pp

କେବଳ ୧ ରୁ ୨ ଘଣ୍ଟାରେ ପିରିଅଡ୍ସ ଆସିବ ପିରିୟଡ଼ ଶୀଘ୍ର ଆଣିବାର ଘରୋଇ ଉପାୟ।

HEALTH

ବହୁତ୍ ସମୟରେ ମହିଳା ମାନେ ସେମାନଙ୍କ ର ଗର୍ଭଧାରଣ ପାଇଁ ଚିନ୍ତିତ ରହିଥାନ୍ତି। କେଉଁ ସମୟରେ ସେମାନେ ଏଥିପ୍ରତି ଧ୍ୟାନ ଦେବେ ଏବଂ କେଉଁ ସବୁ କାରଣ ଓ ଲକ୍ଷଣ ଗର୍ଭଧାରଣ ପରେ ଦେଖାଯାଏ କିମ୍ବା ଗର୍ଭ ଧାରଣ ନହେବା ପାଇଁ ସେମାନଙ୍କୁ କେଉଁ ସବୁ ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ, ଏହିଭଳି ଆଦି କଥାକୁ ସେମାନେ ଜାଣିବାକୁ ଚାହିଁଥାନ୍ତି।ତେବେ ଆମେ ଆପଣଙ୍କୁ ଏଥିପାଇଁ ଡାକ୍ତର ମାନଙ୍କର ରହିଥିବା ଫର୍ମୂଲା କୁ କହିବାକୁ ଯାଉଛୁ ।ଯାହା ଆପଣଙ୍କୁ ଅଧିକ ସହାୟକ ହେବ ଏହି ସବୁ ଜିନିଷ ବିଷୟରେ ଜାଣିବା ପାଇଁ।

girll

ତେବେ ଏଥିପାଇଁ ଆପଣଙ୍କୁ ଅଭୁଲେସନ୍ ଡେ ବିଷୟରେ ଆଗ ଜାଣିବାକୁ ପଡ଼ିବ।ତେବେ ovulation day ଆପଣଙ୍କ ପିରିଅଡସ ବା ମାସିକ ଋତୁସ୍ରାବ ର ଏକ ମୁଖ୍ୟ ପ୍ରକ୍ରିୟା। ଯେତେବେଳେ ଜଣେ ମହିଳାଙ୍କର ଅଣ୍ଡାନୁ ଗର୍ଭାଶୟ ରୁ ବାହାରକୁ ଆସିଥାଏ ତାହାକୁ ଅଭୁଲେସନ୍ କୁହାଯାଏ।
ଯେତେବେଳେ ଜଣେ ମହିଳା ର ପିରିଅଡସ ହୋଇଥାଏ ସେତେବେଳେ ବହୁତ୍ ଆଣ୍ଡାନୁ ତାଙ୍କ ଗର୍ଭାଶୟ ରେ ତିଆରି ହୋଇଥାଏ।ସେଥିରୁ ଗୋଟିଏ ଅଣ୍ଡାନୁ ଗର୍ଭାଶୟ ରୁ ବାହାରକୁ ଆସିଥାଏ।ଏବଂ ଏହା ଇସ୍ତ୍ରୋଜେନ୍, ପ୍ରୋଜିଷ୍ଟିରନ୍ ଏବଂ LH ହର୍ମାେନ ଗୁଡିକର କାରଣରୁ ହୋଇଥାଏ।

ତେବେ ଆପଣଙ୍କୁ ମନେ ରଖିବାକୁ ପଡିବ ଆପଣଙ୍କ ପିରିଅଡସ ର ସାଇକେଲ ର ମଧ୍ୟ ସଂଖ୍ୟାର ଚାରିଦିନ ପୂର୍ବରୁ କିମ୍ବା ଚାରିଦିନ ପରେ ଅଭୁଲେଶନ ହୋଇପାରେ।ଉଦାହରଣ ସ୍ୱରୂପ ଯଦି ଆପଣଙ୍କ ପିରିଅଡସର ସାଇକେଲ ୨୮ ଦିନର ହୋଇଥାଏ ତେବେ ଏହାର ମଧ୍ୟ ସଂଖ୍ୟା ଯଦି ୧୪ ହୁଏ ତେବେ ଏହାର ୪ ଦିନ ଆଗରୁ କିମ୍ବା ୪ ଦିନ ପରେ ଅର୍ଥାତ୍ ୧୦ ରୁ ୧୮ ତାରିଖ ମଧ୍ୟରେ ଆପଣଙ୍କର ଅଭୂଲେଶନ ଡେ ପଡ଼ିଥାଏ।ଏବେ ଆମେ ଜାଣିବା ସବୁ ମହିଳା ମାନଙ୍କୁ ସେମାନଙ୍କର ଅଭୁଲେଶନ ଡେ ଜାଣିବା ନିହାତି ଦରକାର କାହିଁକି ହୋଇଥାଏ।ଗର୍ଭାଶୟରୁ ଅଣ୍ଡାନୁ ଯେତେବେଳେ ବାହାରକୁ ଆସିଥାଏ, ତାହା ୨୪ ଘଣ୍ଟା ପର୍ଯ୍ୟନ୍ତ ଫାଲପିଆନ ଟ୍ୟୁବ୍ ରେ ରହିଥାଏ।
girlll

ଶୁକ୍ରାଣୁ ବା ସ୍ପର୍ମ ର ଅପେକ୍ଷା କରିଥାଏ।ଏହି ସ୍ପର୍ମ ୪ଦିନ ପର୍ଯ୍ୟନ୍ତ ମହିଳାଙ୍କ ଶରୀରରେ ଆକ୍ତିଭ ରହିଥାଏ। ଆଉ ଏହି ପିରିଆଡ୍ କୁ ଫର୍ଟିଲିଟି ପିରିଅଡ ବୋଲି କୁହାଯାଏ।ଯଦି ଆପଣ ଗର୍ଭବତୀ ହେବାକୁ ଚାହୁଁଛନ୍ତି ତେବେ ଏହି ଫର୍ଟିଲିଟି ପିରିଅଡ ଭିତରେ ସମ୍ପର୍କ ରଖିଲେ ଆପଣ ଗର୍ଭବତୀ ହୋଇ ପାରିବେ।ଆଉ ଯଦି ଆପଣ ଗର୍ଭବତୀ ହେବାକୁ ଚାହୁଁ ନାହାନ୍ତି ତେବେ ଆପଣ ଏହିଦିନରେ ସମ୍ପର୍କ ରଖିବେ ନାହିଁ।ତେବେ ଅଭୁଲେଶନ ସମୟରେ ମହିଳାଙ୍କ ର ଦେଖା ଯାଉଥିବା ଲକ୍ଷଣ ଭିତରେ ଶରୀରରେ ତାପମାତ୍ରା ଅନ୍ୟଦିନ ଅପେକ୍ଷାରେ ଅଧିକ ରହିବା, ବାନ୍ତି ହେବା, ମୁଣ୍ଡ ବିନ୍ଧା ହେବା, ଶାରିରୀକ ସମ୍ପର୍କ ରଖିବାକୁ ଅଧିକ ଇଚ୍ଛା ହେବା, ସ୍ତନ ରେ ଯନ୍ତ୍ରଣା ଅନୁଭବ କରିବା ଆଦି ଦେଖା ଯାଇଥାଏ।

Leave a Reply

Your email address will not be published. Required fields are marked *