଯାଇଥିଲେ ହେଲେ ସେ ଆଉ ସେଠାରୁ ଫେରି ନଥିଲେ । ସେ ଟ୍ରେନରେ ଯାଉଥିବା ସମୟରେ ତାଙ୍କୁ ବହୁତ ଜୋରରେ ପରିସ୍ରା ଲାଗିଥିଲା ଏହା ପରେ ସେ ପରିସ୍ରା କରିବାକୁ ବାଥରୁମ ଯାଇଥିଲେ । କିନ୍ତୁ ଏହାପରେ ସେ ଆଉ ସେଠାରୁ ଫେରି ନଥିଲେ । ସମସ୍ଥ ଘର ଲୋକେ ବହୁତ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ଚିନ୍ତା ମଧ୍ୟ କରିଥିଲେ ।ଏହାର କିଛି ସମୟ ପରେ ଯାହା ହେଲା ଆପଣ ଜାଣିଲେ ଆପଣ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ ଓ ନିଜ ମନକୁ ବହୁତ ଦୁଖ ମଧ୍ୟ ଆସିବ । କହିବାକୁ ଗଲେ ଆଜି କାଲୀ ଦୁନିଆରେ ଆଉ ଝିଅ ମାନେ ଭଲରେ ଚାଲି ପାରୁ ନାହାନ୍ତି । କାରଣ ଆମେ ଏବେ ବହୁତ ସମୟ ଧରି ଦେଖୁଛି କି ଏହି କିଛି ଦିନ ଭିତରେ ବହୁତ ଝିଅ ମାନେ ହଇରାଣ ହେବାର ।ଆପଣ ଏହି ଘଟଣା କଥା ଶୁଣି ସାରିଲା ପରେ ଜାଣିପାରିବେ କି ନାରୀ ମାନେ କେତେ ସୁରକ୍ଷାରେ ରହୁଛନ୍ତି । ସବୁ ଖବର ଠାରୁ ଏହା କିଛି ଅଲଗା ଅଟେ । ବର୍ତମାନ କଥା କହିବାକୁ ଗଲେ ଏବେ ଟ୍ରେନରେ ମଧ୍ୟ ଝିଅ ମାନେ ସୁରକ୍ଷା ପାଇ ପାରୁ ନାହାନ୍ତି ।

ଆଜି ଆମେ ଯେଉଁ କଥା ବିଷୟରେ କହିବାକୁ ଯାଉଛୁ ତାହା ଆପଣ ଶୁଣି ଆପଣଙ୍କର ହୋସ ଉଡିଯିବ ।ଅନୁପପୁର ଜିଲ୍ଲାର ନାଗପୁର ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସୁଛି । ଟ୍ରେନରେ ଗଲା ସମୟରେ ର-ହ-ସ୍ୟ ମୟ ଅବସ୍ଥାରେ ସୁପ୍ରିୟା ତିଵାରୀଙ୍କ ଝିଅ ନିଖୋଜ ହୋଇଥିବା ସେ କହିଥିଲେ ହେଲେ କିଛି ସମୟ ଭିତରେ ତାଙ୍କର ମୃତ ଦେହ ସେହି ଟ୍ରେନର ବାଥରୁମରେ ଦେଖିବାକୁ ମିଳିଥିଲା । ଟ୍ରେନ ଚାଲୁଥିବା ସମୟରେ କିଛି ଏହି ପରି ଘଟଣା ଘଟିଛି ।ତାଙ୍କ ମୃତଦେହ ଦ୍ରୋହା ଜିଲ୍ଲା ରେଳ ନିକଟରେ ଦେଖିବାକୁ ମିଳିଥିଲା ।

ଅହମଦା ବାଦରୁ ମାର୍ଚ୍ଚ ୨ ତାରିଖରେ ତାଙ୍କ ବଡ ଭଉଣୀ ପାଖକୁ ଭେଟ କରିବାକୁ ଯାଇଥିଲେ । ଏହାପରେ ସେ ଭୋପାଳ ଟ୍ରେନରେ ଘରକୁ ଫେରୁଥିଲେ । ଏହି ସମୟ ମଧ୍ୟରେ ସେ ବାଥରୁମକୁ ଯାଇଥିଲେ ହେଲେ ଫେରି ନଥିଲେ ତାଙ୍କ ପର୍ସ ଓ ମୋବାଇଲ ତାଙ୍କ ସିଟରେ ପଡ଼ିଥିବାର ଦେଖା ଯାଇଥିଲା ।ତାଙ୍କ ପରିବାର ଲୋକେ ତାଙ୍କ ସହ ଯୋଗା ଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ ଏହା ସମ୍ଭବ ହୋଇନଥିଲା । ଏହାପରେ ତାଙ୍କ ପରିବାର ଲୋକେ ବ୍ୟସ୍ଥ ହୋଇଥିଲେ । ମନରେ ଆଉ କିଛି ଚିନ୍ତା ନକରି ସେ ଥାନାକୁ ଯାଇ ସେଠାରେ ତାଙ୍କ ଝିଅ ନିଖୋଜ ହେବାର ଅଭିଯୋଗ କରିଥିଲେ ।

ସେ ସବୁ ଲୋକଙ୍କୁ ସାହାର୍ଯ୍ୟ ମାଗିଥିଲେ ହେଲେ କେହି ସାହାର୍ଯ୍ୟ କରିନଥିଲେ ।ସେମାନେ ସବୁ ଆଡେ ଯାଇଥିଲେ, ହେଲେ ସିଷ୍ଟମର ନିୟମ କିଛି ତ୍ରୁଟି ଯୋଗୁଁ ସେ ବହୁତ ଅସୁବିଧାରେ ପଡିଥିଲେ । ଝିଅର ସବୁ କାର୍ଯ୍ୟ ସାରି ତାଙ୍କ ପରିବାର ଲୋକେ ଯାଇ ଅନୁପପୁର ରେ ପହଞ୍ଚି ଖାଦ୍ୟ ମନ୍ତ୍ରୀଙ୍କ ସହ କଥା ହୋଇଥିଲେ । ସେ ଯେଉଁ ସମୟରେ ତାଙ୍କୁ ତାଙ୍କ ଝିଅ ବିଷୟରେ କହିଥିଲେ ସେ କହିଲେ ତାଙ୍କ ପାଖରେ କିଛି ସୂଚନା ନାହିଁ ।ଏହାପରେ ସେ ଉଚ ଯାଞ୍ଚ ପାଇଁ ଖାରଜ କରିଥିଲେ । ଏହାପରେ ଜିଲ୍ଲାର ଲୋକେ ଓ କଂଗ୍ରେସ କର୍ମୀ ମାନେ ସେଠାକାର ଥିବା ଏସପିଙ୍କୁ ଏକ ସ୍ମାରକ ପତ୍ର ଦେଇଥିଲେ । ପ୍ରାଥମିକ ସୂଚନା ଅନୁଯାଇ ସେ ୩୫ ଫୁଟ ଉପରୁ ତଳକୁ ପଡିଯାଇ ଥିଲେ ଓ ଯାହା ଫଳରେ ତାଙ୍କର ମୃତୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *